ମନ ଜିଣିଲେ ବିଗ୍‌ ବି, ୨୧୦୦ ଚାଷୀଙ୍କ ଋଣ ପୈଠ କଲେ

ମୁମ୍ବାଇ: ବଲିଉଡ୍‌ର ବିଗ ବି ଅମିତାଭ ବଚ୍ଚନ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ଆଜି ବିହାରର ୨୧ ଶହ ଚାଷୀଙ୍କ ପାଇଁ ନିଜ ପକେଟ୍‌ରୁ ଋଣ ଅର୍ଥ ପୈଠ କରିଛନ୍ତି। ବିହାରର ଏହି ଚାଷୀମାନେ ଦୀର୍ଘ ଦିନରୁ ଋଣ କରିଥିଲେ ହେଁ ଏହାକୁ ଶୁଝି ପାରୁ ନଥିଲେ। ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭଷେକ ବଚ୍ଚନ ଏହା ଜାଣିବା ପରେ ସେମାନଙ୍କୁ ସାହାଯ୍ୟ ପାଇଁ ନିଜର ବ୍ଲଗରେ ଘୋଷଣା କରିଥିଲେ। ତଦ୍‌ ମୁତାବକ ସେମାନେ ଆଜି ଚାଷୀମାନଙ୍କୁ ଋଣ ପୈଠ ପାଇଁ ଟଙ୍କା ଦେଇଛନ୍ତି।

ଅମିତାଭଙ୍କ ଝିଅ ଶ୍ୱେତା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ଚାଷୀଙ୍କୁ ସେମାନଙ୍କ ଋଣ ପୈଠ ସଂକ୍ରାନ୍ତ କାଗଜ ଦେବା ବେଳେ ଉପସ୍ଥିତ ରହିଥିଲେ। ପ୍ରଥମର ଯେ ଅମିତାଭ ଚାଷୀଙ୍କ ଋଣ ପୈଠ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି, ତାହା ନୁହେଁ ଏହାପୂର୍ବରୁ ଉତ୍ତରପ୍ରଦେଶର ଏକ ହଜାର ଚାଷୀଙ୍କ ଋଣ ମଧ୍ୟ ବିଗ ବି ପରିଶୋଧ କରିଥିଲେ।

ଆହୁରି ପଢ଼ନ୍ତୁ

କଣ୍ଟେନମେଣ୍ଟ ଜୋନରେ ୭ ଦିନ ପାଇଁ ଲକଡାଉନ୍ ଘୋଷଣା

ପଳାତକ ନୀରବ ମୋଦିର ୩୨୯ କୋଟି ଟଙ୍କାର ସମ୍ପତ୍ତି ଜବତ

WHOରୁ ଆମେରିକା ଓହରିବା ନିଷ୍ପତ୍ତିକୁ ନେଇ କ’ଣ କହିଲା ଚୀନ୍?

ବ୍ୟାଙ୍କ ଉପରୁ ତୁଟୁଛି ଚାଇନିଜଙ୍କ ଭରସା, ସରକାର ଆଣିଲେ ନୂଆ ନିୟମ

୭୨ ଲକ୍ଷ କର୍ମଚାରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି

ଗରିବ ଦିନ ମଜୁରିଆଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା

ଜାତିସଂଘରେ ପୁଣି ପାକିସ୍ତାନର ପୋଲ୍ ଖୋଲିଲା ଭାରତ

ରିଭ୍ୟୁ ପିଟିସନ ଦାଖଲ କରିବାକୁ କୁଳଭୂଷଣ ମନା କରିଥିବା କହିଲା ପାକିସ୍ତାନ

ମନ୍ତ୍ରୀଙ୍କୁ କରୋନା, ସଂଗରୋଧରେ ରହିଲେ ମୁଖ୍ୟମନ୍ତ୍ରୀ

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘

ଧରାଇ ଦେଲା ସିସିଟିଭି; ଗାଈ ସହିତ ଅପ୍ରାକୃତିକ ଯୌନ ସଂପର୍କ ରଖି ଗିରଫ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!