ଓୱେସୀ କହିଲେ, ବାବ୍ରୀ ମସଜିଦ ଥିଲା ଓ ରହିବ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରୁଥିବା ବେଳେ ବାବ୍ରୀ ମସ୍‌ଜିଦ୍ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ମୋଗଲ ସମ୍ରାଟ ବାବର ୧୫୨୮ ମସିହାରେ ବାବ୍ରୀ ମସ୍‌ଜିଦ୍‌ ତିଆରି କରିଥିଲେ। ୧୯୯୨ ଡିସେମ୍ବର ୬ରେ ରାମ ଜନ୍ମଭୂମି ଆନ୍ଦୋଳନରେ ସାମିଲ ହୋଇଥିବା କର ସେବକମାନେ ଏହାର ଗମ୍ବୂଜକୁ ଭାଙ୍ଗି ଦେଇଥିଲେ। ଏକଥାକୁ ମନେ ପକାଇ ଓୱେସୀ ଟ୍ୱିଟ୍‌ କରିଛନ୍ତି ଯେ “ ବାବ୍ରୀ […]

uy

uy

Hemant Lenka
  • Published: Wednesday, 05 August 2020
  • Updated: 05 August 2020, 06:25 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରୁଥିବା ବେଳେ ବାବ୍ରୀ ମସ୍‌ଜିଦ୍ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ମୋଗଲ ସମ୍ରାଟ ବାବର ୧୫୨୮ ମସିହାରେ ବାବ୍ରୀ ମସ୍‌ଜିଦ୍‌ ତିଆରି କରିଥିଲେ।

୧୯୯୨ ଡିସେମ୍ବର ୬ରେ ରାମ ଜନ୍ମଭୂମି ଆନ୍ଦୋଳନରେ ସାମିଲ ହୋଇଥିବା କର ସେବକମାନେ ଏହାର ଗମ୍ବୂଜକୁ ଭାଙ୍ଗି ଦେଇଥିଲେ। ଏକଥାକୁ ମନେ ପକାଇ ଓୱେସୀ ଟ୍ୱିଟ୍‌ କରିଛନ୍ତି ଯେ “ ବାବ୍ରୀ ମସ୍‌ଜିଦ୍‌ ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ।” ଏଥିରେ ସେ ବାବ୍ରୀ ମସ୍‌ଜିଦ୍‌ର ଫଟୋ ବି ଅପ୍‌ଲୋଡ କରିଛନ୍ତି।

ରାମ ମନ୍ଦିର ନିର୍ମାଣ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇବା ପରଠାରୁ ଏ ମାମଲାରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ଓୱେସୀ। ପ୍ରଧାନମନ୍ତ୍ରୀଙ୍କର ରାମ ମନ୍ଦିର ଭୂମି ପୂଜନକୁ ନେଇ ମଧ୍ୟ ସେ ବିରୋଧ କରିବା ସହିତ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story