ବିରୋଧ ସତ୍ତ୍ୱେ କେନ୍ଦ୍ରର ନୂଆ କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ନିକଟରେ ସଂସଦର ଉଭୟ ସଦନରେ ପାରିତ ହୋଇଥିବା ନୂଆ କୃଷି ବିଲ୍‌କୁ ଚାରିଆଡ଼େ ବିରୋଧ କରାଯାଉଛି। ଏହା ସତ୍ତ୍ୱେ ଗୃହରେ ପାସ୍‌ ହୋଇଥିବା ୩ଟି ଯାକ କୃଷି ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି। ଏହି ୩ ବିଲ୍‌ ଉପରେ ରାଷ୍ଟ୍ରପତି ଦସ୍ତଖତ କରିଥିବାରୁ ଏବେ ଏହା ଆଇନରେ ପରିଣତ ହୋଇଯାଇଛି। ଆଇନରେ ପରିଣତ ହୋଇଥିବା ୩ ବିଲ୍‌ ହେଲା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, […]

p

p

Hemant Lenka
  • Published: Sunday, 27 September 2020
  • Updated: 27 September 2020, 07:03 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ସଂସଦର ଉଭୟ ସଦନରେ ପାରିତ ହୋଇଥିବା ନୂଆ କୃଷି ବିଲ୍‌କୁ ଚାରିଆଡ଼େ ବିରୋଧ କରାଯାଉଛି। ଏହା ସତ୍ତ୍ୱେ ଗୃହରେ ପାସ୍‌ ହୋଇଥିବା ୩ଟି ଯାକ କୃଷି ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି। ଏହି ୩ ବିଲ୍‌ ଉପରେ ରାଷ୍ଟ୍ରପତି ଦସ୍ତଖତ କରିଥିବାରୁ ଏବେ ଏହା ଆଇନରେ ପରିଣତ ହୋଇଯାଇଛି। ଆଇନରେ ପରିଣତ ହୋଇଥିବା ୩ ବିଲ୍‌ ହେଲା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦, ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକଙ୍କ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ବିଲ୍ ଓ  ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ବିଲ୍‌ ୨୦୨୦।

ଗତକାଲି ଏହି ବିଲ୍‌କୁ ଚାଷୀ ମାରଣା କହି ବିଜେପିର ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳ ଏନଡିଏକୁ ବାଏବାଏ କହିଥିଲା। ଏଥିସହ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଚାଷୀମାନେ ନୂଆ କୃଷି ବିଲ୍‌କୁ ଜୋରଦାର ବିରୋଧ କରୁଛନ୍ତି।

ଏପରି କି ଚାଷୀମାନେ ୨୫ ତାରିଖରେ ଭାରତ ବନ୍ଦ ଡାକରା ମଧ୍ୟ ଦେଇଥିଲେ। ପଞ୍ଜାବରେ ଦୀର୍ଘ ୪ ଦିନ ହେଲା ଶହଶହ ଚାଷୀ ରେଳ ରୋକ କରି ବସି ରହିଛନ୍ତି। ଏସବୁ ବିରୋଧ ସତ୍ତ୍ୱେ ବିଲ୍‌ ଉପରେ ରାଷ୍ଟ୍ରପତିଙ୍କ ମୋହର ଲାଗିଛି। ବିଲ୍‌ରେ ରାଷ୍ଟ୍ରପତି ଦସ୍ତଖତ ନ କରିବା ପାଇଁ ବିରୋଧୀ ଓ ଚାଷୀମାନେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story