ଟିଆରପି ଜାଲିଆତି: ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ୍‌

ମୁମ୍ବାଇ: ଟଙ୍କା ଦେଇ ଟିଆରପି କିଣା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଛି। ଏହି ୪ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ମରାଠୀ ଚ୍ୟାନେଲର ମାଲିକ ରହିଛନ୍ତି। ରିପ୍ଲବିକ ଟିଭ, ଫକତ ମରାଠୀ ଓ ବକ୍ସ ସିନେମା ନାମକ ୩ ଚ୍ୟାନେଲ ଟିଆରପି ଜାଲିଆତି କରୁଥିବା ଘଟଣାର ସମ୍ପର୍କରେ ଗତକାଲି ମୁମ୍ବାଇ ପୁଲିସ୍‌ ଖୁଲାସା କରିଥିଲା। ଦୁଇ ମରାଠର ଚ୍ୟାନେଲର ମାଲିକ ଗିରଫ ହୋଇଥିବା ବେଳେ ଜାଲିଆତିରେ ସାମିଥିବା ରିପ୍ଲବିକ ଟିଭର […]

ua

ua

Hemant Lenka
  • Published: Friday, 09 October 2020
  • Updated: 09 October 2020, 04:01 PM IST

Sports

Latest News

ମୁମ୍ବାଇ: ଟଙ୍କା ଦେଇ ଟିଆରପି କିଣା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଛି। ଏହି ୪ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ମରାଠୀ ଚ୍ୟାନେଲର ମାଲିକ ରହିଛନ୍ତି। ରିପ୍ଲବିକ ଟିଭ, ଫକତ ମରାଠୀ ଓ ବକ୍ସ ସିନେମା ନାମକ ୩ ଚ୍ୟାନେଲ ଟିଆରପି ଜାଲିଆତି କରୁଥିବା ଘଟଣାର ସମ୍ପର୍କରେ ଗତକାଲି ମୁମ୍ବାଇ ପୁଲିସ୍‌ ଖୁଲାସା କରିଥିଲା।

ଦୁଇ ମରାଠର ଚ୍ୟାନେଲର ମାଲିକ ଗିରଫ ହୋଇଥିବା ବେଳେ ଜାଲିଆତିରେ ସାମିଥିବା ରିପ୍ଲବିକ ଟିଭର ସମ୍ପାଦକ ତଥା ସହ ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୁଲିସ୍‌ ଜେରା କରିବାକୁ ପ୍ରସ୍ତୁତ ଆରମ୍ଭ କରିଥିବା କମିଶନର ପରମବୀର ସିଂହ କହିଥିଲେ। ତେବେ ଅର୍ଣ୍ଣବ ଗୋସ୍ୱାମୀ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି।

କେଉଁ ଟିଭି ଚ୍ୟାନେଲକୁ ଲୋକେ ଅଧିକ ଦେଖୁଛନ୍ତି, ତା’ର ଆକଳନ ବାର୍କ ପକ୍ଷରୁ କରାଯାଇଥାଏ। ବାର୍କ ଏଥିପାଇଁ ହାନସା ନାମକ ଗୋଟିଏ ସଂସ୍ଥାକୁ ବାରୋମିଟିର ଲଗାଇବାକୁ କହିଥିଲା। ହେଲେ ହାନସାର କିଛି କର୍ମଚାରୀ ଏହି ତଥ୍ୟକୁ ଅଭିଯୁକ୍ତ ୩ ଚ୍ୟାନେଲକୁ ଦେଇଥିଲେ। ଏହାପରେ ଚ୍ୟାନେଲ ପକ୍ଷରୁ ଲୋକଙ୍କୁ ଟଙ୍କା ଦେଇ ନିଜ ନିଜର ଚ୍ୟାନେଲ ଦେଖାଇବାକୁ କହୁଥିଲେ ବୋଲି ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ କହିଛନ୍ତି।

ଏବେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ରିମାଣ୍ଡରେ ନେଇଥିବାରୁ ଆଗକୁ ଟିଆରପି ଜାଲିଆତିରେ ଆଉ କେଉଁମାନେ କିମ୍ବା କେଉଁ ଚ୍ୟାନେଲ ସାମିଲ ଅଛନ୍ତି, ତା’ର ଗୁମର ଖୋଲିବ ବୋଲି କୁହାଯାଉଛି।

ଫକତ ମରାଠୀ ପକ୍ଷରୁ ଆଜି କୋର୍ଟରେ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଙ୍କିତ ନିଗମ କହିଛନ୍ତି, ପୁଲିସ୍‌ ଶୁଣାଣି ବେଳେ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ ଏହାକୁ ଆମେ ବିରୋଧ କରିଥିଲୁ। ହେଲେ କୋର୍ଟ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଅକ୍ଟୋବର ୧୩ ଯାଏ ରିମାଣ୍ଡରେ ପଠାଇ ଦେଇଛନ୍ତି। ରିମାଣ୍ଡରେ ଯାଇଥିବା ବ୍ୟକ୍ତିମାନେ ହେଲେ ବିଶାଲ ଭଣ୍ଡାରୀ, ବୋମପାଲ୍ଲି ରାଓ, ନାରାୟଣ ଶର୍ମା(ବକ୍ସ ସିନେମାର ମାଲିକ) ଓ ଶିରିଶ ସେଟ୍ଟୀ(ଫକତ ମରାଠୀର ମାଲିକ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story