ପାକିସ୍ତାନକୁ ଖୋଲାଖୋଲି ଧମକ ଦେଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ପାକିସ୍ତାନକୁ ଆଜି ଖୋଲାଖୋଲି ଧମକ ଦେଇଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍‌ ଧନୱା। ସେ କହିଛନ୍ତି, “ଭାରତୀୟ ବାୟୁସେନା ସର୍ବଦା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆଲର୍ଟ ରହିଛି। ଯଦି ପାକିସ୍ତାନ କୌଣସି ବି ଦୁଃସାହସ କରିବାକୁ ଉଦ୍ୟମ କରିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ।” ଏହାପୂର୍ବରୁ ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ଧମକ […]

w

w

Hemant Lenka
  • Published: Tuesday, 20 August 2019
  • Updated: 20 August 2019, 03:00 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ପାକିସ୍ତାନକୁ ଆଜି ଖୋଲାଖୋଲି ଧମକ ଦେଇଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍‌ ଧନୱା। ସେ କହିଛନ୍ତି, “ଭାରତୀୟ ବାୟୁସେନା ସର୍ବଦା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆଲର୍ଟ ରହିଛି। ଯଦି ପାକିସ୍ତାନ କୌଣସି ବି ଦୁଃସାହସ କରିବାକୁ ଉଦ୍ୟମ କରିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ।”

ଏହାପୂର୍ବରୁ ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ଧମକ ଦେଇଥିଲେ। ପାକିସ୍ତାନର ସମସ୍ତ ପ୍ରକାରର ଦୁଃସାହସର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ସେ କହିଥିଲେ।

ଏୟାର ଚିଫ୍‌ ମାର୍ଶଲ ବିଏସ୍‌ ଧନୱା ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, “ସୀମାନ୍ତରେ ଶତ୍ରୁ ପକ୍ଷର ଗତିବିଧି ଥାଉ କି ନଥାଉ, ଭାରତୀୟ ବାୟୁସେନା ସର୍ବଦା ଆଲର୍ଟରେ ରହିଥାଏ। ବେଳେ ବେଳେ ସୀମା ମଧ୍ୟକୁ ସାଧାରଣ ଯାତ୍ରୀବାହୀ ବିମାନ ପଶି ଆସିବାର ଆଶଙ୍କା ରହିଛି। ତେଣୁ ଏଭଳି ସ୍ଥିତିର ମୁକାବିଲା ପାଇଁ ବାୟୁସେନା ସର୍ବଦା ପ୍ରସ୍ତୁତ ରହିଥାଏ। ଭାରତର ସୁରକ୍ଷା ପାଇଁ ବାୟୁସେନା କାର୍ଯ୍ୟରତ। ଯଦି ପାକିସ୍ତାନ କୌଣସି ବି ଦୁଃସାହସ କରିବ, ତା’ହେଲେ ଏହାର ପରିଣାମ ତା’କୁ ଭୋଗିବାକୁ ପଡ଼ିବ।”

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ସେ କହିଛନ୍ତି, “ଭାରତୀୟ ବାୟୁସେନା ଟେକ୍ନୋଲଜିରେ ପୂରା ପାରଙ୍ଗମ। ବାୟୁସେନାର ଯବାନମାନେ ସବୁ ପ୍ରକାରର ସ୍ଥିତିକୁ ମୁକାବିଲାରେ କରିବାରେ ସିଦ୍ଧହସ୍ତ। ନିକଟରେ ଆମ ପଡ଼ୋଶୀ ଦେଶରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରୁ ବାୟୁସେନାର ପାରିବା ପଣିଆ ବିଷୟରେ ସମସ୍ତେ ଅବଗତ ହୋଇଯାଇଛନ୍ତି। ତେଣୁ ଶତ୍ରୁପକ୍ଷ ଏକଥାକୁ ସର୍ବଦା ମନେ ରଖିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story