ଛାତି ଥରାଇ ଦେବା ଭଳି ଭିଡିଓ, ଦ୍ୱିତୀୟ ମହଲାରୁ ଖସିଲା ଶିଶୁ

ଇସ୍ତାନବୁଲ: ତୁର୍କୀର ଇସ୍ତାନବୁଲ୍‌ରେ ଛାତି ଥରାଇ ଦେବା ଭଳି ଘଟଣା ଘଟିଛି। ଏକ କୋଠାରୁ ଦ୍ୱିତୀୟ ମହଲାରୁ ଜଣେ ଶିଶୁ ତଳକୁ ଖସି ପଡ଼ୁଥିବା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ୧୭ ବର୍ଷୀୟ ଫେଉଜି ଜାବାତ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଶିଶୁଟିକୁ କ୍ୟାଚ୍‌ କରି ତା’ ଜୀବନ ବଞ୍ଚାଇ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି। ୨ ବର୍ଷୀୟ ଶିଶୁଟି ଝରକା ପାଖରେ ଖେଳୁଥିବା ବେଳେ ତା’ ମା’ ରୋଷେଇ କରୁଥିଲେ। […]

wy

wy

Hemant Lenka
  • Published: Thursday, 27 June 2019
  • Updated: 27 June 2019, 03:49 PM IST

Sports

Latest News

ଇସ୍ତାନବୁଲ: ତୁର୍କୀର ଇସ୍ତାନବୁଲ୍‌ରେ ଛାତି ଥରାଇ ଦେବା ଭଳି ଘଟଣା ଘଟିଛି। ଏକ କୋଠାରୁ ଦ୍ୱିତୀୟ ମହଲାରୁ ଜଣେ ଶିଶୁ ତଳକୁ ଖସି ପଡ଼ୁଥିବା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ୧୭ ବର୍ଷୀୟ ଫେଉଜି ଜାବାତ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଶିଶୁଟିକୁ କ୍ୟାଚ୍‌ କରି ତା' ଜୀବନ ବଞ୍ଚାଇ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି।

୨ ବର୍ଷୀୟ ଶିଶୁଟି ଝରକା ପାଖରେ ଖେଳୁଥିବା ବେଳେ ତା’ ମା’ ରୋଷେଇ କରୁଥିଲେ। ଏହି ସମୟରେ ତାଙ୍କ ଅଜାଣତରେ ଝିଅଟି ଝରକା ବାଟେ ତଳକୁ ଖସି ପଡ଼ିଥିଲା। କିନ୍ତୁ ଏହି ସମୟରେ ତଳେ ଛିଡ଼ା ହୋଇଥିବା ଯୁବକ ଫେଉଜି ଏହାକୁ ଦେଖି ସଙ୍ଗେସଙ୍ଗେ ଝିଅଟିକୁ ଧରି ପକାଇଥିଲେ। ଫଳରେ ଝିଅଟି ଏକ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇ ଯାଇଥିଲା। ଫେଉଜି ସେହି ଘର ନିକଟରେ ଥିବା ଏକ ଦୋକାନରେ କାମ କରନ୍ତି।

ଦେଖନ୍ତୁ ଭିଡିଓ

https://youtu.be/1A_AaTlcfc0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story