ମୋଦିଙ୍କୁ ଭେଟିଲେ କେଜ୍ରିୱାଲ, ଦିଲ୍ଲୀ ହିଂସା ଓ କରୋନା ବିଷୟରେ କଥା ହେଲେ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମଧ୍ୟାହ୍ଣ ସମୟରେ ସଂସଦ ଭବନରେ ହିଁ ମୋଦି ଓ କେଜ୍ରିୱାଲଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ବୈଠକ ହୋଇଛି। ଏହି ବୈଠକରେ କେଜ୍ରିୱାଲ ଦିଲ୍ଲୀ ହିଂସା ଓ ଦେଶରେ କାୟା ମେଲାଉଥିବା କରୋନା ଭାଇରସ ବିପତ୍ତି ଉପରେ ମୋଦିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବୈଠକ ପରେ କେଜ୍ରିୱାଲ […]

dc

dc

Hemant Lenka
  • Published: Tuesday, 03 March 2020
  • Updated: 03 March 2020, 06:16 PM IST

Sports

Latest News

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମଧ୍ୟାହ୍ଣ ସମୟରେ ସଂସଦ ଭବନରେ ହିଁ ମୋଦି ଓ କେଜ୍ରିୱାଲଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ବୈଠକ ହୋଇଛି। ଏହି ବୈଠକରେ କେଜ୍ରିୱାଲ ଦିଲ୍ଲୀ ହିଂସା ଓ ଦେଶରେ କାୟା ମେଲାଉଥିବା କରୋନା ଭାଇରସ ବିପତ୍ତି ଉପରେ ମୋଦିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ବୈଠକ ପରେ କେଜ୍ରିୱାଲ କହିଛନ୍ତି, “ଦିଲ୍ଲୀରେ ଆଗକୁ ଯେମିତି ଏଭଳି ଦଙ୍ଗା ସୃଷ୍ଟି ନ ହେବ ସେ ଦିଗରେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ଏ ବିଷୟରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ସେହିପରି ହିଂସାରେ ସାମିଲ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ହିଂସା ସୃଷ୍ଟି କରିବା ପଛରେ ଥିବା ଲୋକମାନେ ଯେଉଁ ଦଳ, ଯେଉଁ ଧର୍ମ କିମ୍ବା ଯେଉଁ ବର୍ଗର ହୁଅନ୍ତୁ ନା କାହିଁକି ସେମାନଙ୍କୁ ଛଡ଼ା ଯିବା କଥା ନୁହେଁ। ଏକଥା ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିଛି।”

କ’ଣ ଘୃଣା ମନ୍ତବ୍ୟ ଉପରେ ଆଲୋଚନା ହୋଇଛି କି ପ୍ରଶ୍ନର ଉତ୍ତରରେ କେଜ୍ରିୱାଲ କହିଛନ୍ତି, “ ନିର୍ଦ୍ଦିଷ୍ଟ ଭାବେ ହେଟ ସ୍ପିଚ୍‌ ଉପରେ ଆଲୋଚନା ହୋଇନାହିଁ।”

କରୋନା ଭାଇରସ ସମ୍ପର୍କରେ ମଧ୍ୟ ମୋଦି ଓ କେଜ୍ରିୱାଲଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ କେଜ୍ରିୱାଲ କହିଛନ୍ତି, “ବର୍ତ୍ତମାନ ଦିଲ୍ଲୀ ଓ ତେଲେଙ୍ଗାନାରେ ଦୁଇ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ବିଶ୍ୱରେ କରୋନା ଭାଇରସ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି। ତେଣୁ ଏହାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର କାର୍ଯ୍ୟ କରିବା ଉଚିତ୍।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story