ହାତଯୋଡ଼ି ଲୋକଙ୍କୁ କ୍ଷମା ମାଗିଲେ ଆନ୍ଦୋଳନ କରୁଥିବା ଚାଷୀ

ନୂଆଦିଲ୍ଲୀ: ସଡ଼କ ବନ୍ଦ କରିବାକୁ ଆମେ ଚାହୁଁନୁ। ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ତ ଏଠାରେ ବାଧ୍ୟ ହୋଇ ବସିଛୁ। ତଥାପି ଆମ ମାନଙ୍କ ଆନ୍ଦୋଳନ ଯୋଗୁ ଆପଣମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେଥିପାଇଁ ଆମେ ସମସ୍ତେ ଆପଣମାନଙ୍କୁ ହାତଯୋଡ଼ି କ୍ଷମା ମାଗୁଛୁ। ଆଜି କୃଷି ଆଇନ ବିରୋଧରେ ୧୯ ଦିନ ହେଲା ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଥିବା ଆନ୍ଦୋଳନ କରୁଥିବା ଚାଷୀମାନେ ଏଭଳି ଢଙ୍ଗରେ ଲୋକଙ୍କୁ କ୍ଷମା ମାଗିଛନ୍ତି। […]

fr

fr

Hemant Lenka
  • Published: Monday, 14 December 2020
  • Updated: 14 December 2020, 06:27 PM IST

Sports

Latest News

ନୂଆଦିଲ୍ଲୀ: ସଡ଼କ ବନ୍ଦ କରିବାକୁ ଆମେ ଚାହୁଁନୁ। ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ତ ଏଠାରେ ବାଧ୍ୟ ହୋଇ ବସିଛୁ। ତଥାପି ଆମ ମାନଙ୍କ ଆନ୍ଦୋଳନ ଯୋଗୁ ଆପଣମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେଥିପାଇଁ ଆମେ ସମସ୍ତେ ଆପଣମାନଙ୍କୁ ହାତଯୋଡ଼ି କ୍ଷମା ମାଗୁଛୁ।

ଆଜି କୃଷି ଆଇନ ବିରୋଧରେ ୧୯ ଦିନ ହେଲା ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଥିବା ଆନ୍ଦୋଳନ କରୁଥିବା ଚାଷୀମାନେ ଏଭଳି ଢଙ୍ଗରେ ଲୋକଙ୍କୁ କ୍ଷମା ମାଗିଛନ୍ତି। ଏଥିପାଇଁ ଗୋଟିଏ ପାମଫ୍ଲେଟ ମଧ୍ୟ ଚାଷୀଙ୍କ ତରଫରୁ ପ୍ରସ୍ତୁତ କରାଯାଇ ବଣ୍ଟା ଯାଇଛି।
ଆଜି ଚାଷୀମାନେ କୃଷି ଆଇନ ବିରୋଧରେ ସକାଳ ୮ଟାରୁ ଉପବାସ କରି ବିକ୍ଷୋଭ କରିଛନ୍ତି।

ସମଗ୍ର ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏସବୁ ଭିତରେ ଚାଷୀମାନେ ପାମଫ୍ଲେଟ ଜାରି କରି କହିଛନ୍ତି ଯେ “ଆମେ ଚାଷୀ। ଲୋକମାନେ ଆମକୁ ଅନ୍ନଦାତା ମଧ୍ୟ କହନ୍ତି। ଦେଶର ପ୍ରଧାନମନ୍ତ୍ରୀ କହୁଛନ୍ତି ସେ ଆମ ପାଇଁ ୩ଟି ଐତିହାସିକ ଉପହାର ସୂରପ ନୂଆ ଆଇନ ଆଣିଛନ୍ତି।

କିନ୍ତୁ ଆମେ ଏହାକୁ ଉପହାର ନୁହେଁ ବରଂ ଦଣ୍ଡ ବୋଲି କହୁଛୁ। ଆପଣ ଏହି ଉପହାରକୁ ଆପଣଙ୍କ ପାଖରେ ରଖନ୍ତୁ। ଯଦି ଆପଣ ଆମକୁ କୌଣସି ଉପହାର ଦେବାକୁ ଚାହୁଁଛନ୍ତି, ତା’ହେଲେ ଆମ ଫସଲ କେମିତି ଅଧିକ ଦାମରେ ବିକ୍ରି ହେବ, ତା’ର ଗ୍ୟାରେଣ୍ଟି ବ୍ୟବସ୍ଥା କରନ୍ତୁ।

ଏହି ଦାବି ନେଇ ଆମେ ଦେଶର ରାଜଧାନୀକୁ ଯିବାକୁ ଚାହୁଁଛୁ। ଆମ କଥା ପ୍ରଧାନମନ୍ତ୍ରୀଙ୍କୁ ଶୁଣାଇବାକୁ ଚାହୁଁଛୁ। ସରକାର ଆମ ସହ ଆଲୋଚନା କରୁଛନ୍ତି ବୋଲି ଦେଖାଇବାକୁ ଚାହୁଁଛନ୍ତି, ହେଲେ ଆଲୋଚନା ବେଳେ ଆମ କଥାକୁ ଶୁଣୁନାହାନ୍ତି। ସଡ଼କ ବନ୍ଦ କରିବାକୁ ଆମେ ଚାହୁଁନୁ। ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ତ ଏଠାରେ ବାଧ୍ୟ ହୋଇ ବସିଛୁ। ତଥାପି ଆମ ମାନଙ୍କ ଆନ୍ଦୋଳନ ଯୋଗୁ ଆପଣମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେଥିପାଇଁ ଆମେ ସମସ୍ତେ ଆପଣମାନଙ୍କୁ ହାତଯୋଡ଼ି କ୍ଷମା ମାଗୁଛୁ।

ଯଦି କୌଣସି ରୋଗୀ କିମ୍ବା ବୟସ୍କଙ୍କୁ ସମସ୍ୟା ହେଉଛି, ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରୀ କାମ ରହିଛି, ତା’ହେଲେ ଆପଣମାନେ ଆମ ଆନ୍ଦୋଳନ ସ୍ଥଳରେ ଥିବା ସ୍ୱେଚ୍ଛାସେବୀଙ୍କୁ ଏ ବିଷୟରେ ଜଣାଇପାରିବେ। ସେମାନେ ତୁରନ୍ତ ସମସ୍ୟାର ସମାଧାନ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story