ରାଜ୍ୟପାଳଙ୍କୁ ଭେଟିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ୧୦୨ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲେ

ଜୟପୁର: ରାଜସ୍ଥାନ ରାଜନୀତିକ ସଙ୍କଟ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ଶ୍ରୀ ଗେହଲଟ ତାଙ୍କ ସରକାରଙ୍କ ପାଖରେ ୧୦୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି।

ତେବେ ଏସମ୍ପର୍କରେ ଗେହଲଟ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି। କେବଳ ଏହା ରାଜ୍ୟପାଳଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର ଥିବା କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ସରକାରଙ୍କୁ ଦୁଇ ଜଣ ଭାରତୀୟ ଟ୍ରାଇବାଲ ବିଧାୟକ ସମର୍ଥନ ଘୋଷଣା କରିଥିଲେ।

ଉଭୟ ସାମ୍ବାଦିକ ସମ୍ମିଳନୀ କରି ଅଶୋକ ଗେହଲଟ ସରକାରଙ୍କୁ ସମର୍ଥନ କରୁଥିବା ସୂଚନା ଦେଇଛନ୍ତି। ପୂର୍ବରୁ ଏମାନେ ଗେହଲଟ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ୧୦୨ ବିଧାୟକଙ୍କ ସମର୍ଥନ ହାସଲ କରିଥିବା ଗେହଲଟ ଏବେ ବି ସାମାନ୍ୟ ଆଶା ଆଶଙ୍କା ଭିତରେ ରହୁଛନ୍ତି। ଏଥିପାଇଁ ତାଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକ ଜୟପୁରର ଫେୟାରମଣ୍ଟ ହୋଟେଲରେ ରହିଛନ୍ତି।

ଆହୁରି ପଢ଼ନ୍ତୁ

ଅତିରିକ୍ତ ୧୦୦ ମିଲିୟନ କରୋନା ଟିକା ପାଇଁ ସେରମର ଚୁକ୍ତି, କେତେ ଟଙ୍କା ନେବ ଜାଣନ୍ତୁ

ବଗଲା ନେଇ ହାଇକୋର୍ଟରେ ଜବାବ ରଖିଲେ ସରକାର

ଅନୁରାଗଙ୍କ ଅଡ଼ୁଆ ବଢ଼ିଲା, ପାୟଲଙ୍କୁ ମିଳିଲା କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ

କେନ୍ଦ୍ରର କୃଷି ଆଇନ, ପୋଲ୍ ଖୋଲିଲା ଶିବସେନା ଏବଂ କଂଗ୍ରେସର

ଅକ୍ଚୋବର ଏକରେ ଦେଶବ୍ୟାପୀ ରେଳ ରୋକ୍ କରିବେ ଚାଷୀ

ଅଣପରିବହନ ଗାଡ଼ିକୁ ଭଡ଼ାରେ ଲଗାଉଛନ୍ତି, କଟିବ ଇ-ଚାଲାଣ

ଆସନ୍ତାକାଲିଠୁ ବିଧାନସଭା: ଆସିବ ୯ଟି ଅଧ୍ୟାଦେଶ ସମେତ ୧୬ ବିଲ୍‌

କରୋନା ଭାଇରସ ଉପରେ ଏହି ଔଷଧ ୧୦ଗୁଣା ଅଧିକ ପ୍ରଭାବଶାଳୀ!

ଅନଲକ-୫ରେ ଖୋଲିବ ସିନେମା ହଲ୍‌, ଆହୁରି କୋହଳ ହେବ କଟକଣା!

ଆଇପିଏଲରେ କମବ୍ୟାକ୍ କରିବେ କି ନାମୀ ଦଳ ଓ ଦାମୀ ଖେଳାଳି

କୃଷି ବିଲ୍‌ ବିରୋଧରେ ଲଢ଼େଇ ଜୋରଦାର: ଧାରଣାରେ ବସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ବିରୋଧ ଜାରି

ଲତାଙ୍କୁ ମାରିବାକୁ ବିଷ ଦିଆଯାଇଥିଲା