କେନ୍ଦ୍ରୀୟ ସଶସ୍ତ୍ର ବଳ ପାଇଁ ଆୟୁଷ୍ମାନ CAPF ଯୋଜନା ଆରମ୍ଭ

ଗୌହାଟୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଆସାମରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ CAPFର ଶୁଭାରମ୍ଭ କରିଛନ୍ତି। ଦେଶରେ ଥିବା ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳର କର୍ମଚାରୀ ଏହି ଯୋଜନାରେ ସ୍ୱାସ୍ଥ୍ୟସେବାର ଫାଇଦା ପାଇବେ। ଏହି ଯୋଜନାକୁ ଆରମ୍ଭ କରି ଶ୍ରୀ ଶାହ ଆୟୁଷ୍ମାନ CAPF କାର୍ଡ ୭ଟି କେନ୍ଦ୍ରୀୟ ଆର୍ମଡ ପୁଲିସ ଫୋର୍ସର କିଛି ଯବାନଙ୍କୁ ପ୍ରଦାନ କରିଛନ୍ତି। ଏହି ଯୋଜନା ଅଧୀନରେ ସିଏପିଏଫ, ଆସାମ ରାଇଫଲ ଓ ଏନଏସଜି […]

dc

dc

Hemant Lenka
  • Published: Saturday, 23 January 2021
  • Updated: 23 January 2021, 09:23 PM IST

Sports

Latest News

ଗୌହାଟୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଆସାମରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ CAPFର ଶୁଭାରମ୍ଭ କରିଛନ୍ତି। ଦେଶରେ ଥିବା ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳର କର୍ମଚାରୀ ଏହି ଯୋଜନାରେ ସ୍ୱାସ୍ଥ୍ୟସେବାର ଫାଇଦା ପାଇବେ।

ଏହି ଯୋଜନାକୁ ଆରମ୍ଭ କରି ଶ୍ରୀ ଶାହ ଆୟୁଷ୍ମାନ CAPF କାର୍ଡ ୭ଟି କେନ୍ଦ୍ରୀୟ ଆର୍ମଡ ପୁଲିସ ଫୋର୍ସର କିଛି ଯବାନଙ୍କୁ ପ୍ରଦାନ କରିଛନ୍ତି। ଏହି ଯୋଜନା ଅଧୀନରେ ସିଏପିଏଫ, ଆସାମ ରାଇଫଲ ଓ ଏନଏସଜି ଯବାନ ଏବଂ ସେମାନଙ୍କ ପରିବାର ପ୍ରାୟ ୨୮ ଲକ୍ଷ ଲୋକ ଲାଭବାନ ହେବେ।

ଆଜି ନ୍ୟାଶନାଲ ହେଲଥ ଅଥୋରିଟି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ଗୋଟିଏ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଗୌହାଟୀରେ ସିଆରପିଏଫ୍ ଗ୍ରୁପ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମ ବେଳେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଏହି ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ରାଜ୍ୟ ସ୍ୱାସ୍ଥ୍ୟ ହିମନ୍ତ ବିଶ୍ୱଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story