ମଝି ଆକାଶରେ ବନ୍ଦ ହେଇଗଲା ବିମାନର ଗୋଟିଏ ଇଞ୍ଜିନ, ଆଉ ତା’ ପରେ

ହାଇଦ୍ରାବାଦ: ଏକ ବଡ଼ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏୟାର ଏସିଆ। ଆଜି ମଝି ଆକାଶରେ ଉଡ଼ୁଥିବା ଏୟାର ଏସିଆର ଏକ ବିମାନର ଗୋଟିଏ ଇଞ୍ଜିନ ହଠାତ୍‌ ବନ୍ଦ ହୋଇଯାଇଥିଲା। ତେବେ ପାଇଲଟ ଜଣଙ୍କ ଉପସ୍ଥିତି ବୁଦ୍ଧି ଖଟାଇ ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରେ ଏହାକୁ ଅବତରଣ କରାଇଛନ୍ତି। ଏଥିରେ ୭୬ ଜଣ ଯାତ୍ରୀ ରହିଥିଲେ। ସୂଚନା ଅନୁଯାୟୀ, ଏୟାର ଏସିଆ ଫ୍ଲାଇଟ ଆଇ୫୧୫୪୩ ଜୟପୁରରୁ ହାଇଦ୍ରାବାଦ ଆସୁଥିଲା। ତେବେ ଏହା ଅବତରଣ ପୂର୍ବରୁ […]

a

a

Hemant Lenka
  • Published: Tuesday, 26 May 2020
  • Updated: 26 May 2020, 07:48 PM IST

Sports

Latest News

ହାଇଦ୍ରାବାଦ: ଏକ ବଡ଼ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏୟାର ଏସିଆ। ଆଜି ମଝି ଆକାଶରେ ଉଡ଼ୁଥିବା ଏୟାର ଏସିଆର ଏକ ବିମାନର ଗୋଟିଏ ଇଞ୍ଜିନ ହଠାତ୍‌ ବନ୍ଦ ହୋଇଯାଇଥିଲା। ତେବେ ପାଇଲଟ ଜଣଙ୍କ ଉପସ୍ଥିତି ବୁଦ୍ଧି ଖଟାଇ ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରେ ଏହାକୁ ଅବତରଣ କରାଇଛନ୍ତି। ଏଥିରେ ୭୬ ଜଣ ଯାତ୍ରୀ ରହିଥିଲେ।

ସୂଚନା ଅନୁଯାୟୀ, ଏୟାର ଏସିଆ ଫ୍ଲାଇଟ ଆଇ୫୧୫୪୩ ଜୟପୁରରୁ ହାଇଦ୍ରାବାଦ ଆସୁଥିଲା। ତେବେ ଏହା ଅବତରଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା।

ତେବେ ମଧ୍ୟାହ୍ନ ପ୍ରାୟ ୧.୨୫ରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିବା ସୂଚନା ମିଳିଛି। ବିମାନଟି ଆକାଶରେ ଉଡ଼ୁଥିବା ବେଳେ ଏଥିରୁ ତେଲ ଲିକ୍ ହେବା ନେଇ ପାଇଲଟ ଜଣଙ୍କ ଜାଣିବାକୁ ପାଇଥିଲେ। ଏହାପରେ ସେ ଏହାର ଗୋଟିଏ ଇଞ୍ଜିନକୁ ବନ୍ଦ କରିଦେଇଥିଲେ।

ପାଇଲଟ ଜଣଙ୍କ ଏ ସମ୍ପର୍କରେ କଣ୍ଟ୍ରୋଲରୁମକୁ ସୂଚନା ଦେବା ପରେ ପୂରା ଏୟାରପୋର୍ଟରେ ଜରୁରୀ ଆଲର୍ଟ ଜାରି କରାଯାଇଥିଲା। ଗୋଟିଏ ଇଞ୍ଜିନକୁ ବନ୍ଦ କରି ପାଇଲଟ ଜଣଙ୍କ ଆଉ ଗୋଟିଏ ଇଞ୍ଜିନ ଦ୍ୱାରା ବେଶ ସତର୍କତାର ସହ ବିମାନଟିକୁ ସଫଳତାର ସହ ଅବତରଣ କରାଇବାକୁ ସକ୍ଷମ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story