ଏମ୍ସ ନିର୍ଦ୍ଦେଶକଙ୍କ ବଡ଼ ବୟାନ: ଚଳିତ ମାସରେ ଆସିପାରେ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଆଜି ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ ବଡ଼ ବୟାନ ଦେଇଛନ୍ତି। ଭାରତରେ ଏକାଧିକ କରୋନା ଟିକାର ପରୀକ୍ଷା ଶେଷ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ସରକାର ମଧ୍ୟ ଟିକା ବିତରଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ତେଣୁ ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଜାନୁଆରୀ ଆରମ୍ଭରୁ ଦେଶରେ ଯେମିତି ହେଲେ ଗୋଟିଏ ଟିକା ଉପଲବ୍ଧ ହୋଇଯିବ ବୋଲି ଡା ଗୁଲେରିଆ କହିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇକୁ ସେ କହିଛନ୍ତି, […]

d

d

Hemant Lenka
  • Published: Thursday, 03 December 2020
  • Updated: 03 December 2020, 04:48 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଆଜି ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ ବଡ଼ ବୟାନ ଦେଇଛନ୍ତି। ଭାରତରେ ଏକାଧିକ କରୋନା ଟିକାର ପରୀକ୍ଷା ଶେଷ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ସରକାର ମଧ୍ୟ ଟିକା ବିତରଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ତେଣୁ ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଜାନୁଆରୀ ଆରମ୍ଭରୁ ଦେଶରେ ଯେମିତି ହେଲେ ଗୋଟିଏ ଟିକା ଉପଲବ୍ଧ ହୋଇଯିବ ବୋଲି ଡା ଗୁଲେରିଆ କହିଛନ୍ତି।

ନ୍ୟୁଜ ଏଜେନ୍ସି ଏଏନଆଇକୁ ସେ କହିଛନ୍ତି, ଭାରତରେ ଏକାଧିକ ଟିକା ଫାଇନାଲ ଟ୍ରାଏଲ ପର୍ଯ୍ୟାୟରେ ରହିଛି। ଆମର ଆଶା ଚଳିତ ବର୍ଷ ଶେଷ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ ଯେ କୌଣସି ଗୋଟିଏ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ। ଏହାପରେ ଏହି ଟିକା ଲୋକଙ୍କୁ ମଧ୍ୟ ଦିଆଯିବ।

ଯୁଦ୍ଧକାଳୀନ ଭିତ୍ତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଟିକା ବିତରଣ ପାଇଁ ବ୍ୟବସ୍ଥା କରାଯାଉଛି। ବିଶେଷ କରି କୋଲ୍ଡ ଚେନ୍‌ ଉପରେ ଫୋକସ ରହିଛି। ଏହାବାଦ ଉପଯୁକ୍ତ ଷ୍ଟୋର ହାଉସ, ଡେଭଲପିଂ କୌଶଳ ଓ ଟିକା ଲୋକଙ୍କୁ ଦେବାକୁ ଥିବା କର୍ମଚାରୀଙ୍କ ଟ୍ରେନିଂକୁ ଗୁରୁତ୍ୱ ଦିଆଯାଇଛି।

ପରୀକ୍ଷାରୁ ମିଳିଥିବା ତଥ୍ୟ ଅନୁଯାୟୀ ଟିକା ସଂପୂର୍ଣ୍ଣ ସୁରକ୍ଷିତ। ଟିକାର ସୁରକ୍ଷା ଓ ପ୍ରଭାବରେ କୌଣସି ପ୍ରକାରର ବୁଝାମଣା କରାଯାଇ ନାହିଁ। ୭୦ରୁ ୮୦ ହଜାର ଲୋକଙ୍କୁ ପରୀକ୍ଷାରେ ସାମିଲ କରି ଟିକାର ଗୁଣବତ୍ତା ଆକଳନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଟିକା ନେଇଥିବା ଲୋକଙ୍କ ଶରୀରରେ କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନାହିଁ। ତଥ୍ୟ କହୁଛି ଯେ ଶଟଟର୍ମରେ ଟିକା ବେଶ ସୁରକ୍ଷିତ ବୋଲି ସେ କହିଛନ୍ତି।

ଅକ୍ସଫୋର୍ଟ ଟିକାକୁ ନେଇ ଚେନ୍ନାଇର ଯୁବକ ଅସୁସ୍ଥ ହୋଇଥିବା ଅଭିଯୋଗ ଉପରେ ମଧ୍ୟ ଡା ଗୁଲେରିଆ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପବ୍ଲିକ ଡୋମେନରେ ରହିଥିବା ତଥ୍ୟ ଅନୁସାରେ ଚେନ୍ନାଇ ଘଟଣା ସହ ଟିକାର କୌଣସି ସମ୍ପର୍କ ନାହିଁ।

ଆମେ ଯେତେବେଳେ ହଜାର ହଜାର ଲୋକଙ୍କୁ ପରୀକ୍ଷା ବେଳେ ଟିକା ଦେଇଥାଉ ସେତେବେଳେ ଅନେକ ଲୋକ ଅନ୍ୟାନ୍ୟ ରୋଗରେ ପୀଡ଼ିତ ରହିଥାଆନ୍ତି। ତେଣୁ ଏହାକୁ ଟିକା ସହ ଯୋଡ଼ିବା ଠିକ ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story