ୟେସ ବ୍ୟାଙ୍କ ମାମଲାରେ ଅନୀଲ ଅମ୍ବାନୀଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ମାଲିକ ଅନୀଲ ଅମ୍ବାନୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ ବ୍ୟାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ଅନୀଲ ଅମ୍ବାନୀଙ୍କ ନାଁ ସାମ୍ନାକୁ ଆସିବାରୁ ତାଙ୍କୁ ହାଜର ପାଇଁ ଇଡି ନୋଟିସ କରିଥିଲା। ଇଡିର ନୋଟିସ୍‌ ପାଇ ଆଜି ସକାଳୁ ଅନୀଲ ଅମ୍ବାନୀ ମୁମ୍ବାଇ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ […]

en

en

Hemant Lenka
  • Published: Thursday, 19 March 2020
  • Updated: 19 March 2020, 11:56 AM IST

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ମାଲିକ ଅନୀଲ ଅମ୍ବାନୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ ବ୍ୟାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

ଏହି ମାମଲାରେ ଅନୀଲ ଅମ୍ବାନୀଙ୍କ ନାଁ ସାମ୍ନାକୁ ଆସିବାରୁ ତାଙ୍କୁ ହାଜର ପାଇଁ ଇଡି ନୋଟିସ କରିଥିଲା। ଇଡିର ନୋଟିସ୍‌ ପାଇ ଆଜି ସକାଳୁ ଅନୀଲ ଅମ୍ବାନୀ ମୁମ୍ବାଇ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଇଡି ୟେସ ବ୍ୟାଙ୍କ ମନି ଲଣ୍ଡରିଂ ମାମଲାରେ ଜେରା କରିଛି। ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ୟେସ ବ୍ୟାଙ୍କ ଠାରୁ ପ୍ରାୟ ୧୨,୮୦୦ କୋଟି ଟଙ୍କାର ଋଣ ନେଇଥିଲା। ଏ ସଂକ୍ରାନ୍ତରେ ହିଁ ତାଙ୍କୁ ଜେରା କରାଯାଇଛି।

ୟେସ ବ୍ୟାଙ୍କ ବିଭିନ୍ନ କର୍ପୋରେଟ ସଂସ୍ଥାକୁ ଋଣ ଦେଇଥିବା ବେଳେ ଏହାକୁ ଠିକ୍‌ ଭାବେ ଆଦାୟ କରି ନ ପାରିବାରୁ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା। ଏହାର ପ୍ରତିଷ୍ଠାତା ରାଣା କପୁର କିକବ୍ୟାକ ଗ୍ରହଣ କରି ଋଣ ଆଦାନ ପ୍ରଦାନ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି କାରଣରୁ ୟେସ ବ୍ୟାଙ୍କ ଓ ରାଣା କପୁରଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଜି ଅନୀଲ ଅମ୍ବାନୀଙ୍କୁ ଜେରା କରିଥିବା ଇଡି ଖୁବଶୀଘ୍ର ରିଲାଏନ୍ସ ଗ୍ରୁପ୍‌ର ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଜେରା କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story