ଦେଶରେ ମାଡ଼ିଲାଣି ଆଉ ଏକ ରୋଗ: ୪୪ ଆକ୍ରାନ୍ତ, ୯ ମୃତ

ଅହମଦାବାଦ: ସମଗ୍ର ଦେଶ କରୋନା ମହାମାରୀ ସହ ଲଢ଼େଇ କରୁଥିବା ବେଳେ ଏବେ ଆଉ ଏକ ମାରାତ୍ମକ ରୋଗ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ବିରଳ ଓ ମାରାତ୍ମକ ଚର୍ମ ସଂକ୍ରାମକ ରୋଗ ମୁକରମାଇକୋସିସ ବା Mucormycosis ଦେଶର ବିଭିନ୍ନ ସ୍ଥାନରେ ବ୍ୟାପିବା ଆରମ୍ଭ କରିଛି। ଦିଲ୍ଲୀ ଓ ମୁମ୍ବାଇରେ ଥିବା କିଛି ହସ୍ପିଟାଲରେ ଏଭଳି ରୋଗ ଦେଖାଯାଇଛି। ତେବେ ଗୁଜରାଟର ଅହମଦାବାଦରେ ମୁକରମାଇକୋସିସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏବେ ସୁଦ୍ଧା ଏହି ରୋଗରେ […]

r

r

Hemant Lenka
  • Published: Thursday, 17 December 2020
  • Updated: 17 December 2020, 11:06 PM IST

Sports

Latest News

ଅହମଦାବାଦ: ସମଗ୍ର ଦେଶ କରୋନା ମହାମାରୀ ସହ ଲଢ଼େଇ କରୁଥିବା ବେଳେ ଏବେ ଆଉ ଏକ ମାରାତ୍ମକ ରୋଗ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ବିରଳ ଓ ମାରାତ୍ମକ ଚର୍ମ ସଂକ୍ରାମକ ରୋଗ ମୁକରମାଇକୋସିସ ବା Mucormycosis ଦେଶର ବିଭିନ୍ନ ସ୍ଥାନରେ ବ୍ୟାପିବା ଆରମ୍ଭ କରିଛି।

ଦିଲ୍ଲୀ ଓ ମୁମ୍ବାଇରେ ଥିବା କିଛି ହସ୍ପିଟାଲରେ ଏଭଳି ରୋଗ ଦେଖାଯାଇଛି। ତେବେ ଗୁଜରାଟର ଅହମଦାବାଦରେ ମୁକରମାଇକୋସିସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏବେ ସୁଦ୍ଧା ଏହି ରୋଗରେ ୪୪ ଜଣ ସଂକ୍ରମିତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି।

ମୁକରମାଇକୋସିସ ଏକ ମାରାତ୍ମକ ଚର୍ମ ସଂକ୍ରାମକ ରୋଗ। ଏହି ରୋଗର ଭାଇରସ ସମଗ୍ର ପରିବେଶରେ ରହିଥାଏ। ସାଧାରଣତଃ ମୁକରମାଇକୋସିସ ସଂକ୍ରମଣ ନାକରୁ ଆରମ୍ଭ ହୋଇ ଆଖିକୁ ବ୍ୟାପିଥାଏ। ଏହାକୁ ଶୀଘ୍ର ଚିହ୍ନଟ କରି ଚିକିତ୍ସା କଲେ ଭଲ। ନଚେତା ଏହା ଭୟଙ୍କର ରୂପ ନେଇବା ପରେ ଜୀବନ ଯିବାର କାରଣ ପାଲଟି ଯାଏ।

ଜଣେ ବ୍ୟକ୍ତି ମୁକରମାଇକୋସିସରେ ଆକ୍ରାନ୍ତ ହେଲେ ପ୍ରଥମେ ଆଖିର ଚାରିପାଖରେ ଥିବା ମାଂସପେଶୀ କାମ କରିବା ବନ୍ଦ କରିଦେଇଥାଏ। ଏହା ଦୃଷ୍ଟି ଶକ୍ତି ନେଇଯିବାର ଆଶଙ୍କା ମଧ୍ୟ ରହିଛି। ଯଦି ଏହା ମୁଣ୍ଡକୁ ସଂକ୍ରମଣ କରିଯାଏ, ତା’ହେଲେ ମସ୍ତିସ୍କ ଜନିତ ସମସ୍ୟା କିମ୍ବା ଜୀବନ ମଧ୍ୟ ଯାଇପାରେ।

ମୁକରମାଇକୋସିସ୍ ମୁଖ୍ୟତଃ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ଅଧିକ ପ୍ରଭାବିତ କରିଥାଏ। ବିଶେଷ କରି ମଧୁମେହ ଓ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ମୁକରମାଇକୋସିସର ବିପଦ ଅଧିକ ରହିଛି। ଅହମଦାବାଦରେ ହସ୍ପିଟାଲକୁ ମୁକରମାଇକୋସିସ ରୋଗରେ ଆକ୍ରାନ୍ତ ହୋଇ ଆସିଥିବା ଅଧିକାଂଶ ଲୋକ ମଧୁମେହ ଓ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ।।

ଯଦି ଆପଣଙ୍କ ନାକ ଫୁଲିବା ସହ ଯନ୍ତ୍ରଣା ହେଉଛି କିମ୍ବା ଦୃଷ୍ଟିଶକ୍ତିରେ ସମସ୍ୟା ହେଉଛି, ତା’ହେଲେ ଆରମ୍ଭରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରନ୍ତୁ। ଦୁଇ ଦିନ ତଳେ ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲରେ ୧୨ଟି ମୁକରମାଇକୋସିସ କେସ୍‌ ସାମ୍ନାକୁ ଆସିଥିଲା। ସେହିପରି ମୁମ୍ବାଇରେ ଗୋଟିଏ ମାମଲା ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story