ବିମାନରେ ଆଶାରାମ ଓ ତାଙ୍କ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ନାବାଳିକା ବଳାତ୍କାର ଅଭିଯୋଗରେ ଯୋଧପୁର ଜେଲ୍‌ରେ ବନ୍ଦୀ ଥିବା ଆଶରାମ ବାପୁଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ  ଦିଲ୍ଲୀ ଅଣାଯାଇଥିଲା। ବିମାନରର ୭୦ ସିଟ୍ ମଧ୍ୟରୁ ୩୫ଟି ସିଟ୍‌ ବାପୁଙ୍କ ସମର୍ଥକମାନେ ବସିଥିବା ବେଳେ ୧୦ଟି ସିଟ୍‌ରେ ପୋଲିସ୍‌ ଏବଂ ନିଜେ ଆଶାରାମ ଥିଲେ। ବିମାନଟି ଉଡ଼ାଣ ଭରିବା ସମୟରେ ସମର୍ଥକମାନେ ହଠାତ୍‌ ବାପୁଙ୍କ ପାଦ ଛୁଇଁବା ସହ ଭଜନ କରିବା ଆରମ୍ଭ କରିଥିଲେ। ବିମାନର ସନ୍ତୁଳନ ବିଗୁଡୁଥିବାର ଦେଖି ପାଇଲଟ୍‌ ଯାତ୍ରୀମାନଙ୍କୁ ସିଟ୍‌ ବେଲଟ୍‌ ବାନ୍ଧି […]

asaram_bapu

asaram_bapu

Rakesh Mallick
  • Published: Monday, 19 September 2016
  • Updated: 19 September 2016, 04:40 PM IST

Sports

Latest News

ନୂଆଦିଲ୍ଲୀ: ନାବାଳିକା ବଳାତ୍କାର ଅଭିଯୋଗରେ ଯୋଧପୁର ଜେଲ୍‌ରେ ବନ୍ଦୀ ଥିବା ଆଶରାମ ବାପୁଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ  ଦିଲ୍ଲୀ ଅଣାଯାଇଥିଲା। ବିମାନରର ୭୦ ସିଟ୍ ମଧ୍ୟରୁ ୩୫ଟି ସିଟ୍‌ ବାପୁଙ୍କ ସମର୍ଥକମାନେ ବସିଥିବା ବେଳେ ୧୦ଟି ସିଟ୍‌ରେ ପୋଲିସ୍‌ ଏବଂ ନିଜେ ଆଶାରାମ ଥିଲେ। ବିମାନଟି ଉଡ଼ାଣ ଭରିବା ସମୟରେ ସମର୍ଥକମାନେ ହଠାତ୍‌ ବାପୁଙ୍କ ପାଦ ଛୁଇଁବା ସହ ଭଜନ କରିବା ଆରମ୍ଭ କରିଥିଲେ। ବିମାନର ସନ୍ତୁଳନ ବିଗୁଡୁଥିବାର ଦେଖି ପାଇଲଟ୍‌ ଯାତ୍ରୀମାନଙ୍କୁ ସିଟ୍‌ ବେଲଟ୍‌ ବାନ୍ଧି ବସିବାକୁ ଅନୁରୋଧ କରିଥିଲେ।

ପୋଲିସ୍‌ କହିବାନୁଯାୟୀ ସମର୍ଥକମାନେ ଚୁପ୍‌ ହୋଇ ବସିବା ଦେଖି ନିଜେ ଆଶାରାମ ସେମାନଙ୍କୁ ବିରୋଧ କରିବାକୁ ସଙ୍କେତ ଦେଇଥିଲେ। ପରେ ନିଜେ ସେମାନଙ୍କୁ ଶାନ୍ତ କରାଉଥିଲେ। ଏପରିକି ଦିଲ୍ଲୀ ବିମାନ ବନ୍ଦରରେ ନିଜ ସମର୍ଥକଙ୍କ ବିନା ଓହ୍ଲାଇବେ ନାହିଁ ବୋଲି ମଧ୍ୟ କହିଥିଲେ। ଆଶାରାମଙ୍କ ଏପରି ବ୍ୟବହାରକୁ କୋର୍ଟରେ ଉପସ୍ଥାପନା କରାଯିବ ବୋଲି ପୋଲିସ ଜଣାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story