ପାକିସ୍ତାନ ଗୁଳିରେ ଆର୍ମି ଜେସିଓ ମୃତ, ସାଧାରଣ ଲୋକ ଆହତ

ଜମ୍ମୁ: ପୁଣିଥରେ ସୀମା ଲଙ୍ଘି ଭାରତୀୟ ଆଉଟ ପୋଷ୍ଟ ଓ ସୀମାନ୍ତ ଗାଁକୁ ଟାର୍ଗେଟ କରିଛି ପାକିସ୍ତାନ। ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଥିବା ଗୁଳିମାଡ଼ରେ ଜଣେ ଜୁନିୟର କମିଶନଡ ଅଫିସର(ଜେସିଓ) ପ୍ରାଣ ହରାଇଥିବା ବେଳେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଜ ଜିଲ୍ଲା ସ୍ଥିତ କ୍ୱାସବ ଓ କେରନ ସେକ୍ଟରରେ ପାକିସ୍ତାନ ସେନା ଗତକାଲି ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଥିଲା। ମୋର୍ଟାର ମାଡ଼ ଯୋଗୁ ଜେସିଓ […]

g

g

Hemant Lenka
  • Published: Friday, 27 November 2020
  • Updated: 27 November 2020, 09:40 AM IST

Sports

Latest News

ଜମ୍ମୁ: ପୁଣିଥରେ ସୀମା ଲଙ୍ଘି ଭାରତୀୟ ଆଉଟ ପୋଷ୍ଟ ଓ ସୀମାନ୍ତ ଗାଁକୁ ଟାର୍ଗେଟ କରିଛି ପାକିସ୍ତାନ। ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଥିବା ଗୁଳିମାଡ଼ରେ ଜଣେ ଜୁନିୟର କମିଶନଡ ଅଫିସର(ଜେସିଓ) ପ୍ରାଣ ହରାଇଥିବା ବେଳେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି।

ଜମ୍ମୁ-କଶ୍ମୀରର ପୁଞ୍ଜ ଜିଲ୍ଲା ସ୍ଥିତ କ୍ୱାସବ ଓ କେରନ ସେକ୍ଟରରେ ପାକିସ୍ତାନ ସେନା ଗତକାଲି ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଥିଲା। ମୋର୍ଟାର ମାଡ଼ ଯୋଗୁ ଜେସିଓ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ସେହିପରି ଆହତ ସ୍ଥାନୀୟ ଅଞ୍ଚଳର ମହମ୍ମଦ ରଶିଦଙ୍କୁ ଅଧିକ ଚିକିତ୍ସା ପାଇଁ ଜିଏମସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story