ହୋର୍ଡିଂ ଖସି ଯୁବତୀ ମୃତ୍ୟୁ ଘଟଣା: ଏଆଇଏଡିଏମକେ ନେତା ଗିରଫ

ଚେନ୍ନାଇ: ତାମିଲନାଡୁର ଚେନ୍ନାଇ ଠାରେ ରାସ୍ତାରେ ଲାଗିଥିବା ବେଆଇନ୍‌ ହୋର୍ଡିଂ ଖସି ୨୩ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟଣାରେ ଆଜି ପୁଲିସ୍‌ ଶାସକ ଏଆଇଏଡିଏମକେର ନେତା ଜୟଗୋପାଲଙ୍କୁ ଗିରଫ କରିଛି। ସେ ହିଁ ରାସ୍ତାରେ ହୋର୍ଡିଂ ଲଗାଇଥିଲା। ଯାହା ଯୁବତୀଙ୍କ ଉପରେ ଖସି ପଡ଼ିବାକୁ ଯୋଗୁ ସେ ଭାରସାମ୍ୟ ହରାଇ ସ୍କୁଟି ସହ ରାସ୍ତାରେ ପଡ଼ିଯାଇଥିଲେ।  ଏହି ସମୟରେ ତାଙ୍କ ଉପରେ ପଛରୁ ଆସୁଥିବା ଏକ ଟ୍ୟାଙ୍କର ଛଢ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ୨୩ ବର୍ଷୀୟ […]

ed

ed

Hemant Lenka
  • Published: Friday, 27 September 2019
  • Updated: 27 September 2019, 08:08 PM IST

Sports

Latest News

ଚେନ୍ନାଇ: ତାମିଲନାଡୁର ଚେନ୍ନାଇ ଠାରେ ରାସ୍ତାରେ ଲାଗିଥିବା ବେଆଇନ୍‌ ହୋର୍ଡିଂ ଖସି ୨୩ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟଣାରେ ଆଜି ପୁଲିସ୍‌ ଶାସକ ଏଆଇଏଡିଏମକେର ନେତା ଜୟଗୋପାଲଙ୍କୁ ଗିରଫ କରିଛି। ସେ ହିଁ ରାସ୍ତାରେ ହୋର୍ଡିଂ ଲଗାଇଥିଲା। ଯାହା ଯୁବତୀଙ୍କ ଉପରେ ଖସି ପଡ଼ିବାକୁ ଯୋଗୁ ସେ ଭାରସାମ୍ୟ ହରାଇ ସ୍କୁଟି ସହ ରାସ୍ତାରେ ପଡ଼ିଯାଇଥିଲେ।  ଏହି ସମୟରେ ତାଙ୍କ ଉପରେ ପଛରୁ ଆସୁଥିବା ଏକ ଟ୍ୟାଙ୍କର ଛଢ଼ି ଯାଇଥିଲା।

ଘଟଣା ସ୍ଥଳରେ ହିଁ ୨୩ ବର୍ଷୀୟ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିଲା। ଆଜି ଘଟଣାର ୧୪ ଦିନ ପରେ ପୁଲିସ୍‌ ତାମିଲନାଡୁର କ୍ରୀଷ୍ଣଗିରି ଠାରୁ ଜୟଗୋପାଲଙ୍କୁ ଗିରଫ କରିଛି।

ଆସନ୍ତାକାଲି ତାଙ୍କୁ ଚେନ୍ନାଇ ଅଣାଯାଇ କୋର୍ଟରେ ହାଜର କରାଯିବ। ଜୟଗୋପାଲ ନିଜ ଘରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ରାସ୍ତା କଡ଼ରେ ହୋର୍ଡିଂ ଲଗାଇଥିଲେ। ଘଟଣା ପରଠାରୁ ସେ ଫେରାର ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story