ଭୟଙ୍କର ହେଲାଣି ଏଇଏସ୍‌: ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

ପାଟନା: ବିହାରରେ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି ଆକ୍ୟୁଟ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌(ଏଇଏସ୍‌)। ଗତ ୨୪ ଘଣ୍ଟାରେ ଏହି ରୋଗରେ ଆଉ ୨୦ ଜଣ ଶିଶୁଙ୍କ ଜୀବନ ଯାଇଛି। ଫଳରେ ଚଳିତ ବର୍ଷ ଏନ୍‌ସେଫାଲାଇଟିସ୍‌ ଜନିତ ମୃତ୍ୟୁସଂଖ୍ୟା ୧୦୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ସର୍ବାଧିକ ଶିଶୁ ମୁଜାଫରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ମୁଜାଫରପୁରରେ ଥିବା ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ତାଙ୍କ […]

t

t

Hemant Lenka
  • Published: Monday, 17 June 2019
  • Updated: 17 June 2019, 03:42 PM IST

Sports

Latest News

ପାଟନା: ବିହାରରେ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି ଆକ୍ୟୁଟ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌(ଏଇଏସ୍‌)। ଗତ ୨୪ ଘଣ୍ଟାରେ ଏହି ରୋଗରେ ଆଉ ୨୦ ଜଣ ଶିଶୁଙ୍କ ଜୀବନ ଯାଇଛି। ଫଳରେ ଚଳିତ ବର୍ଷ ଏନ୍‌ସେଫାଲାଇଟିସ୍‌ ଜନିତ ମୃତ୍ୟୁସଂଖ୍ୟା ୧୦୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ସର୍ବାଧିକ ଶିଶୁ ମୁଜାଫରପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ମୁଜାଫରପୁରରେ ଥିବା ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ତାଙ୍କ ସହ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନ କୁମାର ଚୌବେ ଓ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ମଧ୍ୟ ରହିଥିଲେ। ସେମାନଙ୍କ ଆଖି ସାମ୍ନାରେ ହିଁ ଜଣେ ୫ ବର୍ଷର ଶିଶୁ ସବୁଦିନ ପାଇଁ ଆଖି ବୁଝିଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସେହିପରି ହର୍ଷବର୍ଦ୍ଧନର ୪ ଘଣ୍ଟାର ସମୀକ୍ଷା କାଳରେ ୩ ଜଣ ଶିଶୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ୧୦୦ ଜଣ ଶିଶୁ ଏନ୍‌ସେଫାଲାଇଟିସ୍‌ରେ ପ୍ରାଣ ହରାଇଥିବା ବେଳେ ଏବେ ବି ବିଭିନ୍ନ ହସ୍ପିଟାଲ୍‌ରେ ୧୧୫ରୁ ଅଧିକ ଶିଶୁ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story