କରୋନା ଆତଙ୍କ ଭିତରେ ଡରାଇଲାଣି ବାର୍ଡ ଫ୍ଲୁ, କୁକୁଡ଼ା ମରା ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ସାରା ଦେଶରେ କରୋନାର ଆତଙ୍କ ଦେଖାଯାଇଥିବା ବେଳେ କେରଳ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ବାର୍ଡ ଫ୍ଲୁର ଭୟ ସୃଷ୍ଟି ହୋଇଛି। ଏଥିପାଇଁ କୁକୁଡ଼ା ଓ ଅନ୍ୟ ପକ୍ଷୀଙ୍କୁ ମାରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ସ୍ଥାନୀୟ ପ୍ରଶାସନକୁ ମଧ୍ୟ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାରମାନେ ନିର୍ଦ୍ଦେଶ ଦେଇଛନ୍ତି। କେରଳର କୋଟାୟାମ ଓ ଅଲଫୁଜା ଜିଲ୍ଲାର କେତେକ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିବାର ଘଟଣା […]

fdz

fdz

Hemant Lenka
  • Published: Monday, 04 January 2021
  • Updated: 04 January 2021, 10:33 PM IST

Sports

Latest News

ନୂଆଦିଲ୍ଲୀ: ସାରା ଦେଶରେ କରୋନାର ଆତଙ୍କ ଦେଖାଯାଇଥିବା ବେଳେ କେରଳ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ବାର୍ଡ ଫ୍ଲୁର ଭୟ ସୃଷ୍ଟି ହୋଇଛି। ଏଥିପାଇଁ କୁକୁଡ଼ା ଓ ଅନ୍ୟ ପକ୍ଷୀଙ୍କୁ ମାରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ସ୍ଥାନୀୟ ପ୍ରଶାସନକୁ ମଧ୍ୟ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାରମାନେ ନିର୍ଦ୍ଦେଶ ଦେଇଛନ୍ତି।

କେରଳର କୋଟାୟାମ ଓ ଅଲଫୁଜା ଜିଲ୍ଲାର କେତେକ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିବାର ଘଟଣା ସାମ୍ନାକୁ ଆସିଛି। ଏହି ଦୁଇଟି ଯାକ ଅଞ୍ଚଳରୁ ୮ଟି ନମୁନାର ଅଧିକ ପରୀକ୍ଷା ପାଇଁ ଭୋପାଲ ସ୍ଥିତ ଲ୍ୟାବକୁ ପଠା ଯାଇଥିଲା। ଏମାନଙ୍କ ମଧ୍ୟରୁ ୫ଟି ନମୁନାରେ ଆଭିଆନ ଏନଫ୍ଲୁଏଞ୍ଜାର ଷ୍ଟ୍ରେନ ଏଚ୫ଏନ୮ ଠାବ ହୋଇଛି।

ଏହା ବାର୍ଡ ଫ୍ଲୁ ରୋଗ ଭାବେ ପରିଚିତ। ଏହି ଘଟଣା ପରେ ପ୍ରଭାବିତ ଅଞ୍ଚଳ ଓ ଏହାର ଏକ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା କୁକୁଡ଼ା ଏବଂ ଅନ୍ୟ ଗୃହପାଳିତ ପକ୍ଷୀମାନଙ୍କୁ ମାରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଯେଉଁ ଲୋକମାନଙ୍କର ପକ୍ଷୀମାନଙ୍କୁ ହତ୍ୟା କରାଯିବ, ସେମାନଙ୍କୁ ସରକାର କ୍ଷତିପୂରଣ ଦେବେ ବୋଲି ମନ୍ତ୍ରୀ କେ ରାଜୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ୧୨ ହଜାର ବତକ ଓ କୁକୁଡ଼ା ପ୍ରାଣ ହରାଇଛନ୍ତି। ଆହୁରି ୩୬ ହଜାର ବତକ ଓ କୁକୁଡ଼ାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବା ପରେ ବତକ ଓ କୁକୁଡ଼ା ଚାଷ କରୁଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯିବ।

ପରିସ୍ଥିତି ଉପରେ ନଜର ରଖିବା ପାଇଁ କୋଟାୟାମ ଓ ଅଲଫୁଜାରେ କଣ୍ଟ୍ରୋଲ ରୁମ ତିଆରି କରାଯାଇଛି। ସେହିପରି ଏଠାରେ କ୍ୱିକ ରେସପନ୍ସ ଟିମ୍‌ ମଧ୍ୟ ମୁତୟନ ହୋଇଛନ୍ତି। ଏହି ଭୂତାଣୁ ମଣିଷକୁ ମଧ୍ୟ ସଂକ୍ରମିତ କରିବାର କ୍ଷମତା ରଖିଥିବାରୁ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି।

କେବଳ କେରଳ ନୁହେଁ ରାଜସ୍ଥାନର ଜୟପୁର ସମେତ ଏକାଧିକ ସ୍ଥାନରେ ଶତାଧିକ କାଉଙ୍କର ମୃତଦେହ ମିଳିଛି। ଏମାନଙ୍କ ଶରୀରରେ ମଧ୍ୟ ଏନ୬ଏନ୮ ଭୂତାଣୁ ଠାବ ହୋଇଛି। ଗୁଜରାଟ ଓ ମଧ୍ୟପ୍ରଦେଶେ ୧୦୦ରୁ ଅଧିକ ପକ୍ଷୀ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ହିମାଚଳ ପ୍ରଦେଶରେ ବିଦେଶରୁ ଆସିଥିବା ୨୫୦ଟି ପକ୍ଷୀଙ୍କ ମୃତ୍ୟୁର କାରଣ ମଧ୍ୟ ଆଭିଆନ ଏନଫ୍ଲୁଏଞ୍ଜାର ଷ୍ଟ୍ରେନ ଏଚ୫ଏନ୮ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ଦିନକୁ ଦିନ ପକ୍ଷୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଏହି ସବୁ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story