ଅମିତ ଶାହଙ୍କୁ ସ୍ୱରାଷ୍ଟ୍ର, ରାଜନାଥ ନୂଆ ପ୍ରତିରକ୍ଷା ମନ୍ତ୍ରୀ, ଏସ୍‌ ଜୟଶଙ୍କର ହେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ମୋଦି-୨ ସରକାରରେ ଏକାଧିକ ବରିଷ୍ଠ ନେତାଙ୍କ ମନ୍ତ୍ରୀ ପଦ ଅଦଳ ବଦଳ ହୋଇଛି। ଦେଶର ନୂଆ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଗୁଜରାଟ ଗାନ୍ଧିନଗରରୁ ସାଂସଦ ହୋଇଥିବା ଅମିତ ଶାହ ଦାୟିତ୍ୱ ନେଇଛନ୍ତି। ସେହିପରି ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି। ମୋଦି-୧ ସରକାରରେ ରାଜନାଥ ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଦେଶର ନୂଆ ଅର୍ଥମନ୍ତ୍ରୀ ହୋଇଛନ୍ତି ନିର୍ମଳା ସୀତାରମଣ। ମୋଦି-୧ ସରକାରରେ ସେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ୨୦୧୪ରେ ଅର୍ଥମନ୍ତ୍ରୀ ଦାୟିତ୍ୱ […]

t

t

Hemant Lenka
  • Published: Friday, 31 May 2019
  • Updated: 31 May 2019, 02:01 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୨ ସରକାରରେ ଏକାଧିକ ବରିଷ୍ଠ ନେତାଙ୍କ ମନ୍ତ୍ରୀ ପଦ ଅଦଳ ବଦଳ ହୋଇଛି। ଦେଶର ନୂଆ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଗୁଜରାଟ ଗାନ୍ଧିନଗରରୁ ସାଂସଦ ହୋଇଥିବା ଅମିତ ଶାହ ଦାୟିତ୍ୱ ନେଇଛନ୍ତି।

ସେହିପରି ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି। ମୋଦି-୧ ସରକାରରେ ରାଜନାଥ ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ଦେଶର ନୂଆ ଅର୍ଥମନ୍ତ୍ରୀ ହୋଇଛନ୍ତି ନିର୍ମଳା ସୀତାରମଣ। ମୋଦି-୧ ସରକାରରେ ସେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ୨୦୧୪ରେ ଅର୍ଥମନ୍ତ୍ରୀ ଦାୟିତ୍ୱ ନେଇଥିବା ଅରୁଣ ଜେଟଲୀ ୧୮ ମାସ ହେଲା ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପଡ଼ିଥିବାରୁ ତାଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନାହିଁ।

ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କରଙ୍କୁ ନୂଆ ବୈଦେଶିକ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ସେ ମୋଦି-୧ ସରକାରେ ବୈଦେଶିକ ସଚିବ ଭାବେ କାର୍ଯ୍ୟ କରୁଥିଲେ। ମୋଦି-୧ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ସୁଷମା ସ୍ୱରାଜ ଅସୁସ୍ଥତା କାରଣରୁ ଏଥର ମନ୍ତ୍ରୀ ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story