ଦିଲ୍ଲୀ ଜନାଦେଶ: ୩୧ ହଜାର ଭୋଟରେ ଆଗୁଆ ଚାଲିଛନ୍ତି କେଜ୍ରି

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ କ୍ଷମତା ଦଖଲ ଅଭିମୁଖେ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଗଣତି ମଧ୍ୟରେ ସମସ୍ତଙ୍କ ନଜର ଦିଲ୍ଲୀ ଆସନ ଉପରେ ରହିଛି। କାରଣ କ୍ରମାଗତ ତୃତୀୟଥର ପାଇଁ ଖୋଦ କେଜ୍ରିୱାଲ ଏହି ଆସନରୁ ଲଢ଼ୁଛନ୍ତି। ତାଙ୍କୁ ହରାଇବା ପାଇଁ ୨୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ କେଜ୍ରିୱାଲ ଏବେ ଯାଏ ଗଣତି ହୋଇଥିବା ଟ୍ରେଣ୍ଡ […]

w

w

Hemant Lenka
  • Published: Tuesday, 11 February 2020
  • Updated: 11 February 2020, 11:01 AM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ କ୍ଷମତା ଦଖଲ ଅଭିମୁଖେ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଗଣତି ମଧ୍ୟରେ ସମସ୍ତଙ୍କ ନଜର ଦିଲ୍ଲୀ ଆସନ ଉପରେ ରହିଛି। କାରଣ କ୍ରମାଗତ ତୃତୀୟଥର ପାଇଁ ଖୋଦ କେଜ୍ରିୱାଲ ଏହି ଆସନରୁ ଲଢ଼ୁଛନ୍ତି। ତାଙ୍କୁ ହରାଇବା ପାଇଁ ୨୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ କେଜ୍ରିୱାଲ ଏବେ ଯାଏ ଗଣତି ହୋଇଥିବା ଟ୍ରେଣ୍ଡ ଅନୁଯାୟୀ, ୩୧, ୫୮୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ତାଙ୍କ ପଛକୁ ବିଜେପି ପ୍ରାର୍ଥୀ ବହୁ ପଛରେ ରହିଛନ୍ତି।

ଏବିସିଡି ଜିଲ୍ଲା ଅଧୀନରେ ଦିଲ୍ଲୀ ନିର୍ବାଚନମଣ୍ଡଳୀ ରହିଛି। ସେହିପରି ନୂଆଦିଲ୍ଲୀ ଲୋକସଭା ଅଧୀନରେ ଏହି ଆସନ ଆସୁଛି। ୨୦୧୯ ଲୋକସଭା ନିର୍ବାଚନ ବେଳେ କେଜ୍ରିୱାଲ ଏଠାରେ ପ୍ରଚାର କରିଥିଲେ। ହେଲେ ବିଜେପି ଏଠାରେ ବାଜିମାତ କରିଥିଲା।

କେବଳ ଏହି ଗୋଟିଏ ଆସନ ନୁହେଁ, ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ବିଜେପି ଦଖଲରେ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀରେ ହାସଲ କରିଥିବା ସଫଳତାକୁ ବିଧାନସଭାରେ ଦୋହରାଇବାକୁ ଚେଷ୍ଟା କରିଛି। ହେଲେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ପାଇଁ ଦିଲ୍ଲୀ ଏବେ ବି ବହୁଦୂର ବୋଲି ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story