କରନ ଜୋହରଙ୍କ ନାଁ ନେବାକୁ ଗିରଫ କ୍ଷୀତିଜ୍‌ଙ୍କୁ ବାଧ୍ୟ କରୁଛନ୍ତି ଏନସିବି ଅଧିକାରୀ!

ମୁମ୍ବାଇ: ବଲିଉଡ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଥିବା ଫିଲ୍ମ ନିର୍ମାତା କରନ ଜୋହରଙ୍କ ପ୍ରଡକ୍ସନ ହାଉସର ପୂର୍ବତନ କର୍ମଚାରୀ କ୍ଷୀତିଜ ପ୍ରକାଶ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଜେରା ବେଳେ ଏନସିବି ଅଧିକାରୀମାନେ ତାଙ୍କୁ ନିର୍ଯାତନ ଦେବା ସହ ଡ୍ରଗ୍ସ ଡିଲ୍‌ରେ କରନ ଜୋହରଙ୍କ ସଂପୃକ୍ତି ଥିବା କଥାକୁ ସ୍ୱୀକାର କରିବା ପାଇଁ କ୍ଷୀତିଜଙ୍କ ଉପରେ ଚାପ ପକାଉଛନ୍ତି। କେବଳ କରନ ଜୋହର ନୁହନ୍ତି ଅନ୍ୟ ବିଶିଷ୍ଟ ଫିଲ୍ମ […]

f

f

Hemant Lenka
  • Published: Monday, 28 September 2020
  • Updated: 28 September 2020, 04:03 PM IST

Sports

Latest News

ମୁମ୍ବାଇ: ବଲିଉଡ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଥିବା ଫିଲ୍ମ ନିର୍ମାତା କରନ ଜୋହରଙ୍କ ପ୍ରଡକ୍ସନ ହାଉସର ପୂର୍ବତନ କର୍ମଚାରୀ କ୍ଷୀତିଜ ପ୍ରକାଶ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଜେରା ବେଳେ ଏନସିବି ଅଧିକାରୀମାନେ ତାଙ୍କୁ ନିର୍ଯାତନ ଦେବା ସହ ଡ୍ରଗ୍ସ ଡିଲ୍‌ରେ କରନ ଜୋହରଙ୍କ ସଂପୃକ୍ତି ଥିବା କଥାକୁ ସ୍ୱୀକାର କରିବା ପାଇଁ କ୍ଷୀତିଜଙ୍କ ଉପରେ ଚାପ ପକାଉଛନ୍ତି।

କେବଳ କରନ ଜୋହର ନୁହନ୍ତି ଅନ୍ୟ ବିଶିଷ୍ଟ ଫିଲ୍ମ ନିର୍ମାତାମାନଙ୍କ ନାଁ ନେବାକୁ ମଧ୍ୟ ଏନସିବି ଅଧିକାରୀମାନେ ତାଙ୍କୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। କ୍ଷୀତିଜଙ୍କ ଓକିଲ ସତୀଶ ମାନସିନ୍ଧେ ମୁମ୍ବାଇର ଗୋଟିଏ କୋର୍ଟଙ୍କୁ କହିଛନ୍ତି, ଏନସିବି ଅଧିକାରୀମାନେ କ୍ଷୀତିଜଙ୍କୁ ଛାଡ଼ିବା ପାଇଁ ସର୍ତ୍ତ ରଖିଛନ୍ତି। ଯଦି ସେ କରନ ଜୋହର, ସୋମେଲ ମିଶ୍ରା, ରାକ୍ଷୀ, ଅପୋର୍ବା ମେହେତା, ନୀରଜ କିମ୍ବା ରାହିଲ ଡ୍ରଗ୍ସ ଲିଙ୍କରେ ସଂପୃକ୍ତ ଥିବା କହିବେ, ତା’ହେଲେ ତାଙ୍କୁ ଛାଡ଼ି ଦିଆଯିବ। ତଦନ୍ତକାରୀ ଅଧିକାରୀ ଉପରୋକ୍ତ ବ୍ୟକ୍ତିମାନେ ଡ୍ରଗ୍ସ ସେବନ କରନ୍ତି ବୋଲି ସ୍ୱୀକାର କରିବାକୁ କ୍ଷୀତିଜଙ୍କ ଉପରେ ଚାପ ପକାଉଛନ୍ତି। ତେବେ ଏନସିବି ଅଧିକାରୀଙ୍କ ଚାପ ସତ୍ତ୍ୱେ କ୍ଷୀତିଜ ମିଛରେ କୌଣସି ବ୍ୟକ୍ତିଙ୍କ ନାଁ ନେବାକୁ ରୋକଠୋକ ମନା କରିଦେଇଛନ୍ତି।

କୋର୍ଟରେ ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କ ନାଁ ମଧ୍ୟ ନେଇଛନ୍ତି ପ୍ରସାଦଙ୍କ ଓକିଲ। ସେ କହିଛନ୍ତି, ସମୀର ଜେରା ବେଳେ ବାରମ୍ବାର କ୍ଷୀତିଜଙ୍କୁ ନିର୍ଯାତନା ଦେଇ ଆସିଛନ୍ତି। ଯଦି କ୍ଷୀତିଜ ଏନସିବି କଥା ନ ଶୁଣିବେ, ତା’ହେଲେ ତାଙ୍କୁ ଉପଯୁକ୍ତ ଶିକ୍ଷା ଦିଆଯିବ ଓ ଚଟାଣରେ ବସିବାକୁ କୁହାଯିବ ବୋଲି ଧମକ ଦେଇଥିଲେ।

ଜେରା ବେଳେ ସୀମର ୱାଙ୍ଖେଡେ ନିଜର ଜୋତାକୁ ଖୋଲି ଏହାକୁ କ୍ଷୀତିଜଙ୍କ ମୁହଁ ପାଖକୁ ନେଇଥିଲେ ଓ ତାଙ୍କୁ ଏହା ହିଁ ତୋର ଔକାତ ବୋଲି କହିଥିଲେ। କରନ ଜୋହର ଓ ଅନ୍ୟମାନଙ୍କୁ ଫସାଇବା ପାଇଁ ଏନସିବି ଅଧିକାରୀମାନେ ଗୋଟିଏ ଦସ୍ତାବିଜ ପ୍ରସ୍ତୁତ କରିଛନ୍ତି।

ଏହି ଦସ୍ତାବିଜ୍‌ରେ କ୍ଷୀତିଜଙ୍କୁ ଦସ୍ତଖତ କରିବାକୁ ମଧ୍ୟ କୁହାଯାଉଛି। ଦୀର୍ଘ ୫୦ ଘଣ୍ଟା କାଳ ତାଙ୍କୁ ବିଭିନ୍ନ ପ୍ରକାରର ନିର୍ଯାତନା ଦିଆଯାଇ ଜେରା କରାଯାଇଥିଲେ। ସେ ପୂରା ଭୟଭୀତ ହୋଇଯିବା ପରେ ତାଙ୍କୁ ଓକିଲ ଏବଂ ପରିବାର ଲୋକଙ୍କୁ ଭେଟିବାକୁ ଦିଆଯାଇଥିଲା ବୋଲି ଓକିଲ ସତୀଶ କହିଛନ୍ତି।

ଡ୍ରଗ୍ସ ଲିଙ୍କ ମାମଲାରେ କ୍ଷୀତିଜଙ୍କୁ ଶୁକ୍ରବାର ଏନସିବି ଜେରା କରିଥିଲା। ଏହାପରେ ଶନିବାର ତାଙ୍କୁ ଗିରଫ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story