ଚାଷୀ ଆନ୍ଦୋଳନ ଯୋଗୁ ଦିନକୁ ୩ କୋଟି ହରାଉଛି କେନ୍ଦ୍ର

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଆର୍ଥିକ କ୍ଷତି ମଧ୍ୟ ସହୁଛନ୍ତି। ଚାଷୀଙ୍କ ଆନ୍ଦୋଳନ ଯୋଗୁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପଞ୍ଜାବରେ ଥିବା ଟୋଲ ପ୍ଲାଜାରୁ ଅର୍ଥ ଆଦାୟ କରିପାରୁ ନାହାନ୍ତି। ଏଥିପାଇଁ ମନ୍ତ୍ରଣାଳୟକୁ ଦୈନିକ ୩ କୋଟି ଟଙ୍କା ରାଜସ୍ୱ କ୍ଷତି ସହିବାକୁ ପଡ଼ୁଛି। ଏହାର ଅର୍ଥ ୧୯ ଦିନ ହେଲା ଚାଲିଥିବା ଆନ୍ଦୋଳନ ଯୋଗୁ କେନ୍ଦ୍ର ସରକାର ଟୋଲ ବାବଦରେ ପଞ୍ଜାବରୁ ଆଦାୟ କରୁଥିବା ପ୍ରାୟ ୫୭ […]

gd

gd

Hemant Lenka
  • Published: Monday, 14 December 2020
  • Updated: 14 December 2020, 10:21 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଆର୍ଥିକ କ୍ଷତି ମଧ୍ୟ ସହୁଛନ୍ତି। ଚାଷୀଙ୍କ ଆନ୍ଦୋଳନ ଯୋଗୁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପଞ୍ଜାବରେ ଥିବା ଟୋଲ ପ୍ଲାଜାରୁ ଅର୍ଥ ଆଦାୟ କରିପାରୁ ନାହାନ୍ତି। ଏଥିପାଇଁ ମନ୍ତ୍ରଣାଳୟକୁ ଦୈନିକ ୩ କୋଟି ଟଙ୍କା ରାଜସ୍ୱ କ୍ଷତି ସହିବାକୁ ପଡ଼ୁଛି।

ଏହାର ଅର୍ଥ ୧୯ ଦିନ ହେଲା ଚାଲିଥିବା ଆନ୍ଦୋଳନ ଯୋଗୁ କେନ୍ଦ୍ର ସରକାର ଟୋଲ ବାବଦରେ ପଞ୍ଜାବରୁ ଆଦାୟ କରୁଥିବା ପ୍ରାୟ ୫୭ କୋଟି ଟଙ୍କା ରାଜସ୍ୱ କ୍ଷତି ସହିଛନ୍ତି। ଏହାର ସମାଧାନ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଚିଠି ଲେଖାଯିବ ବୋଲି ଜଣାପଡ଼ିଛି।

ଏହାବାଦ ଅନ୍ୟ ରାଜ୍ୟରେ ମଧ୍ୟ ଟୋଲ ଆଦାୟ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଶନିବାର ଦିନ ଚାଷୀମାନେ ଦେଶର ସମସ୍ତ ଟୋଲ ପ୍ଲାଜା ନିକଟରେ ବିକ୍ଷୋଭ କରିଥିଲେ। ସେଦିନ ଟୋଲ ପ୍ଲାଜରୁ କୌଣସି ପ୍ରକାରର ଫି’ ଆଦାୟ ହୋଇ ନଥିଲା। ତେଣୁ କେନ୍ଦ୍ର ସରକାରଙ୍କ ରାଜସ୍ୱ ସଂଗ୍ରହ ଉପରେ ଚାଷୀ ଆନ୍ଦୋଳନ ସାଂଘାତିକ ପ୍ରଭାବ ପକାଇବାର ଆଶଙ୍କା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story