ଆକାଉଣ୍ଟାଣ୍ଟ୍‌ ନିଯୁକ୍ତି ପରୀକ୍ଷା ଦେଇଥିବା ସମସ୍ତ ୮୦୦୦ ଆଶାୟୀ ଫେଲ୍‌, ଜାଣନ୍ତୁ କେଉଁଠି ଓ କିପରି

ଗୋଆ: ୮୦ଟି ପଦବୀ ପାଇଁ ପରୀକ୍ଷା ଦେଇଥିଲେ ୮ ହଜାର ଚାକିରି ଆଶାୟୀ। କିନ୍ତୁ ପରୀକ୍ଷାରେ ସର୍ବନିମ୍ନ ମାର୍କ୍‌ ରଖି ନପାରିବାରୁ ସମସ୍ତ ଆଶାୟୀଙ୍କୁ ଫେଲ୍‌ ଘୋଷଣା କରାଯାଇଛି। ଗୋଆ ସରକାରଙ୍କ ପକ୍ଷରୁ ସେଠାରେ ହୋଇଥିବା ଆକାଉଣ୍ଟାଣ୍ଟ୍‌ ନିଯୁକ୍ତି ପରୀକ୍ଷାରେ ଏପରି ନୈରାଶ୍ୟଜନକ ଫଳ ଆସିଛି। ଗୋଆ ସରକାରଙ୍କ ପକ୍ଷରୁ ୮୦ଟି ଆକାଉଣ୍ଟାଣ୍ଟ୍‌ ପଦବୀ ପାଇଁ ଅକ୍ଟୋବର ମାସ ଶେଷରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା। ଜାନୁଆରୀ ୭ ତାରିଖରେ ଏଥିପାଇଁ ଲିଖିତ ପରୀକ୍ଷା ହୋଇଥିଲା। ପରୀକ୍ଷା […]

exam

exam

Jitendra Garnayak
  • Published: Thursday, 23 August 2018
  • Updated: 23 August 2018, 07:28 AM IST

ଗୋଆ: ୮୦ଟି ପଦବୀ ପାଇଁ ପରୀକ୍ଷା ଦେଇଥିଲେ ୮ ହଜାର ଚାକିରି ଆଶାୟୀ। କିନ୍ତୁ ପରୀକ୍ଷାରେ ସର୍ବନିମ୍ନ ମାର୍କ୍‌ ରଖି ନପାରିବାରୁ ସମସ୍ତ ଆଶାୟୀଙ୍କୁ ଫେଲ୍‌ ଘୋଷଣା କରାଯାଇଛି।

ଗୋଆ ସରକାରଙ୍କ ପକ୍ଷରୁ ସେଠାରେ ହୋଇଥିବା ଆକାଉଣ୍ଟାଣ୍ଟ୍‌ ନିଯୁକ୍ତି ପରୀକ୍ଷାରେ ଏପରି ନୈରାଶ୍ୟଜନକ ଫଳ ଆସିଛି।

ଗୋଆ ସରକାରଙ୍କ ପକ୍ଷରୁ ୮୦ଟି ଆକାଉଣ୍ଟାଣ୍ଟ୍‌ ପଦବୀ ପାଇଁ ଅକ୍ଟୋବର ମାସ ଶେଷରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା। ଜାନୁଆରୀ ୭ ତାରିଖରେ ଏଥିପାଇଁ ଲିଖିତ ପରୀକ୍ଷା ହୋଇଥିଲା। ପରୀକ୍ଷା ଦେଇଥିଲେ ସମୁଦାୟ ୮ ହଜାର ପରୀକ୍ଷାର୍ଥୀ।

ସମସ୍ତ ଗ୍ରାଜୁଏଟ୍‌ ପରୀକ୍ଷାର୍ଥୀଙ୍କୁ ସମୁଦାୟ ୧୦୦ରୁ ଅତି କମ୍‌ରେ ୫୦ ନମ୍ବର ରଖିବା ଆବଶ୍ୟକ ଥିଲା। ମାତ୍ର ଜଣେ ବି ପରୀକ୍ଷାର୍ଥୀ ଏହି ନମ୍ବର ରଖି ପାରିନାହାନ୍ତି।

ଆଶ୍ଚର୍ଯ୍ୟର କଥା, ଏହି ପରୀକ୍ଷାରେ ଜଣେ ବି ଚାକିରି ଆଶାୟୀ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ମଙ୍ଗଳବାର ଗୋଆ ଡାଇରେକ୍ଟର ଅଫ୍‌ ଆକାଉଣ୍ଟ୍‌ସ୍‌ଙ୍କ ୱେବ୍‌ସାଇଟ୍‌ରେ ସଂପୃକ୍ତ ଲିଖିତ ପରୀକ୍ଷାର ଫଳାଫଳ ସମ୍ପର୍କରେ ସୂଚନା ଦିଆଯାଇଛି।

ଏସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ସମସ୍ତ ଗ୍ରାଜୁଏଟ୍‌ ପରୀକ୍ଷାର୍ଥୀଙ୍କୁ ସମୁଦାୟ ୧୦୦ରୁ ଅତି କମ୍‌ରେ ୫୦ ନମ୍ବର ରଖିବା ଆବଶ୍ୟକ ଥିଲା। ମାତ୍ର ଜଣେ ବି ପରୀକ୍ଷାର୍ଥୀ ଏହି ନମ୍ବର ରଖି ପାରିନାହାନ୍ତି।
୫ ଘଣ୍ଟାର ଏହି ୧୦୦ ମାର୍କ୍‌ର ପରୀକ୍ଷାରେ ଇଂଲିଶ୍‌, ଜେନେରାଲ୍ ନଲେଜ୍‌ ଏବଂ ଆକାଉଣ୍ଟ୍‌ସ୍‌ ସମ୍ପର୍କିତ ପ୍ରଶ୍ନ ରହିଥିଲା ।

ପରୀକ୍ଷାର୍ଥୀଙ୍କ ଏପରି ବିଫଳତାକୁ ପ୍ରସଙ୍ଗ କରି ବିରୋଧୀ ଦଳମାନେ ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story