ଚାଷୀ ସଂଗଠନ ଫାଟିକି ଆଁ: ଆନ୍ଦୋଳନରୁ ଓହରିଲା ଆଉ ଗୋଟିଏ ସଂଘ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଘଟିଥିବା ହିଂସକାଣ୍ଡ ଯୋଗୁ ଚାଷୀ ସଂଗଠନ ଫାଟିକି ଆଁ ହୋଇ ଯାଇଛି। ଗତକାଲି ୨ ଚାଷୀ ସଂଗଠନ କୃଷି ଆଇନ ବିରୋଧରେ ହେଉଥିବା ଆନ୍ଦୋଳନରୁ ଓହରି ଯାଇଥିବା ବେଳେ ଏବେ ଆଉ ଏକ ଚାଷୀ ସଂଗଠନ ସମାନ ପଦକ୍ଷେପ ନେଇଛି। ଆଜି ଭାରତୀୟ କିଷାନ ୟୁନିୟନ(ଲୋକ ଶକ୍ତି) ଆନ୍ଦୋଳନରୁ ଓହରୁ ଥିବା ଘୋଷଣା କରିଛି। ଗତକାଲି ରାଷ୍ଟ୍ରୀୟ ମଜଦୁର କିଷାନ ସଂଗଠନ ଓ ଭାରତୀୟ କିଷାନ ୟୁନିୟନ(ଭାନୁ) ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା […]

fa

fa

Hemant Lenka
  • Published: Thursday, 28 January 2021
  • Updated: 28 January 2021, 04:07 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଘଟିଥିବା ହିଂସକାଣ୍ଡ ଯୋଗୁ ଚାଷୀ ସଂଗଠନ ଫାଟିକି ଆଁ ହୋଇ ଯାଇଛି। ଗତକାଲି ୨ ଚାଷୀ ସଂଗଠନ କୃଷି ଆଇନ ବିରୋଧରେ ହେଉଥିବା ଆନ୍ଦୋଳନରୁ ଓହରି ଯାଇଥିବା ବେଳେ ଏବେ ଆଉ ଏକ ଚାଷୀ ସଂଗଠନ ସମାନ ପଦକ୍ଷେପ ନେଇଛି।

ଆଜି ଭାରତୀୟ କିଷାନ ୟୁନିୟନ(ଲୋକ ଶକ୍ତି) ଆନ୍ଦୋଳନରୁ ଓହରୁ ଥିବା ଘୋଷଣା କରିଛି। ଗତକାଲି ରାଷ୍ଟ୍ରୀୟ ମଜଦୁର କିଷାନ ସଂଗଠନ ଓ ଭାରତୀୟ କିଷାନ ୟୁନିୟନ(ଭାନୁ) ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିଥିଲେ। ଭାରତୀୟ କିଷାନ ୟୁନିୟନର ଭାନୁ ସଂଗଠନର ଠାକୁର ଭାନୁ ପ୍ରତାପ ସିଂହ ବୁଧବାର କହିଥିଲେ ଗଣତନ୍ତ୍ର ଦିବସରେ ଆୟୋଜିତ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ଅଘଟଣରେ ଆମେ ମର୍ମାହତ। ଏଥିପାଇଁ ଭାନୁ କୃଷି ଆଇନ ବିରୋଧରେ ଦୀର୍ଘ ୨ ମାସ ଧରି ଚିଲ୍ଲା ସୀମାରେ କରୁଥିବା ଆନ୍ଦୋଳନକୁ ତତ୍କାଳ ଭାବେ ପ୍ରତ୍ୟାହାର କରୁଛି।

ଆଜି ଭାରତୀୟ କିଷାନ ୟୁନିୟନ(ଲୋକ ଶକ୍ତି) ମଧ୍ୟ ଲାଲକିଲ୍ଲାରେ ଉପଦ୍ରବୀଙ୍କ ପ୍ରବେଶ ଓ ଶିଖ ପତାକା ଉଡ଼ାଇବା ଘଟଣାକୁ ବିରୋଧ କରି ଆନ୍ଦୋଳନ ପ୍ରତ୍ୟାହାର କରିଛି। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍‌ ହିଂସାକାଣ୍ଡ ଘଟଣାରେ ୨୦ ଜଣ ଚାଷୀ ନେତାଙ୍କ ନାଁରେ ଲୁକ ଆଉଟ ନୋଟିସ୍‌ ଜାରି କରିଛି। ସେହିପରି ଲାଲକିଲ୍ଲାରେ ପତାକା ଉଡ଼ାଇଥିବା ଅଭିନେତା ଦୀପ ସିଦ୍ଧୁଙ୍କ ନାଁ ମଧ୍ୟ ଏଫଆଇଆର୍‌ରେ ସାମିଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story