ଶାହୀନ ବାଗରେ କମବ୍ୟାକ୍‌ କଲେ ଆପ ପ୍ରାର୍ଥୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିଜେପି ସବୁଠାରୁ ବଡ଼ ପ୍ରସଙ୍ଗ କରିଥିବା ଶାହୀନ ବାଗରେ ଦଳକୁ ଝଟକା ଲାଗିବାକୁ ଯାଉଛି। ପ୍ରାଥମିକ ଭୋଟ ଗଣତି ବେଳେ ବିଜେପି ଶାହୀନ ବାଗ ଅଞ୍ଚଳ ପଡ଼ୁଥିବା ଓଖଲା ନିର୍ବାଚନ ମଣ୍ଡଳୀରେ ଜବରଦସ୍ତ ଲିଡ୍‌ ହାସଲ କରିଥିଲା। ହେଲେ ଭୋଟ ଗଣତି ଆଗକୁ ବଢ଼ିବା ସହ ବିଜେପି ତଳକୁ ଖସିବା ଆରମ୍ଭ କରିଛି। ଓଖଲା ଆସନରୁ ପ୍ରାର୍ଥୀ ହୋଇଥିବା ଆପର ଅମନତୁଲ୍ଲା ଖାନ ଜବରଦସ୍ତ କମବ୍ୟାକ କରିଛନ୍ତି। ସେ ବିଜେପି ପ୍ରାର୍ଥୀଙ୍କ ଠାରୁ […]

wb

wb

Hemant Lenka
  • Published: Tuesday, 11 February 2020
  • Updated: 11 February 2020, 01:15 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିଜେପି ସବୁଠାରୁ ବଡ଼ ପ୍ରସଙ୍ଗ କରିଥିବା ଶାହୀନ ବାଗରେ ଦଳକୁ ଝଟକା ଲାଗିବାକୁ ଯାଉଛି। ପ୍ରାଥମିକ ଭୋଟ ଗଣତି ବେଳେ ବିଜେପି ଶାହୀନ ବାଗ ଅଞ୍ଚଳ ପଡ଼ୁଥିବା ଓଖଲା ନିର୍ବାଚନ ମଣ୍ଡଳୀରେ ଜବରଦସ୍ତ ଲିଡ୍‌ ହାସଲ କରିଥିଲା। ହେଲେ ଭୋଟ ଗଣତି ଆଗକୁ ବଢ଼ିବା ସହ ବିଜେପି ତଳକୁ ଖସିବା ଆରମ୍ଭ କରିଛି।

ଓଖଲା ଆସନରୁ ପ୍ରାର୍ଥୀ ହୋଇଥିବା ଆପର ଅମନତୁଲ୍ଲା ଖାନ ଜବରଦସ୍ତ କମବ୍ୟାକ କରିଛନ୍ତି। ସେ ବିଜେପି ପ୍ରାର୍ଥୀଙ୍କ ଠାରୁ ବର୍ତ୍ତମାନ ୧୩,୬୩୧ ଖଣ୍ଡ ଭୋଟରେ ଆଗୁଆ ହୋଇଯାଇଛନ୍ତି। ଏବେ ଆଉ ମାତ୍ର କିଛି ରାଉଣ୍ଡର ଗଣତି ରହିଛି। ତେଣୁ ଏଠାରେ ବିଜେପି ପରାସ୍ତ ହେବ ବୋଲି ଚର୍ଚ୍ଚା ହେଉଛି।

୨୦୧୫ରେ ବି ଏହି ଓଖଲା ଆସନରେ ଆପର ଅମନତୁଲ୍ଲା ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କୁ ପୁଣି ଟିକେଟ ଦେଇଥିଲା। ଶାହୀନ ବାଗରେ ସିଏଏ ବିରୋଧୀ ଆନ୍ଦୋଳନ ଦୀର୍ଘ ୨ ମାସ ହେଲା ଚାଲିଛି। ଏହି କାରଣରୁ ବିଜେପି ଏହାକୁ ଦିଲ୍ଲୀ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା।

ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ କେତେବେଳେ ପାକିସ୍ତାନୀ ତ ଆଉ କେତେବେଳେ ଦେଶଦ୍ରୋହୀ ମଧ୍ୟ  କହିବାକୁ ବିଜେପି ନେତମାନେ ପଛାଇ ନଥିଲେ।  ଦିଲ୍ଲୀବାସୀଙ୍କୁ ଶାହୀନ ବାଗ ବିରୋଧରେ ଭୋଟ ଦେବାକୁ ନିବେଦନ ମଧ୍ୟ କରିଥିଲେ। ହେଲେ ଏବେ ସବୁ କିଛି ଓଲଟପାଲଟ ହେବାକୁ ବସିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story