ବିମାନରେ ଆଶାରାମ ଓ ତାଙ୍କ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ନାବାଳିକା ବଳାତ୍କାର ଅଭିଯୋଗରେ ଯୋଧପୁର ଜେଲ୍‌ରେ ବନ୍ଦୀ ଥିବା ଆଶରାମ ବାପୁଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ  ଦିଲ୍ଲୀ ଅଣାଯାଇଥିଲା। ବିମାନରର ୭୦ ସିଟ୍ ମଧ୍ୟରୁ ୩୫ଟି ସିଟ୍‌ ବାପୁଙ୍କ ସମର୍ଥକମାନେ ବସିଥିବା ବେଳେ ୧୦ଟି ସିଟ୍‌ରେ ପୋଲିସ୍‌ ଏବଂ ନିଜେ ଆଶାରାମ ଥିଲେ। ବିମାନଟି ଉଡ଼ାଣ ଭରିବା ସମୟରେ ସମର୍ଥକମାନେ ହଠାତ୍‌ ବାପୁଙ୍କ ପାଦ ଛୁଇଁବା ସହ ଭଜନ କରିବା ଆରମ୍ଭ କରିଥିଲେ। ବିମାନର ସନ୍ତୁଳନ ବିଗୁଡୁଥିବାର ଦେଖି ପାଇଲଟ୍‌ ଯାତ୍ରୀମାନଙ୍କୁ ସିଟ୍‌ ବେଲଟ୍‌ ବାନ୍ଧି ବସିବାକୁ ଅନୁରୋଧ କରିଥିଲେ।

ପୋଲିସ୍‌ କହିବାନୁଯାୟୀ ସମର୍ଥକମାନେ ଚୁପ୍‌ ହୋଇ ବସିବା ଦେଖି ନିଜେ ଆଶାରାମ ସେମାନଙ୍କୁ ବିରୋଧ କରିବାକୁ ସଙ୍କେତ ଦେଇଥିଲେ। ପରେ ନିଜେ ସେମାନଙ୍କୁ ଶାନ୍ତ କରାଉଥିଲେ। ଏପରିକି ଦିଲ୍ଲୀ ବିମାନ ବନ୍ଦରରେ ନିଜ ସମର୍ଥକଙ୍କ ବିନା ଓହ୍ଲାଇବେ ନାହିଁ ବୋଲି ମଧ୍ୟ କହିଥିଲେ। ଆଶାରାମଙ୍କ ଏପରି ବ୍ୟବହାରକୁ କୋର୍ଟରେ ଉପସ୍ଥାପନା କରାଯିବ ବୋଲି ପୋଲିସ ଜଣାଇଛି।

ଆହୁରି ପଢ଼ନ୍ତୁ

ଆତ୍ମନିର୍ଭର ଆପ ଚ୍ୟାଲେଞ୍ଜ: ତୃତୀୟ ସ୍ଥାନରେ ଚିଙ୍ଗାରି, କମାଲ କରୁଛି ଦେଶୀ ଟିକଟକ

ଦୁଇ ଥର ନେଗେଟିଭ ପରେ କରୋନା ପଜିଟିଭ ହୋଇଥିବା ପୁଲିସ ଇନସପେକ୍ଟରଙ୍କ ମୃତ୍ୟୁ

ମୁମ୍ବାଇ ପୁଲିସର ମୁଖା ଖୋଲିଦେଲା ରିୟାଙ୍କ କଲ୍ ରେକର୍ଡସ୍

ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ

ବେରୁଟ ବିସ୍ଫୋରଣ: ଚେନ୍ନାଇ ପ୍ରତି ସୃଷ୍ଟି ହେଲା ବିପଦ

ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନରେ ଶପଥ ନେଲେ ମନୋଜ ସିହ୍ନା

ଚୀନରୁ ଆସୁଛି ଆଉ ଏକ ଭୂତାଣୁ: ଗଲାଣି ୭ ଜଣଙ୍କ ଜୀବନ, ୬୦ ସଂକ୍ରମିତ

ଭାରତ ଆସିବେ ରୁଷ ରାଷ୍ଟ୍ରପତି, ଜାଣନ୍ତୁ କାରଣ

୧୦ ଅଗଷ୍ଟ ସୁଦ୍ଧା କରୋନା ଟିକା, ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ପରୀକ୍ଷା ଶେଷ

ଭାରତ ଓ ଭୁଟାନ ପରେ ଏବେ ତାଜିକିସ୍ତାନ ଉପରେ ଚାଇନା ଆଖି

ଭାରତ ପରେ ଆମେରିକାରେ ବ୍ୟାନ୍‌ ହେଲା ଟିକଟକ, ଟ୍ରମ୍ପ ଦେଲେ ଏମିତି ନିର୍ଦ୍ଦେଶ

ଦେଶରେ କରୋନା ବେକାବୁ: ପ୍ରଥମଥର ଦିନକରେ ୬୦ ହଜାରରୁ ଅଧିକ ପଜିଟିଭ