୧୩ ଚାଷୀଙ୍କ ନାଁରେ ପୁଲିସ୍‌ ରୁଜୁ କଲା ହତ୍ୟା ଉଦ୍ୟମ ମାମଲା

ଅମ୍ବାଲା: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ହରିଆଣାର ୧୩ ଜଣ ଚାଷୀଙ୍କ ନାଁରେ ପୁଲିସ୍‌ ହତ୍ୟା ଉଦ୍ୟମ ଓ ଦଙ୍ଗା ସୃଷ୍ଟି କରିବା ଭଳି ମାମଲା ରୁଜୁ କରିଛି। ଏହି ଚାଷୀମାନେ କୃଷି ଆଇନକୁ ବିରୋଧ କରି ଗତକାଲି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟରଙ୍କ କନଭୟକୁ ଅମ୍ବାଲା ଠାରେ ଅଟକାଇ ଥିଲେ। ତାଙ୍କୁ ଚାଷୀମାନେ କଳା ପତାକା ଦେଖାଇଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ବେଶ ହଟହଟା ହେବାକୁ ପଡ଼ିଥିଲା। ଆଜି ଏହି ଘଟଣାକୁ […]

as

as

Hemant Lenka
  • Published: Thursday, 24 December 2020
  • Updated: 24 December 2020, 10:53 AM IST

Sports

Latest News

ଅମ୍ବାଲା: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ହରିଆଣାର ୧୩ ଜଣ ଚାଷୀଙ୍କ ନାଁରେ ପୁଲିସ୍‌ ହତ୍ୟା ଉଦ୍ୟମ ଓ ଦଙ୍ଗା ସୃଷ୍ଟି କରିବା ଭଳି ମାମଲା ରୁଜୁ କରିଛି। ଏହି ଚାଷୀମାନେ କୃଷି ଆଇନକୁ ବିରୋଧ କରି ଗତକାଲି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟରଙ୍କ କନଭୟକୁ ଅମ୍ବାଲା ଠାରେ ଅଟକାଇ ଥିଲେ। ତାଙ୍କୁ ଚାଷୀମାନେ କଳା ପତାକା ଦେଖାଇଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ବେଶ ହଟହଟା ହେବାକୁ ପଡ଼ିଥିଲା।

ଆଜି ଏହି ଘଟଣାକୁ କେନ୍ଦ୍ର କରି ହରିଆଣା ପୁଲିସ୍‌ ୧୩ ଜଣ ଚାଷୀଙ୍କ ନାଁରେ ଆଇପିସିର ଧାରା ୧୪୭, ୧୪୮, ୧୪୯, ୧୮୬, ୩୦୭, ୩୫୩ ଓ ୫୦୬ରେ ମାମଲା କରିଛି।

ତେବେ ପୁଲିସ୍‌ର ଏଭଳି କାର୍ଯ୍ୟପନ୍ଥାକୁ ବିରୋଧୀ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ହରିଆଣା କଂଗ୍ରେସ ମୁଖ୍ୟ କୁମାରୀ ସେଲଜା କହିଛନ୍ତି, ଏହା ସରକାରଙ୍କ ହତାଶ ଭାବକୁ ପ୍ରଦର୍ଶନ କରୁଛି। ଚାଷୀଙ୍କ ବିରୋଧରେ ମାମଲା ରୁଜୁ କରି ହରିଆଣା ସରକାର ସବୁ ସୀମା ଟପି ଯାଇଛନ୍ତି।

ଗଣତନ୍ତ୍ରରେ ସମସ୍ତଙ୍କର ସ୍ୱାଧୀନତା ରହିଛି। ଯେତେବେଳେ ଲୋକଙ୍କ ସ୍ୱରକୁ ଚାପି ଦିଆଯାଏ ସେତେବେଳେ ସେମାନେ ନିଜର ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇ ଥାଆନ୍ତି। ବିଜେପି ସରକାର ଦ୍ୱାରା ଚାଷୀଙ୍କ ସ୍ୱରକୁ ଚାପି ଦିଆଯାଉଛି। ଖାସ ଏହି କାରଣ ପାଇଁ ଅମ୍ବାଲାରେ ଚାଷୀମାନେ ମନୋହର ଲାଲ ଖଟରଙ୍କୁ କଳା ପତାକା ଦେଖାଇଥିଲେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story