୬ ଦେଶକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆ କରୋନା ଭାଇରସକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ଗ୍ରହଣ କରିଛି। କରୋନା ଆତଙ୍କ ଜାରି ରହିଥିବା ନିର୍ଦ୍ଦିଷ୍ଟ ୬ ଦେଶକୁ ଏୟାର ଇଣ୍ଡିଆ ପକ୍ଷରୁ ବିମାନ ଉଡ଼ାଣ ରଦ୍ଦ କରାଯାଇଛି। ଏହି ଦେଶଗୁଡ଼ିକ ମଧ୍ୟରେ ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ସ୍ପେନ, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ରହିଛନ୍ତି। ଏପ୍ରିଲ ୩୦ ଯାଏ ଭାରତରୁ ଏଠାକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ କରିବ ନାହିଁ। କରୋନା ଭାଇରସକୁ ଦୃଷ୍ଟିରେ ରଖି […]

de

de

Hemant Lenka
  • Published: Friday, 13 March 2020
  • Updated: 13 March 2020, 04:35 PM IST

Sports

Latest News

ନୂଆଦିଲ୍ଲୀ: ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆ କରୋନା ଭାଇରସକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ଗ୍ରହଣ କରିଛି। କରୋନା ଆତଙ୍କ ଜାରି ରହିଥିବା ନିର୍ଦ୍ଦିଷ୍ଟ ୬ ଦେଶକୁ ଏୟାର ଇଣ୍ଡିଆ ପକ୍ଷରୁ ବିମାନ ଉଡ଼ାଣ ରଦ୍ଦ କରାଯାଇଛି।

ଏହି ଦେଶଗୁଡ଼ିକ ମଧ୍ୟରେ ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ସ୍ପେନ, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ରହିଛନ୍ତି। ଏପ୍ରିଲ ୩୦ ଯାଏ ଭାରତରୁ ଏଠାକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ କରିବ ନାହିଁ।

କରୋନା ଭାଇରସକୁ ଦୃଷ୍ଟିରେ ରଖି ସଂସ୍ଥା ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛି। ଏହାପୂର୍ବରୁ କ୍ୱଏତକୁ ମଧ୍ୟ ଏୟାର ଇଣ୍ଡିଆ ଉଡ଼ାଣ ବାତିଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story