ସୁରକ୍ଷା ପ୍ରୋଟକଲ ଭାଙ୍ଗି ରାସ୍ତାରେ ଚାଲିଲେ ଅମିତ ଶାହ

ଚେନ୍ନାଇ: ଦୁଇ ଦିନିଆ ତାମିଲନାଡୁ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ସୁରକ୍ଷା ପ୍ରୋଟକଲକୁ ଭାଙ୍ଗି ରାସ୍ତାରେ ଚାଲିଛନ୍ତି। ସେ ଏୟାରପୋର୍ଟରୁ ଓହ୍ଲାଇବା ପରେ ଗାଇଡଲାଇନ ଅନୁଯାୟୀ ଗାଡ଼ିରେ ଯିବାର ଥିଲା। ହେଲେ ସେ ଜନଗହଳୀପୂର୍ଣ୍ଣ ଜିଏସଟି ରୋଡ୍‌ରେ ଗାଡ଼ିରୁ ଓହ୍ଲାଇ ଚାଲିବା ଆରମ୍ଭ କରିଥିଲେ। ତାଙ୍କର ସମର୍ଥକମାନେ ରାସ୍ତାର ଉଭୟ ପାର୍ଶ୍ୱରେ ତାଙ୍କୁ ସ୍ୱାଗତ କରିବାକୁ ଛିଡ଼ା ହୋଇଥିବାରୁ ସମସ୍ତଙ୍କୁ ସେ ରାସ୍ତାରେ ଓହ୍ଲାଇ ଶୁଭେଚ୍ଛା ଜଣାଇବାକୁ ଚାହିଁଥିଲେ। ଏହି କାରଣ ପାଇଁ […]

s

s

Hemant Lenka
  • Published: Saturday, 21 November 2020
  • Updated: 21 November 2020, 07:16 PM IST

Sports

Latest News

ଚେନ୍ନାଇ: ଦୁଇ ଦିନିଆ ତାମିଲନାଡୁ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ସୁରକ୍ଷା ପ୍ରୋଟକଲକୁ ଭାଙ୍ଗି ରାସ୍ତାରେ ଚାଲିଛନ୍ତି। ସେ ଏୟାରପୋର୍ଟରୁ ଓହ୍ଲାଇବା ପରେ ଗାଇଡଲାଇନ ଅନୁଯାୟୀ ଗାଡ଼ିରେ ଯିବାର ଥିଲା। ହେଲେ ସେ ଜନଗହଳୀପୂର୍ଣ୍ଣ ଜିଏସଟି ରୋଡ୍‌ରେ ଗାଡ଼ିରୁ ଓହ୍ଲାଇ ଚାଲିବା ଆରମ୍ଭ କରିଥିଲେ।

ତାଙ୍କର ସମର୍ଥକମାନେ ରାସ୍ତାର ଉଭୟ ପାର୍ଶ୍ୱରେ ତାଙ୍କୁ ସ୍ୱାଗତ କରିବାକୁ ଛିଡ଼ା ହୋଇଥିବାରୁ ସମସ୍ତଙ୍କୁ ସେ ରାସ୍ତାରେ ଓହ୍ଲାଇ ଶୁଭେଚ୍ଛା ଜଣାଇବାକୁ ଚାହିଁଥିଲେ। ଏହି କାରଣ ପାଇଁ ସେ ସୁରକ୍ଷା ପ୍ରୋଟକଲକୁ ଭାଙ୍ଗି ରାସ୍ତାରେ ଚାଲିଥିବା ଜଣାପଡ଼ିଛି। ସେହିପରି ସେ ତାମିଲନାଡୁ ଆସି ବହୁତ ଖୁସି ଅନୁଭବ କରିଥିବା ମଧ୍ୟ କହିଛନ୍ତି।

ଶ୍ରୀ ଶାହ ତାମିଲନାଡୁ ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଛନ୍ତି। ଏହି ସମୟରେ ସେ ୬୭ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି। ଏହା ମଧ୍ୟରେ ଥିବା ଚେନ୍ନାଇ ମେଟ୍ରୋ ପ୍ରକଳ୍ପ-୨ର ମଧ୍ୟ ଶିଳାନ୍ୟାଶ କରିଛନ୍ତି। ଦିଲ୍ଲୀରୁ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଲାନାସାମୀ, ଉପ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ, ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଓ ବିଜେପିର ରାଜ୍ୟ ସଭାପତି ଏଲ ମୁରୁଗାରନ ସ୍ୱାଗତ କରିଥିଲେ। ଏହାପରେ ସେ ଗୋଟିଏ ହୋଟେଲକୁ ଯାଇ ବିଶ୍ରାମ ନେଇଥିଲେ।

ତେବେ ଏୟାରପୋର୍ଟରୁ ବାହାରିବା ପରେ ହଠାତ୍‌ ଶ୍ରୀ ଶାହଙ୍କ ଗାଡ଼ି ରାସ୍ତାରେ ଅଟକି ଯାଇଥିଲା। ଏହାପରେ ସେ କିଛି ବାଟ ଚାଲିଚାଲି ଯାଇଥିଲେ। ଏହି ସମୟରେ ରାସ୍ତାରେ ତାଙ୍କ ସ୍ୱାଗତ ପାଇଁ ପାର୍ଟି ପତାକା ଧରି ଛିଡ଼ା ହୋଇଥିବା ବିଜେପି ଓ ଏଆଇଏଡିଏମକେର କର୍ମୀମାନଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story