ନାଗରିକତା ସଂଶୋଧନ ବିଲ୍‌ ସମ୍ବିଧାନର ଧାରା ୧୪କୁ ଉଲ୍ଲଙ୍ଘନ କରୁଛି କି?

ନୂଆଦିଲ୍ଲୀ: ଆଜି ଲୋକସଭାରେ ବିବାଦୀୟ ନାଗରିକତା ସଂଶୋଧନ ବିଲ ୨୦୧୯ ଆଗତ ହୋଇଛି। ତେବେ ଏହି ବିଲ ଆଗତ ବେଳେ ସମ୍ବିଧାନର ଧାରା ୧୪କୁ କେନ୍ଦ୍ର ସରକାର ବଳି ପକାଉଛନ୍ତି ବୋଲି ବିରୋଧୀ ଦଳର ସଦସ୍ୟମାନେ ବାରମ୍ବାର ଦାବି କରିଥିଲେ। ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଲ୍‌ରେ କୌଣସି ଧାରାକୁ ଉଲ୍ଲଙ୍ଘନ କରାଯାଇ ନଥିବା ଯୁକ୍ତି ରଖିଛନ୍ତି। ସେହିପରି ଭାରତରେ ରହୁଥିବା ସଂଖ୍ୟାଲଘୁଙ୍କ ବିରୋଧରେ ମଧ୍ୟ ବିଲ୍‌ରେ କୌଣସି ବ୍ୟବସ୍ଥା ନାହିଁ। ସମ୍ବିଧାନର ଧାରା […]

v

v

Hemant Lenka
  • Published: Monday, 09 December 2019
  • Updated: 09 December 2019, 04:19 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଲୋକସଭାରେ ବିବାଦୀୟ ନାଗରିକତା ସଂଶୋଧନ ବିଲ ୨୦୧୯ ଆଗତ ହୋଇଛି। ତେବେ ଏହି ବିଲ ଆଗତ ବେଳେ ସମ୍ବିଧାନର ଧାରା ୧୪କୁ କେନ୍ଦ୍ର ସରକାର ବଳି ପକାଉଛନ୍ତି ବୋଲି ବିରୋଧୀ ଦଳର ସଦସ୍ୟମାନେ ବାରମ୍ବାର ଦାବି କରିଥିଲେ।

ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଲ୍‌ରେ କୌଣସି ଧାରାକୁ ଉଲ୍ଲଙ୍ଘନ କରାଯାଇ ନଥିବା ଯୁକ୍ତି ରଖିଛନ୍ତି। ସେହିପରି ଭାରତରେ ରହୁଥିବା ସଂଖ୍ୟାଲଘୁଙ୍କ ବିରୋଧରେ ମଧ୍ୟ ବିଲ୍‌ରେ କୌଣସି ବ୍ୟବସ୍ଥା ନାହିଁ।

ସମ୍ବିଧାନର ଧାରା ୧୪ କ’ଣ କହୁଛି

୧. ଭାରତରେ କୌଣସି ବ୍ୟକ୍ତିଙ୍କୁ ସରକାର ଆଇନ ଅନୁସାରେ ସମାନ ଅଧିକାର ଓ ଆଇନ ଅନୁସାରେ ସମାନ ସୁରକ୍ଷା ଯୋଗାଇ ଦେବାକୁ ମନା କରିପାରିବେ ନାହିଁ।

୨. ଧାରା ୧୪ ସହ ଧାରା ୧୫ ଓ ୧୬ ମଧ୍ୟ ଜଡ଼ିତ। ଏଥିରେ ସମାନତା ହିଁ ସାମ୍ବିଧାନିକ ଅଧିକାର ବୋଲି କୁହାଯାଇଛି। ଧାରା ୧୫ରେ ଧର୍ମ, ବର୍ଣ୍ଣ, ଲିଙ୍ଗ, ସଂପ୍ରଦାୟ ଓ ଜନ୍ମ ସ୍ଥାନ ଅନୁଯାୟୀ ସରକାର କେବେ ହେଲେ କାହା ସହ ଭେଦଭାବ କରିପାରିବେ ନାହିଁ। ଧାରା ୧୬ରେ ସରକାରୀ ଚାକିରିରେ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଦରକାର ବୋଲି କୁହାଯାଇଛି।

୩. ଧାରା ୧୪ରେ ଥିବା ପ୍ରଥମ ଦୁଇଟି ଫେଜରେ ଆଇନ ଆଗରେ ସମସ୍ତେ ସମାନ ବୋଲି ବର୍ଣ୍ଣନା କରାଯାଇଛି। ଏହା ଏକ ବ୍ରିଟିଶ ଚିନ୍ତାଧାରା। ଏହାର ଅର୍ଥ ସମସ୍ତଙ୍କ ପାଇଁ ଗୋଟିଏ ଆଇନର ବ୍ୟବସ୍ଥା କରିବା। ସମ୍ବିଧାନର ମୂଳ ଢାଞ୍ଚାରେ ଏହା ଲେଖାଯାଇଥିଲା। କିନ୍ତୁ ଏହାକୁ ପରବର୍ତ୍ତୀ ସମୟରେ ବଦଳା ଯାଇଥିଲା। କାରଣ ଏହାକୁ ଏକ ନକାରାତ୍ମ ଚିନ୍ତାଧାରା ଭାବେ ଗଣନା କରାଯାଇଥିଲା। ଏଥିରେ ସମାଜର ଅଣବିକଶିତ ଲୋକଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ବ୍ୟବସ୍ଥା ନଥିଲା।

୪. ନାକାରାତ୍ମକ ଚିନ୍ତାଧାରା ସମସ୍ୟାର ମୁକୁଳିବା ପାଇଁ ଆଇନ ଆଗରେ ସମସ୍ତଙ୍କୁ ସମାନ ଅଧିକାର ଓ ସୁରକ୍ଷା ଯୋଗାଇ ଦେବାକୁ ସରକାର ମନା କରିପାରିବେ ନାହିଁ ବୋଲି ଯୋଡ଼ା ଯାଇଥିଲା। ଏହା ଏକ ସକାରାତ୍ମକ ଚିନ୍ତା ଧାରା।

ଏହାର ଅର୍ଥ ଆଇନ ଅନୁସାରେ କାହାକୁ ବି ଉପଯୁକ୍ତ ସୁରକ୍ଷା ଯୋଗାଇବାକୁ ସରକାର ମନା କରିପାରିବେ ନାହିଁ। ଏଥିସହ ସମାଜର ଅଣବିକଶିତ ସମୂହ କିମ୍ବା ବ୍ୟକ୍ତିବିଶେଷଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆଇନ ପ୍ରଣୟନ କରିବାର ବାଟ ଫିଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story