ମନ ଜିଣିଲେ ବିଗ୍‌ ବି, ୨୧୦୦ ଚାଷୀଙ୍କ ଋଣ ପୈଠ କଲେ

ମୁମ୍ବାଇ: ବଲିଉଡ୍‌ର ବିଗ ବି ଅମିତାଭ ବଚ୍ଚନ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ଆଜି ବିହାରର ୨୧ ଶହ ଚାଷୀଙ୍କ ପାଇଁ ନିଜ ପକେଟ୍‌ରୁ ଋଣ ଅର୍ଥ ପୈଠ କରିଛନ୍ତି। ବିହାରର ଏହି ଚାଷୀମାନେ ଦୀର୍ଘ ଦିନରୁ ଋଣ କରିଥିଲେ ହେଁ ଏହାକୁ ଶୁଝି ପାରୁ ନଥିଲେ। ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭଷେକ ବଚ୍ଚନ ଏହା ଜାଣିବା ପରେ ସେମାନଙ୍କୁ ସାହାଯ୍ୟ ପାଇଁ ନିଜର ବ୍ଲଗରେ ଘୋଷଣା କରିଥିଲେ। ତଦ୍‌ ମୁତାବକ ସେମାନେ […]

u

u

Hemant Lenka
  • Published: Wednesday, 12 June 2019
  • Updated: 12 June 2019, 04:51 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ବିଗ ବି ଅମିତାଭ ବଚ୍ଚନ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ଆଜି ବିହାରର ୨୧ ଶହ ଚାଷୀଙ୍କ ପାଇଁ ନିଜ ପକେଟ୍‌ରୁ ଋଣ ଅର୍ଥ ପୈଠ କରିଛନ୍ତି। ବିହାରର ଏହି ଚାଷୀମାନେ ଦୀର୍ଘ ଦିନରୁ ଋଣ କରିଥିଲେ ହେଁ ଏହାକୁ ଶୁଝି ପାରୁ ନଥିଲେ। ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭଷେକ ବଚ୍ଚନ ଏହା ଜାଣିବା ପରେ ସେମାନଙ୍କୁ ସାହାଯ୍ୟ ପାଇଁ ନିଜର ବ୍ଲଗରେ ଘୋଷଣା କରିଥିଲେ। ତଦ୍‌ ମୁତାବକ ସେମାନେ ଆଜି ଚାଷୀମାନଙ୍କୁ ଋଣ ପୈଠ ପାଇଁ ଟଙ୍କା ଦେଇଛନ୍ତି।

ଅମିତାଭଙ୍କ ଝିଅ ଶ୍ୱେତା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ଚାଷୀଙ୍କୁ ସେମାନଙ୍କ ଋଣ ପୈଠ ସଂକ୍ରାନ୍ତ କାଗଜ ଦେବା ବେଳେ ଉପସ୍ଥିତ ରହିଥିଲେ। ପ୍ରଥମର ଯେ ଅମିତାଭ ଚାଷୀଙ୍କ ଋଣ ପୈଠ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି, ତାହା ନୁହେଁ ଏହାପୂର୍ବରୁ ଉତ୍ତରପ୍ରଦେଶର ଏକ ହଜାର ଚାଷୀଙ୍କ ଋଣ ମଧ୍ୟ ବିଗ ବି ପରିଶୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story