ବାୟୁସେନାର ବିମାନ ଦୁର୍ଘଟଣା ଗ୍ରସ୍ତ, ପାଇଲଟ ମୃତ

ପଟିଆଲା: ବାୟୁସେନାର ଏକ ମାଇକ୍ରୋଲାଇଟ ବିମାନ ଆଜି ପଟିଆଲାର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାୟୁସେନାର ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଏନସିସିସି କ୍ୟାଡେଟ ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ଣରେ ପିପଷ୍ଟ୍ରେଲ ଭାଇରସ ଏସ୍‌ଡବ୍ଲ୍ୟୁ ୮୦ ଟ୍ରେନର ବିମାନ ପଟିଆଲା ଆଭିଏସନ କ୍ଲବ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍‌ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ଫଳରେ ୱିଙ୍ଗ କମାଣ୍ଡର ଜିଏସ୍‌ ଚିମ୍ମାଙ୍କ ମୃତ୍ୟୁ ଘଟିଛି। […]

e

e

Hemant Lenka
  • Published: Monday, 24 February 2020
  • Updated: 24 February 2020, 06:44 PM IST

Sports

Latest News

ପଟିଆଲା: ବାୟୁସେନାର ଏକ ମାଇକ୍ରୋଲାଇଟ ବିମାନ ଆଜି ପଟିଆଲାର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାୟୁସେନାର ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଏନସିସିସି କ୍ୟାଡେଟ ଆହତ ହୋଇଛନ୍ତି।

ଆଜି ମଧ୍ୟାହ୍ଣରେ ପିପଷ୍ଟ୍ରେଲ ଭାଇରସ ଏସ୍‌ଡବ୍ଲ୍ୟୁ ୮୦ ଟ୍ରେନର ବିମାନ ପଟିଆଲା ଆଭିଏସନ କ୍ଲବ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍‌ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ଫଳରେ ୱିଙ୍ଗ କମାଣ୍ଡର ଜିଏସ୍‌ ଚିମ୍ମାଙ୍କ ମୃତ୍ୟୁ ଘଟିଛି।

ଏଠାରେ ଥିବା ଏନସିସି ୟୁନିଟ୍‌କୁ ଚିମ୍ମା ଡେପୁଟେସନରେ ଆସିଥିଲେ। ଏହି ଘଟଣାରେ ଏନସିସି କ୍ୟାଡେଟ୍‌ ବିପିନ କୁମାର ଯାଦବ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story