ଏନ୍‌କାଉଣ୍ଟରରେ ମେଜର ସହିଦ, ଗୁଳି ବିନିମୟ ଜାରି

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଜି ପୁଣିଥରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆର୍ମି ମେଜର ସହିଦ ହୋଇଥିବା ବେଳେ ୨ ଜଣ ଯବାନଙ୍କ ସମେତ ଆଉ ଜଣେ ଅଫିସର ଆହତ ହୋଇଛନ୍ତି। ଆହତମାନଙ୍କୁ ଶ୍ରୀନଗରରେ ଥିବା ୯୨ ଆର୍ମି ବେସ୍‌ ହସ୍ପିଟାଲ୍‌କୁ ନିଆ ଯାଇଛି। ଆଜି ଅନନ୍ତନାଗର ଆଞ୍ଚବଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ […]

army

army

Hemant Lenka
  • Published: Monday, 17 June 2019
  • Updated: 17 June 2019, 05:08 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଜି ପୁଣିଥରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆର୍ମି ମେଜର ସହିଦ ହୋଇଥିବା ବେଳେ ୨ ଜଣ ଯବାନଙ୍କ ସମେତ ଆଉ ଜଣେ ଅଫିସର ଆହତ ହୋଇଛନ୍ତି। ଆହତମାନଙ୍କୁ ଶ୍ରୀନଗରରେ ଥିବା ୯୨ ଆର୍ମି ବେସ୍‌ ହସ୍ପିଟାଲ୍‌କୁ ନିଆ ଯାଇଛି।

ଆଜି ଅନନ୍ତନାଗର ଆଞ୍ଚବଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ଆର୍ମି ମେଜରଙ୍କ ସମେତ ୪ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ସେନା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ମେଜର ଜଣଙ୍କ ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କ ଅବସ୍ଥା ଏବେ ବି ସଙ୍କାଟପନ୍ନ ରହିଛି।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରାଯାଇ ଆତଙ୍କବାଦୀଙ୍କୁ କାବୁ କରିବାକୁ ଉଦ୍ୟମ ଜାରି ରହିଛି। ରିପୋର୍ଟ ଲେଖା ହେବା ବେଳକୁ ଗୁଳି ବିନିମୟ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story