ତେଜିଲା ରାଜନୀତିକ ବିବାଦ: ସଚିନଙ୍କୁ ଚ୍ୟାଲେଞ୍ଜ ଦେଲେ ଗେହଲଟ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧୀନସ୍ଥ ପୁଲିସ ବିଭାଗରୁ ଅପମାନଜନକ ନୋଟିସ ପାଇବା ପରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକ ପରେ ତାଙ୍କ ସହିତ ୧୦୨ ଜଣ ସଦସ୍ୟଙ୍କ ସମର୍ଥନ ରହିଥିବା ସେ ଦାବି କରିଛନ୍ତି। ତେବେ ଗେହଲଟଙ୍କ ଦାବିକୁ ସଚିନ ପାଇଲଟ ମାନିବାକୁ ପ୍ରସ୍ତୁତ ନାହାନ୍ତି। ସେ କହିଛନ୍ତି ଯେ ଗେହଲଟ କରିଥିବା ଦାବି ଭୁଲ। ମୋ ସହ ୨୫ରୁ ଅଧିକ […]

did

did

Hemant Lenka
  • Published: Monday, 13 July 2020
  • Updated: 13 July 2020, 02:52 PM IST

Sports

Latest News

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧୀନସ୍ଥ ପୁଲିସ ବିଭାଗରୁ ଅପମାନଜନକ ନୋଟିସ ପାଇବା ପରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକ ପରେ ତାଙ୍କ ସହିତ ୧୦୨ ଜଣ ସଦସ୍ୟଙ୍କ ସମର୍ଥନ ରହିଥିବା ସେ ଦାବି କରିଛନ୍ତି।

ତେବେ ଗେହଲଟଙ୍କ ଦାବିକୁ ସଚିନ ପାଇଲଟ ମାନିବାକୁ ପ୍ରସ୍ତୁତ ନାହାନ୍ତି। ସେ କହିଛନ୍ତି ଯେ ଗେହଲଟ କରିଥିବା ଦାବି ଭୁଲ। ମୋ ସହ ୨୫ରୁ ଅଧିକ ବିଧାୟକ ରହିଛନ୍ତି। ସଚିନଙ୍କ ଏହି ରଣହୁଙ୍କାର ପରେ ଗେହଲଟ ପାଲଟା ଜବାବ ରଖିଛନ୍ତି। ସେ କହିଛନ୍ତି, ଯେଉଁମାନେ ନିଜ ପାଖରେ ସରକାର ଗଠନ କରିବାକୁ କ୍ଷମତା ରଖିଛନ୍ତି ବୋଲି ଦାବି କରୁଛନ୍ତି, ସେମାନେ ସମସ୍ତଙ୍କ ସାମ୍ନାରେ ଏହାର ପ୍ରମାଣ ଦେବା ଦରକାର। ମିଡିଆ କ୍ୟାମେରା ତାଙ୍କ ଘରେ ପହଞ୍ଚି ଏହାକୁ ଦେଖିବା ଦରକାର ବୋଲି ଗେହଲଟ କହିଛନ୍ତି।

ଅନ୍ୟପକ୍ଷରେ ଆଜିର ବିଧାୟକ ଦଳ ବୈଠକ ପରେ ରାଜ୍ୟ ସ୍ଥିତି ସମ୍ଭାଳିବାକୁ ଆସିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜୱାଲା କହିଛନ୍ତି ଯେ ଗେହଲଟ ସରକାର ନିକଟରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ରହିଛି। ୧୦୨ ବିଧାୟକ ଆମ ସହ ରହିଛନ୍ତି। ଅନ୍ୟମାନେ ବି ଖୁବଶୀଘ୍ର ଆମକୁ ସମର୍ଥନ କରିବେ। ବିଜେପି ସରକାରଙ୍କୁ ଦୋହଲାଇବା ପାଇଁ ଯେଉଁ ଚେଷ୍ଟା କରୁଛି, ସେଥିରେ ଆଦୌ ସଫଳ ହେବନାହିଁ ବୋଲି ସେ କହିଛନ୍ତି।

ଆଜିର ବୈଠକରେ ୯୦ରୁ ଅଧିକ ବିଧାୟକ ଗେହଲଟଙ୍କ ବାସଭବନରେ ପହଞ୍ଚିଥିବା ଜଣାପଡ଼ିଛି। ଆଉ କିଛି ବିଧାୟକ ଗେହଲଟଙ୍କୁ ସମର୍ଥନ କରିଥିଲେ ହେଁ ବ୍ୟକ୍ତିଗତ କାରଣ ପାଇଁ ବୈଠକକୁ ଆସି ପାରି ନଥିବା କୁହାଯାଉଛି। ବୈଠକ ପରେ ସବୁ ବିଧାୟକ ବିଜୟର ଚିହ୍ନ ମିଡିଆ ଆଗରେ ପ୍ରଦର୍ଶନ କରିଛନ୍ତି। ତେବେ ସଦ୍ୟ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଡାକିଥିବା ବୈଠକରେ କଂଗ୍ରେସର ଅନ୍ୟୁନ ୧୯ ବିଧାୟକ ଅନୁପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story