ଆଜି ଶେଷ ହେବ ଅମରନାଥ ଯାତ୍ରା, ଚଳିତବର୍ଷ ହ୍ରାସ ପାଇଛି ଯାତ୍ରୀଙ୍କ ସଂଖ୍ୟା

ଶ୍ରୀନଗର: ଦକ୍ଷିଣ କାଶ୍ମୀର ହିମାଳୟ ସ୍ଥିତ ଥିବା ପବିତ୍ର  ଅମରନାଥ ଗୁମ୍ଫାକୁ  ଚଳିତବର୍ଷ କମ୍ ଶ୍ରଦ୍ଧାଳୁ ଆସିଛନ୍ତି।  ଏଥର ୨.୨୦ ଲକ୍ଷ ଶ୍ରଦ୍ଧାଳୁ  ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ତୁଳନାରେ ୧.୩୧ ଲକ୍ଷ କମ୍‌। ଆଜି ବାର୍ଷିକ ଅମରନାଥ ଯାତ୍ରା ଶେଷ ହେଉଛି । ଜଣେ ସରକାରୀ ମୁଖପାତ୍ରଙ୍କ କହିବା ଅନୁସାରେ, ଚଳିତବର୍ଷ ଅଗଷ୍ଟ ୧୬ ପର୍ଯ୍ୟନ୍ତ ୨,୨୦,୨୯୫ ଯାତ୍ରୀ ଗୁମ୍ଫା ଦର୍ଶନ କରିଥିବାବେଳେ ୨୦୧୫ ବର୍ଷରେ ପ୍ରାୟ ୩,୫୨,୭୭୧ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ଗୁମ୍ଫା […]

amarnath

amarnath

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 01:54 PM IST

Sports

Latest News

ଶ୍ରୀନଗର: ଦକ୍ଷିଣ କାଶ୍ମୀର ହିମାଳୟ ସ୍ଥିତ ଥିବା ପବିତ୍ର  ଅମରନାଥ ଗୁମ୍ଫାକୁ  ଚଳିତବର୍ଷ କମ୍ ଶ୍ରଦ୍ଧାଳୁ ଆସିଛନ୍ତି।  ଏଥର ୨.୨୦ ଲକ୍ଷ ଶ୍ରଦ୍ଧାଳୁ  ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ତୁଳନାରେ ୧.୩୧ ଲକ୍ଷ କମ୍‌।

ଆଜି ବାର୍ଷିକ ଅମରନାଥ ଯାତ୍ରା ଶେଷ ହେଉଛି ।

ଜଣେ ସରକାରୀ ମୁଖପାତ୍ରଙ୍କ କହିବା ଅନୁସାରେ, ଚଳିତବର୍ଷ ଅଗଷ୍ଟ ୧୬ ପର୍ଯ୍ୟନ୍ତ ୨,୨୦,୨୯୫ ଯାତ୍ରୀ ଗୁମ୍ଫା ଦର୍ଶନ କରିଥିବାବେଳେ ୨୦୧୫ ବର୍ଷରେ ପ୍ରାୟ ୩,୫୨,୭୭୧ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ଗୁମ୍ଫା ଦର୍ଶନ କରିବାରେ ଚଳିତବର୍ଷ  ୧.୩୧ ଲକ୍ଷ ଶ୍ରଦ୍ଧାଳୁଙ୍କ ହ୍ରାସ ହୋଇଛି।

ବର୍ଷ ୨୦୧୪ ତୁଳନାରେ ୨୦୧୬ରେ ୧.୫୨ ଲକ୍ଷ ଶ୍ରଦ୍ଧାଳୁ ସଂଖ୍ୟା ହ୍ରାସ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story