ସିଏଏ ପାଇଁ ବିଜେପି ସହ ତିକ୍ତତା, ଦିଲ୍ଲୀରେ ଲଢ଼ିବନି ଅକାଳୀ

ଚଣ୍ଡିଗଡ଼: ବିଜେପି ନେତୃତ୍ୱାଧୀନ ଏନଡିଏରରେ ଥିବା ଶିରୋମଣି ଅକାଳୀ ଦଳ କୌଣସି ପ୍ରକାରରେ ଦିଲ୍ଲୀ ବିଧାନସଭାରେ ପ୍ରାର୍ଥୀ ଦେବନାହିଁ। ବିବାଦୀୟ ନାଗରିକତା ଆଇନ(ସିଏଏ)କୁ ନେଇ ବିଜେପି ଓ ଅକାଳୀ ମଧ୍ୟରେ ଜାରି ରହିଥିବା ତିକ୍ତତା କାରଣରୁ ଏଭଳି ଘଟିଛି ବୋଲି କୁହାଯାଉଛି। ଏଥିସହ ସିଟ୍‌ ଶେୟାରିଂକୁ ନେଇ ମଧ୍ୟ ବିଜେପି ଓ ଅକାଳୀ ମଧ୍ୟରେ ଡିଲ୍‌ ନ ହେବା ଆଉ ଏକ କାରଣ। ଏହାବାଦ ଅକାଳୀ ଦଳ ସିଏଏ ଓ ଏନଆରସିକୁ ମଧ୍ୟ ବିରୋଧ କରୁଥିବାରୁ ବିଜେପି […]

y

y

Hemant Lenka
  • Published: Monday, 20 January 2020
  • Updated: 20 January 2020, 09:11 PM IST

ଚଣ୍ଡିଗଡ଼: ବିଜେପି ନେତୃତ୍ୱାଧୀନ ଏନଡିଏରରେ ଥିବା ଶିରୋମଣି ଅକାଳୀ ଦଳ କୌଣସି ପ୍ରକାରରେ ଦିଲ୍ଲୀ ବିଧାନସଭାରେ ପ୍ରାର୍ଥୀ ଦେବନାହିଁ। ବିବାଦୀୟ ନାଗରିକତା ଆଇନ(ସିଏଏ)କୁ ନେଇ ବିଜେପି ଓ ଅକାଳୀ ମଧ୍ୟରେ ଜାରି ରହିଥିବା ତିକ୍ତତା କାରଣରୁ ଏଭଳି ଘଟିଛି ବୋଲି କୁହାଯାଉଛି।

ଏଥିସହ ସିଟ୍‌ ଶେୟାରିଂକୁ ନେଇ ମଧ୍ୟ ବିଜେପି ଓ ଅକାଳୀ ମଧ୍ୟରେ ଡିଲ୍‌ ନ ହେବା ଆଉ ଏକ କାରଣ। ଏହାବାଦ ଅକାଳୀ ଦଳ ସିଏଏ ଓ ଏନଆରସିକୁ ମଧ୍ୟ ବିରୋଧ କରୁଥିବାରୁ ବିଜେପି ସହ ଏକାଠି ନିର୍ବାଚନ ଲଢ଼ିବାକୁ ନାସପନ୍ଦ କରିଛି।

ଦିଲ୍ଲୀ ଅକାଳୀ ଦଳ ନେତା ମଜିନ୍ଦର ସିଂହ ସିର୍ସା କହିଛନ୍ତି, “ଆମ ଦଳ ସିଏଏକୁ ସେତେବେଳେ ସ୍ୱାଗତ କରିବ, ଯେତେବେଳେ ଧର୍ମକୁ ଏଥିରୁ ବାଦ ଦିଆଯିବ। ଧର୍ମ ଆଧାରରେ ନାଗରିକତା ଦେବା ଭୁଲ। ସିଏଏରେ ସବୁ ଧର୍ମର ଲୋକଙ୍କୁ ସାମିଲ କରାଯିବା ଉଚିତ। ଆମ ଦଳ ସର୍ବଦା ଏହି ନୀତିକୁ ସମାନ ଦେଇ ଆସିଛି।

ଏଥିରେ କୌଣସି ବୁଝାମଣା କରାଯିବ ନାହିଁ। ଆମ ମତରେ ଧର୍ମକୁ ନେଇ ଦେଶରେ ବିଭେଦତା ସୃଷ୍ଟି କରିବା ଅନୁଚିତ। ତେଣୁ ଆମେ ବୁଝାମଣା କରିବା ଅପେକ୍ଷା ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛୁ। ଏନ୍‌ଆରସି ମଧ୍ୟ ଲାଗୁ ହେବା ଅନୁଚିତ। ଏ ଦେଶ ସମସ୍ତଙ୍କର।

ବିଜେପି ସହ ଦୀର୍ଘ ବର୍ଷ ହେଲାଣି ଅକାଳୀ ମେଣ୍ଟ କରି ରହିଛି। ହେଲେ ଏବେ କିଛି ଦିନ ହେଲାଣି ବିଜେପି ପାର୍ଟି ମୁଖ୍ୟ ସୁଖବୀର ବାଦଲଙ୍କୁ ସିଏଏ ଉପରେ ନିଜର ଆଭିମୁଖ୍ୟ ବଦଳାଇବାକୁ କହୁଛି। ହେଲେ ଅକାଳୀ ଦଳ କେବେ ହେଲେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story