୨୧୨ ବର୍ଷର ହ୍ୱାଇଟ୍ ହାଉସ୍ ପରମ୍ପରା ଭାଙ୍ଗିଲେ ଟ୍ରମ୍ପ; ଦେଲେନି ଇଫ୍‌ତାର ଡିନର

ୱାଶିଂଟନ: ହ୍ୱାଇଟ୍ ହାଉସ୍‌ରେ ୨୧୨ ବର୍ଷ ଧରି ଚାଲି ଆସୁଥିବା ଏକ ପରମ୍ପରାକୁ ଭାଙ୍କି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବର୍ଷ ବର୍ଷ ଧରି ହ୍ୱାଇଟ୍ ହାଉସ୍‌ରେ ଇଫ୍‌ତାର ଡିନର୍‌ର ଯେଉଁ ପରମ୍ପରା ରହି ଆସିଥିଲା ତାକୁ ଭଙ୍ଗ କରିଛନ୍ତି ଟ୍ରମ୍ପ। ରମଜାନ୍ ମାସରେ ହ୍ୱାଇଟ୍ ହାଉସ୍‌ରେ ଇଫତାର୍ ଡିନରର ଆୟୋଜନ କରାଯାଏ। କିନ୍ତୁ ଚଳିତ ବର୍ଷ ଏଭଳି ଆୟୋଜନ କରାଯାଇନାହିଁ। ଏହା ସମସ୍ତଙ୍କୁ ଚକିତ କରିଛି। ୧୮୦୫ ମସିହାରେ ଆମେରିକାର ଆମେରିକାର ରାଷ୍ଟ୍ରପତି ଥୋମାସ […]

trump

trump

Rakesh Mallick
  • Published: Monday, 26 June 2017
  • Updated: 26 June 2017, 10:08 AM IST

Sports

Latest News

ୱାଶିଂଟନ: ହ୍ୱାଇଟ୍ ହାଉସ୍‌ରେ ୨୧୨ ବର୍ଷ ଧରି ଚାଲି ଆସୁଥିବା ଏକ ପରମ୍ପରାକୁ ଭାଙ୍କି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବର୍ଷ ବର୍ଷ ଧରି ହ୍ୱାଇଟ୍ ହାଉସ୍‌ରେ ଇଫ୍‌ତାର ଡିନର୍‌ର ଯେଉଁ ପରମ୍ପରା ରହି ଆସିଥିଲା ତାକୁ ଭଙ୍ଗ କରିଛନ୍ତି ଟ୍ରମ୍ପ। ରମଜାନ୍ ମାସରେ ହ୍ୱାଇଟ୍ ହାଉସ୍‌ରେ ଇଫତାର୍ ଡିନରର ଆୟୋଜନ କରାଯାଏ। କିନ୍ତୁ ଚଳିତ ବର୍ଷ ଏଭଳି ଆୟୋଜନ କରାଯାଇନାହିଁ। ଏହା ସମସ୍ତଙ୍କୁ ଚକିତ କରିଛି।

୧୮୦୫ ମସିହାରେ ଆମେରିକାର ଆମେରିକାର ରାଷ୍ଟ୍ରପତି ଥୋମାସ ଜେଫରସନ୍‌ ଏହି ଇଫ୍‌ତାର ଡିନର୍‌ ପରମ୍ପରାର ଆରମ୍ଭ କରିଥିଲେ।

ଆଜି ବିଶ୍ୱର ସବୁ ସ୍ଥାନରେ ଇଦ୍ ପାଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos