ଆତଙ୍କବାଦକୁ ରୋକିବାକୁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ: ନୱାଜ

ଲାହୋର: ଏକଦିବସୀୟ ସାର୍କ ସମ୍ମିଳନୀ ଆଜି ପାକିସ୍ତାନର ଇସଲାମବାଦ ସହରରେ ଆରମ୍ଭ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସମ୍ମିଳନୀକୁ ଉଦ୍‌ଘାଟନ କରି ଦକ୍ଷିଣ ଏସିଆରେ ବିଭିନ୍ନ ଦେଶ ମଧ୍ୟରେ ଏକତା ଆଣିବାରେ ସାର୍କ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି। ସେ କହିଛନ୍ତି, “ଆତଙ୍କବାଦ ଓ ସଂଗଠିତ ଅପରାଧକୁ ମୂଳରୁ ନିପାତ କରିବାକୁ ପାକିସ୍ତାନ ସବୁ ବେଳେ ପ୍ରସ୍ତୁତ। ଆତଙ୍କବାଦ କେବଳ ପାକିସ୍ତାନର ସମସ୍ୟା ନୁହେଁ, ସାରା ବିଶ୍ୱ ପାଇଁ ବିପଦ। ସଂଗଠିତ ଅପରାଧ […]

pakistana prime

pakistana prime

Rakesh Mallick
  • Published: Thursday, 04 August 2016
  • Updated: 04 May 2017, 03:44 PM IST

Sports

Latest News

ଲାହୋର: ଏକଦିବସୀୟ ସାର୍କ ସମ୍ମିଳନୀ ଆଜି ପାକିସ୍ତାନର ଇସଲାମବାଦ ସହରରେ ଆରମ୍ଭ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସମ୍ମିଳନୀକୁ ଉଦ୍‌ଘାଟନ କରି ଦକ୍ଷିଣ ଏସିଆରେ ବିଭିନ୍ନ ଦେଶ ମଧ୍ୟରେ ଏକତା ଆଣିବାରେ ସାର୍କ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି।

ସେ କହିଛନ୍ତି, “ଆତଙ୍କବାଦ ଓ ସଂଗଠିତ ଅପରାଧକୁ ମୂଳରୁ ନିପାତ କରିବାକୁ ପାକିସ୍ତାନ ସବୁ ବେଳେ ପ୍ରସ୍ତୁତ। ଆତଙ୍କବାଦ କେବଳ ପାକିସ୍ତାନର ସମସ୍ୟା ନୁହେଁ, ସାରା ବିଶ୍ୱ ପାଇଁ ବିପଦ। ସଂଗଠିତ ଅପରାଧ ଓ ଆତଙ୍କବାଦକୁ ରୋକିବାକୁ ଆମକୁ ଏକଜୁଟ ହୋଇ କାମ କରିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story