ଏୟାର ଇଣ୍ଡିଆ ମୁଖ୍ୟ ହେଲେ ଅଶ୍ୱିନୀ ଲୋହାନୀ

ନୂଆଦିଲ୍ଲୀ: ପୂର୍ବତନ ରେଳବାଇ ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀଙ୍କୁ ଆଜି ସରକାର ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ବୁଧବାର କ୍ୟାବିନେଟ୍‌ର ନିଯୁକ୍ତି କମିଟି ଶ୍ରୀ ଲୋହାନୀଙ୍କୁ ଏହି ପଦବୀ ପାଇଁ ମନୋନୀତ କରିଛି। ଶ୍ରୀ ଲୋହାନୀ ଦ୍ୱିତୀୟଥର ପାଇଁ ଏୟାର ଇଣ୍ଡିଆ ମୁଖ୍ୟ ହୋଇଛନ୍ତି। ଏହାପୂର୍ବରୁ ୨୦୧୫ ଅଗଷ୍ଟରୁ ୨୦୧୭ ଅଗଷ୍ଟ ଯାଏ ସେ ଏୟାର ଇଣ୍ଡିଆ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ୨୦୧୭ ଶ୍ରୀ ଲୋହାନୀଙ୍କୁ ରେଳବାଇ ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା। ସେ […]

as

as

Hemant Lenka
  • Published: Wednesday, 13 February 2019
  • Updated: 13 February 2019, 08:25 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ରେଳବାଇ ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀଙ୍କୁ ଆଜି ସରକାର ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ବୁଧବାର କ୍ୟାବିନେଟ୍‌ର ନିଯୁକ୍ତି କମିଟି ଶ୍ରୀ ଲୋହାନୀଙ୍କୁ ଏହି ପଦବୀ ପାଇଁ ମନୋନୀତ କରିଛି।

ଶ୍ରୀ ଲୋହାନୀ ଦ୍ୱିତୀୟଥର ପାଇଁ ଏୟାର ଇଣ୍ଡିଆ ମୁଖ୍ୟ ହୋଇଛନ୍ତି। ଏହାପୂର୍ବରୁ ୨୦୧୫ ଅଗଷ୍ଟରୁ ୨୦୧୭ ଅଗଷ୍ଟ ଯାଏ ସେ ଏୟାର ଇଣ୍ଡିଆ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ୨୦୧୭ ଶ୍ରୀ ଲୋହାନୀଙ୍କୁ ରେଳବାଇ ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା। ସେ ୨୦୧୮ ଡିସେମ୍ବରରେ ଏହି ପଦରୁ ଅବସର ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story