ବାୟୁସେନାର ଯୁଦ୍ଧ ବିମାନରେ ଲାଗିବ ଅତ୍ୟାଧୁନିକ ରେଡିଓ ସିଷ୍ଟମ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସମସ୍ତ ଯୁଦ୍ଧ ବିମାନ ଟେକ୍ନିକାଲ ସ୍ତରରେ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି। କାରଣ ପ୍ରତିରକ୍ଷା ମନ୍ତ୍ରଣାଳୟ ବାୟୁସେନା ଯୁଦ୍ଧ ବିମାନରେ ଅତ୍ୟାଧୁନିକ ରେଡିଓ ସିଷ୍ଟମ ଖଞ୍ଜିବା ପାଇଁ ନିଷ୍ପତ୍ତି ନେଇଛି। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ସଂପୂର୍ଣ୍ଣ ତଥ୍ୟ ଏବଂ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ପାକିସ୍ତାନ ଯୁଦ୍ଧ ବିମାନ ସହ ଲଢ଼ିବା ବେଳେ କେଉଁ କାରଣ ପାଇଁ ଖସିପଡ଼ିଥିଲେ, ସେକଥା ଜାଣିବା ପୁରୁଣା ରେଡିଓ ସିଷ୍ଟମ ଦ୍ୱାରା ସାମ୍ନାକୁ ଆସି ପାରି ନଥିଲା। […]

d

d

Hemant Lenka
  • Published: Thursday, 26 September 2019
  • Updated: 26 September 2019, 04:33 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସମସ୍ତ ଯୁଦ୍ଧ ବିମାନ ଟେକ୍ନିକାଲ ସ୍ତରରେ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି। କାରଣ ପ୍ରତିରକ୍ଷା ମନ୍ତ୍ରଣାଳୟ ବାୟୁସେନା ଯୁଦ୍ଧ ବିମାନରେ ଅତ୍ୟାଧୁନିକ ରେଡିଓ ସିଷ୍ଟମ ଖଞ୍ଜିବା ପାଇଁ ନିଷ୍ପତ୍ତି ନେଇଛି।

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ସଂପୂର୍ଣ୍ଣ ତଥ୍ୟ ଏବଂ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ପାକିସ୍ତାନ ଯୁଦ୍ଧ ବିମାନ ସହ ଲଢ଼ିବା ବେଳେ କେଉଁ କାରଣ ପାଇଁ ଖସିପଡ଼ିଥିଲେ, ସେକଥା ଜାଣିବା ପୁରୁଣା ରେଡିଓ ସିଷ୍ଟମ ଦ୍ୱାରା ସାମ୍ନାକୁ ଆସି ପାରି ନଥିଲା।

ଏହାପରେ ଡେପୁଟି ଏୟାର ଚିଫ୍‌ ମାର୍ଶଲ ଭିଆର ଚୌଧୁରୀ ସରକାରଙ୍କୁ ଅତ୍ୟାଧୁନିକ ରେଡିଓ ସିଷ୍ଟମ ସମସ୍ତ ଯୁଦ୍ଧ ବିମାନରେ ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ଫେବୃଆରୀ ୨୭ରେ ଅଭିନନ୍ଦନଙ୍କ ମିଗ-୨୧ ବିସୋନ ପାକିସ୍ତାନ ଯୁଦ୍ଧ ବିମାନର ମୁକାବିଲା କରିଥିଲା। ଏହି ଲଢ଼େଇ ବେଳେ ମିଗ୍‌-୨୧ରେ ଥିବା ରେଡିଓ ସିଷ୍ଟମ ଜାମ ହୋଇଯାଇଥିଲା।

ଏଥିପାଇଁ ଗ୍ରାଉଣ୍ଡ କଣ୍ଟ୍ରୋଲ ଟାୱର ସହ ତାଙ୍କର ଯୋଗାଯୋଗ ହୋଇପାରି ନଥିଲା। ଭବିଷ୍ୟତରେ ଏଭଳି ଯୋଗାଯୋଗ ସମସ୍ୟାକୁ ଦୂର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ସମସ୍ତ ଯୁଦ୍ଧ ବିମାନରେ ଅତ୍ୟାଧୁନିକ ରେଡିଓ ସିଷ୍ଟମ ଖଞ୍ଜିବାକୁ ନିଷ୍ପତ୍ତି ନେଇଛି।

ଏହି ନୂଆ ରେଡିଓ ସିଷ୍ଟମକୁ ଡିଆରଡିଓ ତିଆରି କରିଛି। ଏହା ଯୁଦ୍ଧ ବିମାନରେ ଲାଗିଲେ ଯେକୌଣସି ସ୍ଥିତିରେ ମଧ୍ୟ ପାଇଲଟ ଏବଂ ଗ୍ରାଉଣ୍ଡ କଣ୍ଟ୍ରୋଲ ଟାୱର ସହ ଯୋଗାଯୋଗ ବିଚ୍ଛିନ୍ନ ହେବନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story