୫ ବର୍ଷ ପରେ କଂଗ୍ରେସକୁ କମବ୍ୟାକ୍‌ କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷ କାଳ ଆପ୍‌ରେ ରହିବା ପରେ ପୁଣିଥରେ ପୂର୍ବତନ ବିଧାୟକ ଅଳକା ଲାମ୍ବା କଂଗ୍ରେସକୁ କମବ୍ୟାକ କରିଛନ୍ତି। ଆସନ୍ତାବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅଳକାଙ୍କ ଦଳ ବଦଳକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି। ୨୦୧୪ରେ ଅଳକା କଂଗ୍ରେସ ଛାଡ଼ି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ରେ ମିଶିଥିଲେ। ଅଳକା କହିଛନ୍ତି, “କଂଗ୍ରେସ ମୋତେ ପୁଣିଥରେ ସଦସ୍ୟ ଭାବେ ଗ୍ରହଣ କରିଥିବାରୁ ମୁଁ ବହୁତ ଖୁସି। ଅବଶ୍ୟ ଦଳ ଠାରୁ ମୁଁ […]

a

a

Hemant Lenka
  • Published: Saturday, 12 October 2019
  • Updated: 12 October 2019, 06:17 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷ କାଳ ଆପ୍‌ରେ ରହିବା ପରେ ପୁଣିଥରେ ପୂର୍ବତନ ବିଧାୟକ ଅଳକା ଲାମ୍ବା କଂଗ୍ରେସକୁ କମବ୍ୟାକ କରିଛନ୍ତି। ଆସନ୍ତାବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅଳକାଙ୍କ ଦଳ ବଦଳକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି। ୨୦୧୪ରେ ଅଳକା କଂଗ୍ରେସ ଛାଡ଼ି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ରେ ମିଶିଥିଲେ।

ଅଳକା କହିଛନ୍ତି, “କଂଗ୍ରେସ ମୋତେ ପୁଣିଥରେ ସଦସ୍ୟ ଭାବେ ଗ୍ରହଣ କରିଥିବାରୁ ମୁଁ ବହୁତ ଖୁସି। ଅବଶ୍ୟ ଦଳ ଠାରୁ ମୁଁ ଅଲଗା ହୋଇଯାଇଥିଲି। ହେଲେ ଦଳର ଆଦର୍ଶକୁ ସର୍ବଦା ଅନୁସରଣ କରୁଥିଲି। ମୁଁ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ କଂଗ୍ରେସର ସମସ୍ତ ନେତାଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ଏବେ ସେମାନଙ୍କ ସହ ମିଶି ଲୋକଙ୍କ ସ୍ୱର ସରକାରଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବି।”

ସେପ୍ଟେମ୍ବର ମାସରେ ଚାନ୍ଦିନଚୌକର ବିଧାୟକ ଅଳକା ଲାମ୍ବା ଆପ୍‌ ଛାଡ଼ି କଂଗ୍ରେସରେ ମିଶିବାକୁ ଘୋଷଣା କରିଥିଲେ। ଏଥିପାଇଁ ବିଧାନସଭା ବାଚସ୍ପତି ତାଙ୍କୁ ଗୃହରେ ଅଯୋଗ୍ୟ ଘୋଷଣା କରିଥିଲେ। ଆପ୍ ବିଧାୟକମାନେ ଆଗତ କରିଥିବା ଏକ ସଂକଳ୍ପ ଉପରେ ବାଚସ୍ପତି ଏଭଳି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story