ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଚିଠିଲେଖି ଏମିତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘ ୨୨ ଦିନ ହେଲା ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମନେଇବା ପାଇଁ ପୁଣିଥରେ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର। ଆଜି ଏଥିପାଇଁ ଆନ୍ଦୋଳନରତ ଚାଷୀଙ୍କ ପାଖକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚିଠି ଲେଖିଛନ୍ତି। ୮ ପୃଷ୍ଠାର ଚିଠିରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ଦେବାକୁ ସରକାର ରାଜି ଥିବା ଶ୍ରୀ ତୋମାର କହିଛନ୍ତି। ଆନ୍ଦୋଳନ କରୁଥିବା ଚାଷୀମାନେ ଏମଏସପିର ଆଇନଗତ ଗ୍ୟାରେଣ୍ଟି […]

dw

dw

Hemant Lenka
  • Published: Thursday, 17 December 2020
  • Updated: 17 December 2020, 08:57 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୨୨ ଦିନ ହେଲା ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମନେଇବା ପାଇଁ ପୁଣିଥରେ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର। ଆଜି ଏଥିପାଇଁ ଆନ୍ଦୋଳନରତ ଚାଷୀଙ୍କ ପାଖକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚିଠି ଲେଖିଛନ୍ତି। ୮ ପୃଷ୍ଠାର ଚିଠିରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ଦେବାକୁ ସରକାର ରାଜି ଥିବା ଶ୍ରୀ ତୋମାର କହିଛନ୍ତି।

ଆନ୍ଦୋଳନ କରୁଥିବା ଚାଷୀମାନେ ଏମଏସପିର ଆଇନଗତ ଗ୍ୟାରେଣ୍ଟି ବ୍ୟବସ୍ଥା କରନ୍ତୁ ବୋଲି ଦାବି କରି ଆସୁଥିଲେ। ଏହାର ଅର୍ଥ ଏମଏସପି ଠାରୁ କମ ଦରରେ ଚାଷୀଙ୍କ ଠାରୁ ଉତ୍ପାଦ କିଣୁଥିବା ବ୍ୟକ୍ତି କିମ୍ବା ସଂସ୍ଥାକୁ ଜୋରିମାନା ଓ ଜେଲଦଣ୍ଡ ମିଳିବ। ଆଜି ଶ୍ରୀ ତୋମାର ଚାଷୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ଅଧିକାଂଶ ଚାଷୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନରେ ଖୁସି ଅଛନ୍ତି। କିନ୍ତୁ କିଛି ଲୋକ ଷଡ଼ଯନ୍ତ୍ର କରି ଚାଷୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି। ସେମାନେ ହିଂସା ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “ମୁଁ ଗୋଟିଏ ଚାଷୀ ପରିବାରରୁ ଆସିଛି। ପିଲାଟି ବେଳୁ ଚାଷ କରୁଥିବା ପରିବାର ସହ ରହିଛି। ମୁଁ ଜାଣିଛି ଗୋଟିଏ ଚାଷୀର କଷ୍ଟ କ’ଣ। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଅନେକ ଚାଷୀ ଲାଭବାନ ହେଉଛନ୍ତି। କିନ୍ତୁ ଏମଏସପି ଓ ମଣ୍ଡିକୁ ନେଇ କିଛି ଲୋକ ଭୁଲ ତଥ୍ୟ ପ୍ରଚାର କରିବାରେ ଲାଗିଛନ୍ତି। ଗତ ୬ ବର୍ଷ ମଧ୍ୟରେ ମୋଦି ସରକାର ଚାଷୀଙ୍କ ଉନ୍ନତି ପାଇଁ ଅନେକ କିଛି ପଦକ୍ଷେପ ନେଇଛନ୍ତି। ଏହି ନୂଆ ଆଇନ ବଳରେ ଚାଷୀମାନଙ୍କୁ ଆଉ ଏକ ବିକଳ୍ପ ସୁବିଧା ଯୋଗାଇ ଦିଆଯାଇଛି। ସେମାନେ ନିଜ ଉତ୍ପାଦିତ ଦ୍ରବ୍ୟକୁ ଏବେ ଯେକୌଣସି ସ୍ଥାନରେ ନିଜ ଇଚ୍ଛା ଅନୁସାରେ ବିକ୍ରି କରିପାରିବେ।”

ଏମଏସପି ଓ ଏପିଏମସି ମଣ୍ଡି ଜାରି ରହିବ। ଏଥିସହ ଏ ସମ୍ପର୍କରେ ସରକାର ଲିଖିତ ଭାବେ ପ୍ରତିଶ୍ରୁତି ଦେବାକୁ ରାଜି ଥିବା ସେ କହିଛନ୍ତି। ଚାଷୀଙ୍କ ଉନ୍ନତି ପାଇଁ ସ୍ୱାମୀ ନାଥନ କମିଶନ ଦେଇଥିବା ପ୍ରସ୍ତାବକୁ କଂଗ୍ରେସ ୮ ବର୍ଷ ଧରି ଚାପି ରଖିଥିଲା। ଏବେ ସେମାନେ ପୁଣିଥରେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏପରି କି ସେମାନେ ଆମ ଦେଶର ବୀର ଯବାନଙ୍କ ସାହାସ ଓ ବଳିଦାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇବାକୁ ପଛାଉ ନାହାନ୍ତି ବୋଲି ଶ୍ରୀ ତୋମାର ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story