ଅଜାନ ଆବଶ୍ୟକ କିନ୍ତୁ ଲାଉଡସ୍ପିକର ନୁହେଁ, ମସଜିଦକୁ କହିଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ମହମାରୀ କରୋନା ଲକଡାଉନ ବେଳେ ବି ମସଜିଦରେ ଅଜାନ ଜରୁରୀ। ଜଣେ ବ୍ୟକ୍ତି ମସଜିଦ ଯାଇ ଅଜାନ ପାଠ କରିପାରିବ। କିନ୍ତୁ ଏହି ସମୟରେ ଲାଉଡ ସ୍ପିକରର ଆବଶ୍ୟକ ନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶର ମସଜିଦଗୁଡ଼ିକୁ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଶଶିକାନ୍ତ ଗୁପ୍ତା ଓ ଅଜିତ କୁମାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି, “ଇସଲାମ ଧର୍ମ ପାଇଁ ଅଜାନ ଜରୁରୀ ଓ ଏହା ଇସଲାମର ଅଂଶ ବିଶେଷ। ତେବେ ଏହାକୁ […]

bf

bf

Hemant Lenka
  • Published: Saturday, 16 May 2020
  • Updated: 16 May 2020, 11:55 AM IST

Sports

Latest News

ଲକ୍ଷ୍ନୌ: ମହମାରୀ କରୋନା ଲକଡାଉନ ବେଳେ ବି ମସଜିଦରେ ଅଜାନ ଜରୁରୀ। ଜଣେ ବ୍ୟକ୍ତି ମସଜିଦ ଯାଇ ଅଜାନ ପାଠ କରିପାରିବ। କିନ୍ତୁ ଏହି ସମୟରେ ଲାଉଡ ସ୍ପିକରର ଆବଶ୍ୟକ ନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶର ମସଜିଦଗୁଡ଼ିକୁ କହିଛନ୍ତି।

ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଶଶିକାନ୍ତ ଗୁପ୍ତା ଓ ଅଜିତ କୁମାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି, “ଇସଲାମ ଧର୍ମ ପାଇଁ ଅଜାନ ଜରୁରୀ ଓ ଏହା ଇସଲାମର ଅଂଶ ବିଶେଷ। ତେବେ ଏହାକୁ ଲାଉଡସ୍ପିକର କିମ୍ବା ଅନ୍ୟ ଉପକରଣ ଦ୍ୱାରା ପାଠ କରିବା କାମକୁ ଇସଲାମର ଅଂଶ ବୋଲି କହିବା ଭୁଲ।”

ଗାଜିପୁର, ହର୍ଥାସ ଓ ଫାରୁକାବାଦରରେ ଲକଡାଉନ ବେଳେ ଅଜାନ ପାଠ ଉପରେ ରୋକ ଲଗାଇଯାଇଥିଲା। ଏହା ବିରୋଧରେ ଏକାଧିକ ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଆଗତ କରାଯାଇଥିଲା। ଏହାର ଶୁଣାଣି କରି ଅଜାନ ଉପରେ ଲାଗିଥିବା ରୋକକୁ କୋର୍ଟ ଖାରଜ କରିଦେଇଛନ୍ତି।

ଏହାସହ କୋର୍ଟ ଅଜାନକୁ ମୌଳିକ ଅଧିକାର ଭାବେ ମଧ୍ୟ ବିବେଚନା କରିଛନ୍ତୁ। କିନ୍ତୁ କୌଣସି ବୈଦ୍ୟୁତିକ ଉପକରଣ ମାଧ୍ୟମରେ ଏହାକୁ ଉଚ୍ଚାରଣ କରିବା ସପକ୍ଷରେ କୋର୍ଟ ରାୟ ଦେଇନାହାନ୍ତି। କୋର୍ଟ କହିଛନ୍ତି, ପ୍ରଶାସିନ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ବୈଦ୍ୟୁତିକ ଉପକରଣର ବ୍ୟବହାର ହୋଇପାରିବ ନାହିଁ। କୋଭିଡ-୧୯ ଗାଇଡଲାଇନରେ ବି ଏପରି ବ୍ୟବସ୍ଥା ହୋଇଛି।

ତେବେ ମସଜିଦର ମୁଜେଇନ(ମସଜିଦର କେୟାର ଟେକର)ଚାହିଁଲେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏହା ମଧ୍ୟରେ ଅଜାନ ପାଠ କରାଇପାରିବେ। ଆବେଦନକାରୀ ମଧ୍ୟ ଅଜାନକୁ ଲାଉଡସ୍ପିକର ଦ୍ୱାରା ଉଚ୍ଚାରଣ କରିବା ପାଇଁ ନିବେଦନ କରି ନଥିଲେ। ତେଣୁ କୋର୍ଟ ଅଜାନ ପାଠକୁ ଅନୁମତି ଦେବେ। କିନ୍ତୁ ଲାଉଡସ୍ପିକରର ବ୍ୟବହାର କରିବାକୁ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story