୧୪ ଯାଏ ଦେଶରେ ଉଡ଼ିବନି ବିମାନ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧୪ ଯାଏ ଦେଶରେ କୌଣସି ପ୍ରକାରର ବିମାନ ଉଡ଼ିବ ନାହିଁ। ପୂର୍ବରୁ କେନ୍ଦ୍ର ସରକାର ମାର୍ଚ୍ଚ ୩୧ ଯାଏ ଦେଶରେ ସେବା ଯୋଗାଉଥିବା ବିମାନ ଗୁଡ଼ିକର ଉଡ଼ାଣ ଉପରେ କଟକଣା ଲଗାଇଥିଲେ। ହେଲେ ଆଜି ଏହାକୁ ଏପ୍ରିଲ ୧୪ ଯାଏ ବୃଦ୍ଧି କରାଯାଇଛି। କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ଏପ୍ରିଲ ୧୪ ମଧ୍ୟରାତ୍ର ଯାଏ ଲକଡାଉନ ଲାଗୁ କରାଯାଇଛି। ଏହି ସମୟରେ ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସେବା […]

ec

ec

Hemant Lenka
  • Published: Friday, 27 March 2020
  • Updated: 27 March 2020, 05:07 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧୪ ଯାଏ ଦେଶରେ କୌଣସି ପ୍ରକାରର ବିମାନ ଉଡ଼ିବ ନାହିଁ। ପୂର୍ବରୁ କେନ୍ଦ୍ର ସରକାର ମାର୍ଚ୍ଚ ୩୧ ଯାଏ ଦେଶରେ ସେବା ଯୋଗାଉଥିବା ବିମାନ ଗୁଡ଼ିକର ଉଡ଼ାଣ ଉପରେ କଟକଣା ଲଗାଇଥିଲେ। ହେଲେ ଆଜି ଏହାକୁ ଏପ୍ରିଲ ୧୪ ଯାଏ ବୃଦ୍ଧି କରାଯାଇଛି।

କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ଏପ୍ରିଲ ୧୪ ମଧ୍ୟରାତ୍ର ଯାଏ ଲକଡାଉନ ଲାଗୁ କରାଯାଇଛି। ଏହି ସମୟରେ ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ ରହିବ। ଏହି କାରଣରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଉଡ଼ାଣକୁ ଏପ୍ରିଲ ୧୪ ଯାଏ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଏପ୍ରିଲ ୧୫ ଯାଏ ବନ୍ଦ ରଖାଯାଇଛି।

ଏହାପୂର୍ବରୁ ଭାରତୀୟ ରେଳବାଇ ଏପ୍ରିଲ ୧୪ ଯାଏ ଟ୍ରେନ ଚଳାଚଳକୁ ବନ୍ଦ ରଖିଥିଲା। ବସ ଚଳାଚଳ ମଧ୍ୟ ୨୧ ଦିନ ପାଇଁ ବିଭିନ୍ନ ରାଜ୍ୟରେ ବନ୍ଦ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story