‘ମୋଦି ଭକ୍ତ’ଙ୍କ ନାଁରେ ଅନୁରାଗ କଶ୍ୟପଙ୍କ ଏଫ୍‌ଆଇଆର୍‌

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଜଣେ ତଥାକଥିତ ‘ମୋଦି ଭକ୍ତ’ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ଦୁଷ୍କର୍ମ କରିବାକୁ ଧମକ ଦେବା ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଚୌକିଦାର ରାମସଂଘୀ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଅନୁରାଗଙ୍କ ଝିଅଙ୍କୁ ଧମକ ଦେଇଥିବାରୁ ସେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ଅମ୍ବୋଲି ପୁଲିସ୍‌ ଷ୍ଟେସନ୍‌ରେ ଅନୁରାଗଙ୍କ ଅଭିଯୋଗ ପରେ ୫୦୯, ୫୦୪ ଓ ସୂଚନାଅଧିକାର ଆଇନ୍‌ ୬୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ମେ’ […]

w

w

Hemant Lenka
  • Published: Monday, 27 May 2019
  • Updated: 27 May 2019, 03:21 PM IST

Sports

Latest News

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଜଣେ ତଥାକଥିତ ‘ମୋଦି ଭକ୍ତ’ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ଦୁଷ୍କର୍ମ କରିବାକୁ ଧମକ ଦେବା ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଚୌକିଦାର ରାମସଂଘୀ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଅନୁରାଗଙ୍କ ଝିଅଙ୍କୁ ଧମକ ଦେଇଥିବାରୁ ସେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ଅମ୍ବୋଲି ପୁଲିସ୍‌ ଷ୍ଟେସନ୍‌ରେ ଅନୁରାଗଙ୍କ ଅଭିଯୋଗ ପରେ ୫୦୯, ୫୦୪ ଓ ସୂଚନାଅଧିକାର ଆଇନ୍‌ ୬୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ମେ’ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଥିଲା। ଏହାପରେ ଅନୁରାଗ ମୋଦିଙ୍କୁ ଟ୍ୱିଟର୍‌ରେ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ମିଳିଥିବା ଧମକ ସମ୍ପର୍କରେ ଖୁଲାସା କରିଥିଲେ। ଅତ୍ୟନ୍ତ ଅସଭ୍ୟ ଭାଷାରେ ମୋଦି ଭକ୍ତ ଜଣଙ୍କ କରିଥିବା ଟ୍ୱିଟ୍‌ର ସ୍କ୍ରିନ୍‌ ଶଟ୍‌ ମଧ୍ୟ ଅନୁରାଗ ମୋଦିଙ୍କ ପାଖକୁ ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos