ମୋଦି ସରକାରଙ୍କୁ ଜବରଦସ୍ତ ଝଟକା: କୃଷି ବିଲକୁ ବିରୋଧ କରି ଏନଡିଏ ଛାଡ଼ିଲା ଅକାଳି ଦଳ

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଥିବା ମୋଦି ସରକାରଙ୍କ ନୂଆ କୃଷି ବିଲ୍‌କୁ ବିରୋଧ କରି ଆଜି ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ବାଏବାଏ କହିଛି ପୁରୁଣା ସହଯୋଗୀ ସିରୋମଣି ଅକଳି ଦଳ। ପୂର୍ବରୁ ଶିବସେନା ଏନଡିଏକୁ ମହାରାଷ୍ଟ୍ର ନିର୍ବାଚନ ପରେ ଅଲବିଦା କହିଥିଲା। ଏବେ କୃଷି ବିଲକୁ ବିରୋଧ କରି ଅକାଳୀ ଦଳର ଏଭଳି ପଦକ୍ଷେପ ମୋଦି ସରକାରଙ୍କୁ ଜବରଦସ୍ତ ଝଟକା ଦେଇଛି। ମୋଦି ସରକାର ଆଣିଥିବା ନୂଆ କୃଷି ବିଲ୍‌କୁ ଦେଶର ବିଭିନ୍ନ ରାଜ୍ୟରେ ଚାଷୀମାନେ ବିରୋଧ […]

gd

gd

Hemant Lenka
  • Published: Saturday, 26 September 2020
  • Updated: 26 September 2020, 11:02 PM IST

Sports

Latest News

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଥିବା ମୋଦି ସରକାରଙ୍କ ନୂଆ କୃଷି ବିଲ୍‌କୁ ବିରୋଧ କରି ଆଜି ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ବାଏବାଏ କହିଛି ପୁରୁଣା ସହଯୋଗୀ ସିରୋମଣି ଅକଳି ଦଳ। ପୂର୍ବରୁ ଶିବସେନା ଏନଡିଏକୁ ମହାରାଷ୍ଟ୍ର ନିର୍ବାଚନ ପରେ ଅଲବିଦା କହିଥିଲା। ଏବେ କୃଷି ବିଲକୁ ବିରୋଧ କରି ଅକାଳୀ ଦଳର ଏଭଳି ପଦକ୍ଷେପ ମୋଦି ସରକାରଙ୍କୁ ଜବରଦସ୍ତ ଝଟକା ଦେଇଛି।

ମୋଦି ସରକାର ଆଣିଥିବା ନୂଆ କୃଷି ବିଲ୍‌କୁ ଦେଶର ବିଭିନ୍ନ ରାଜ୍ୟରେ ଚାଷୀମାନେ ବିରୋଧ କରୁଛନ୍ତି। ବିଶେଷ କରି ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶରେ ଚାଷୀମାନେ ଏହାକୁ ଜୋରଦାର ବିରୋଧ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା କେନ୍ଦ୍ରମନ୍ତ୍ରୀ ହରସମିରତ କୌର ନିକଟରେ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଦିନକୁ ଦିନ ବିଲକୁ ନେଇ ଅସନ୍ତୋଷ ବଢ଼ୁଥିବାରୁ ଆଜି ଅକାଳୀ ଦଳ ପକ୍ଷରୁ ବୈଠକ ବସିଥିଲା। ସୁଖବୀର ସିଂହ ବାଦଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ବୈଠକ ପରେ ଏନଡିଏକୁ ଅକାଳୀ ଦଳ ବାଏବାଏ କହିବାକୁ ଘୋଷଣା କରିଛି।

ଦଳ ପକ୍ଷରୁ କୁହାଯାଇଛି ଯେ ଶିରୋମଣି ଅକାଳି ଦଳ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିକ ଏନଡିଏ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି। ନିକଟରେ କେନ୍ଦ୍ର ସରକାର କୃଷି ବିଲ ଆଣିଥିଲେ। ହେଲେ ଏହାକୁ ଚାଷୀମାନେ ବିରୋଧ କରୁଛନ୍ତି। ଚାଷୀମାନେ ସେମାନଙ୍କ ଶସ୍ୟର ଗୋଟିଏ ଏମଏସପି ଧାର୍ଯ୍ୟ କରିବାକୁ ଦାବି କରୁଥିବା ବେଳେ କେନ୍ଦ୍ର ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଉନାହାନ୍ତି। ଚାଷୀ ଓ ଶିଖମାନଙ୍କ ପାଇଁ କେନ୍ଦ୍ର ସରକାର କିଛି ବି କରୁନାହାନ୍ତି। ଏହି କାରଣରୁ ଅକାଳି ଦଳ ଏନଡିଏ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି।

ଅକାଳି ଦଳ ହେଉଛି ବିଜେପିର ସବୁଠାରୁ ପୁରୁଣା ସହଯୋଗୀ। ଉଭୟ ଦଳ ଏକାଠି ଅନେକ ଥର ପଞ୍ଜାବ ଓ କେନ୍ଦ୍ରରେ ମିଳିତ ଭାବେ ଶାସନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story