ଅଶାନ୍ତ କାଶ୍ମୀରରେ ଗୃହମନ୍ତ୍ରୀ, ବିଭିନ୍ନ ଦଳ ନେତାଙ୍କ ସହ କରିବେ ଆଲୋଚନା

ଶ୍ରୀନଗର: ଅଶାନ୍ତ କାଶ୍ମୀର ଘାଟିରେ ଶାନ୍ତି ଫେରାଇ ଆଣିବା ପାଇଁ ଦୁଇଦିନିଆ ଗସ୍ତରେ ଯାଇ ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଜମ୍ମୁ-କାଶ୍ମୀରରେ ପହଞ୍ଚିଛନ୍ତି। ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ଦେଖାଦେଇଥିବା ହିଂସା ରୋକିବାକୁ ରାଜ୍ୟ ପ୍ରଶାସନ ଓ ବିଭିନ୍ନ ଦଳର ନେତାଙ୍କ ସହ ରାଜନାଥ ଆଲୋଚନା କରିବେ। ଏହି ଅବସରରେ ରାଜନାଥ କାଶ୍ମୀରବାସୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀରରେ ହିଂସା ଲାଗି ରହିଛି। ଘାଟିର ଅନେକ ଅଞ୍ଚଳରେ କର୍ଫ୍ୟୁ ଜାରି ରହିଛି। ଙାଟିରେ ଶାନ୍ତି ଫେରାଇ ଆଣିବାକୁ ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ବିଏସ୍‌ଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ

ଚାଇନାକୁ ଆମେରିକାର କଡ଼ା ଚେତାବନୀ

ସାମୟିକ ଋଣର ସୁଧ ହ୍ରାସ କଲା ଏସବିଆଇ

ମୃତ୍ୟୁର ଭୟରେ ଟିଭି ଷ୍ଟୁଡିଓରେ ଆତ୍ମସମର୍ପଣ କରିବ ବିକାଶ ଦୁବେ!

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ଏନକାଉଣ୍ଟର

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୩୪ଟି ଦମକଳ

ପଙ୍ଗୋଙ୍ଗ ହ୍ରଦରୁ ଯବାନଙ୍କ ସଂଖ୍ୟା ହ୍ରାସ କଲା ଚାଇନା, କିନ୍ତୁ…

ଫେସବୁକ ଓ ଇନଷ୍ଟାଗ୍ରାମ ଡିଲିଟ କରିବାକୁ ସେନାର ନିର୍ଦ୍ଦେଶ

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ନୂଆ ଛାତ୍ରଛାତ୍ରୀ ଭିସା ନିଷ୍ପତ୍ତିକୁ ବିରୋଧ, କାଠଗଡ଼ାରେ ଟ୍ରମ୍ପ ସରକାର

‘ଚୀନର ସମସ୍ତ ପଡ଼ୋଶୀ ଦେଶ ସହିତ ସୀମା ବିବାଦ ରହିଛି’

ପୁଲିସ ହେପାଜତରେ ଥିବା ପ୍ରଭାତ କରୋନାରେ ଆକ୍ରାନ୍ତ

‘ପ୍ରଧାନମନ୍ତ୍ରୀ ଭାବୁଛନ୍ତି ଧମକ ଦେଇ ଚୁପ୍ କରିଦେବେ’