ମହଙ୍ଗା ହେବ ମଦ, ଜାଣନ୍ତୁ କେଉଁ ସାମଗ୍ରୀ ଉପରେ କେତେ ସେସ ଲାଗିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୧-୨୦୨୨ ବଜେଟ୍‌ରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସ୍ୱାସ୍ଥ୍ୟ ବଜେଟ୍‌କୁ ଗତବର୍ଷ ତୁଳନାରେ ୧୩୭% ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ବଜେଟ୍‌ ମଧ୍ୟ ୭.୪% ବଢ଼ିଛି। ତେବେ ବର୍ଦ୍ଧିତ ବ୍ୟୟବରାଦକୁ ପୂରଣ କରିବା ପାଇଁ ମଦ ଓ ପେଟ୍ରୋଲ-ଡିଜେଲ ଭଳି ସାମଗ୍ରୀ ଉପରେ ଅତିରିକ୍ତ ସେସ୍‌ ଲଗାଯାଇଛି। ଏହିକ୍ରମରେ ମଦ ମହଙ୍ଗା ହେବ। କାରଣ ସରକାର ବଜେଟ୍‌ ଘୋଷଣା କରିବା ବେଳେ ମଦ ଉପରେ ୧୦୦% କୃଷି ଭିତ୍ତିଭୂମି ସେସ୍ ଲାଗୁ […]

cde

cde

Hemant Lenka
  • Published: Monday, 01 February 2021
  • Updated: 01 February 2021, 03:50 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୧-୨୦୨୨ ବଜେଟ୍‌ରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସ୍ୱାସ୍ଥ୍ୟ ବଜେଟ୍‌କୁ ଗତବର୍ଷ ତୁଳନାରେ ୧୩୭% ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ବଜେଟ୍‌ ମଧ୍ୟ ୭.୪% ବଢ଼ିଛି। ତେବେ ବର୍ଦ୍ଧିତ ବ୍ୟୟବରାଦକୁ ପୂରଣ କରିବା ପାଇଁ ମଦ ଓ ପେଟ୍ରୋଲ-ଡିଜେଲ ଭଳି ସାମଗ୍ରୀ ଉପରେ ଅତିରିକ୍ତ ସେସ୍‌ ଲଗାଯାଇଛି।

ଏହିକ୍ରମରେ ମଦ ମହଙ୍ଗା ହେବ। କାରଣ ସରକାର ବଜେଟ୍‌ ଘୋଷଣା କରିବା ବେଳେ ମଦ ଉପରେ ୧୦୦% କୃଷି ଭିତ୍ତିଭୂମି ସେସ୍ ଲାଗୁ କରିଛନ୍ତି। ବଜେଟରେ ପେଟ୍ରୋଲର ଲିଟର ପିଛା ଦରରେ ଅଢ଼େଇ ଟଙ୍କା ଓ ଡିଜେଲର ଲିଟର ପିଛା ଦର ଉପରେ ୪ ଟଙ୍କା କୃଷି ଭିତ୍ତିଭୂମି ସେସ୍ ଲାଗିଛି। ତେଣୁ ଏହାର ଦର ମଧ୍ୟ ବଢ଼ିବାର ଆଶଙ୍କା ରହିଛି। କିନ୍ତୁ ସରକାର ଅବକାରୀ ଶୁଳ୍କ ହ୍ରାସ କରିଥିବାରୁ ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବନି ବୋଲି ସରକାର କହିଛନ୍ତି।

କଞ୍ଚା ପାମ୍ ତେଲ ଉପରେ ୧୭.୫%, ସୋୟାବିନ ଓ ସୂର୍ଯ୍ୟମୁଖୀ ଉପରେ ୨୦% ସେସ୍‌ ଲାଗୁ କରାଯାଇଛି। ତେବେ ମୂଳ ଅବକାରୀ ଟିକସ ହ୍ରାସ କରାଯାଇଥିବାରୁ ଏଗୁଡ଼ିକର ଦର ବଢ଼ିବ ନାହିଁ। ସୁନା ଓ ରୂପାର ସୀମା ଶୁଳ୍କକୁ ୧୨.୫%ରୁ ହ୍ରାସ କରି ୭.୫% କରାଯାଇଛି। ତେଣୁ ଏପ୍ରିଲରୁ ଏଗୁଡ଼ିକ ଶସ୍ତା ହୋଇପାରେ। ହେଲେ ଏହା ଉପରେ ସରକାର ୨.୫% କୃଷି ସେସ୍‌ ଲାଗୁ କରିଥିବାରୁ ଦର କେତେ କମ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଏହାବାଦ ସେଓ ଉପରେ ୩୫%, କୋଲ, ଲିଗନାଇଟ, ଖତ ଉପରେ ୧.୫%, ୟୁରିଆ ଉପରେ ୫%, ଗ୍ରୀନ ମଟର ଉପରେ ୪୦%, କାବୁଲି ଚଣା ଉପରେ ୩୦% ଓ ମସୁର ଡାଲି ଉପରେ ୨୦% କୃଷି ଭିତ୍ତିଭୂମି ସେସ୍‌ ଲାଗୁ କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି, ଚାଷୀଙ୍କୁ ଲାଭ ଦେବାକୁ କଟନ ଉପରେ ସୀମା ଶୁଳ୍କ ଶୂନରୁ ୧୦% ଓ ରେଶମ ଉପରେ ୧୦% ବୃଦ୍ଧି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story