ଏଣିକି ବେସାମରିକ ନାଗରିକ ବି ସେନାରେ ଯୋଗଦେଇପାରିବେ!

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ଦେଶର ବେସାମରିକ ନାଗରିକଙ୍କ ପାଇଁ ବଡ଼ ବ୍ୟବସ୍ଥା କରାଯାଇଛି। ଏଣିକି ବେସମାରିକ ନାଗରିକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପେସାଦାର ବୃତ୍ତିରେ ନିୟୋଜିତ କର୍ମଚାରୀ ଓ ଦକ୍ଷତା ରଖିଥିବା ବ୍ୟକ୍ତିମାନେ ସେନାରେ ୩ ବର୍ଷ ଯାଏ କାର୍ଯ୍ୟ କରିପାରିବେ। ଏହାପରେ ସେମାନେ ପୁଣି ନିଜ ନିଜ ପ୍ରଫେସନକୁ ଫେରିପାରିବେ। ଏହି ବେସାମାରିକ ନାଗରିକମାନଙ୍କୁ ସେନାରେ ଅଫିସର, ଲଜିଷ୍ଟିକ ଓ ଫ୍ରଣ୍ଟ ଲାଇନ ଫର୍ମେସନ ଭଳବି ରାଙ୍କରେ ଅବସ୍ଥାପିତ କରାଯିବ। ଏନେଇ ସେନା […]

b

b

Hemant Lenka
  • Published: Thursday, 14 May 2020
  • Updated: 14 May 2020, 01:19 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ଦେଶର ବେସାମରିକ ନାଗରିକଙ୍କ ପାଇଁ ବଡ଼ ବ୍ୟବସ୍ଥା କରାଯାଇଛି। ଏଣିକି ବେସମାରିକ ନାଗରିକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପେସାଦାର ବୃତ୍ତିରେ ନିୟୋଜିତ କର୍ମଚାରୀ ଓ ଦକ୍ଷତା ରଖିଥିବା ବ୍ୟକ୍ତିମାନେ ସେନାରେ ୩ ବର୍ଷ ଯାଏ କାର୍ଯ୍ୟ କରିପାରିବେ। ଏହାପରେ ସେମାନେ ପୁଣି ନିଜ ନିଜ ପ୍ରଫେସନକୁ ଫେରିପାରିବେ।

ଏହି ବେସାମାରିକ ନାଗରିକମାନଙ୍କୁ ସେନାରେ ଅଫିସର, ଲଜିଷ୍ଟିକ ଓ ଫ୍ରଣ୍ଟ ଲାଇନ ଫର୍ମେସନ ଭଳବି ରାଙ୍କରେ ଅବସ୍ଥାପିତ କରାଯିବ। ଏନେଇ ସେନା ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଛି। ପ୍ରସ୍ତାବକୁ ଅନୁମିତି ମିଳିଲେ, ଯେକୌଣସି ନାଗରିକ ଭାରତୀୟ ସେନାରେ କାମ କରିବାର ଯୋଗ୍ୟତା ହାସଲ କରିପାରିବେ।

ଅର୍ଦ୍ଧସାମରିକ ବାହିନୀ ଓ ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସର ଯବାନମାନଙ୍କୁ ମଧ୍ୟ ୭ ବର୍ଷ ପାଇଁ ଆଣିବା ଲାଗି ଭାରତୀୟ ସେନା ଯୋଜନା କରୁଛି। ସେନାରେ ୭ ବର୍ଷ କାମ କରିବା ପରେ ଏହି ଯବାନମାନେ ପୁଣିଥରେ ନିଜର ମୂଳ ପ୍ରଫେସନକୁ ଯାଇପାରିବେ। ଆର୍ମି ମୁଖପାତ୍ର କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି, “ବେସାମରିକ ନାଗରିକଙ୍କୁ ୩ ବର୍ଷ ପାଇଁ ସେନାରେ କାର୍ଯ୍ୟ କରିବା ପାଇଁ ଥିବା ଗେମ ଚେଞ୍ଜିଂ ପ୍ରସ୍ତାବକୁ ବରିଷ୍ଠ କମାଣ୍ଡରମାନେ ସମୀକ୍ଷା କରୁଛନ୍ତି।

ଯଦି ଏହାକୁ ଅନୁମତି ମିଳିବ, ତା’ହେଲେ ଦେଶର ଯେକୌଣସି ନାଗରିକ ନିଜ ଦକ୍ଷତା ବଳରେ ସେନାରେ ଯୋଗଦାନ କରିପାରିବେ। ଚୟନ ପ୍ରକ୍ରିୟାରେ କୌଣସି ପ୍ରକାରର କୋହଳ ନୀତି ଆପଣା ଯାଇପାରିବ ନାହିଁ। ପ୍ରାଥମିକ ଭାବେ ୧୦୦ ଅଫିସର ଓ ୧ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ।”

ସୂତ୍ର ଅନୁସାରେ, ଚୟନ ପ୍ରକ୍ରିୟା ପାଇଁ ଯୋଗ୍ୟତା କ’ଣ ରହିବ, ତା’ର ବିଚାର କରାଯାଉଛି। ବିଶେଷ କରି ବୟସ ଓ ଫିଟନେସ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଏମିତି ଅନେକ ଯୁବକ ରହିଛନ୍ତି ଯେଉଁମାନେ ପ୍ରଫେସନ ଭାବେ ଆର୍ମିକୁ ଗ୍ରହଣ କରିବାକୁ ଚାହୁଁ ନଥିଲେ ହେଁ ସେନାର କାର୍ଯ୍ୟ ସମ୍ପର୍କରେ ଅଭିଜ୍ଞତା ନେବାକୁ ଚାହୁଁଛନ୍ତି।

ତେଣୁ ଯୁବଗୋଷ୍ଠୀ ଓ ଅନ୍ୟ ବୃତ୍ତିର ଲୋକ ଏହି ପ୍ରସ୍ତାବ ଜରିଆରେ ସେନା ସହ ଜଡ଼ିତ ହେବାର ସୁଯୋଗ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story