ମହାମାରୀ କରୋନାରୁ ସୁସ୍ଥ ହେଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ସୁସ୍ଥ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ଓ ସେ ଖୁବଶୀଘ୍ର ନିଜ କାମକୁ ଫେରିବେ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ମହାପ୍ରଭୁ ଜଗନ୍ନାଥଙ୍କ କୃପା, ଶୁଭେଚ୍ଛା ଓ ମୋ ସମର୍ଥକ, ଶୁଭାକାଙ୍ଖୀ, ସହଯୋଗୀ ଏବଂ ବନ୍ଧୁମାନଙ୍କ ପ୍ରାର୍ଥନା ଯୋଗୁ ଆଜି ମୋ କୋଭିଡ-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏବେ […]

fe

fe

Hemant Lenka
  • Published: Thursday, 10 December 2020
  • Updated: 10 December 2020, 10:38 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ସୁସ୍ଥ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ଓ ସେ ଖୁବଶୀଘ୍ର ନିଜ କାମକୁ ଫେରିବେ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମହାପ୍ରଭୁ ଜଗନ୍ନାଥଙ୍କ କୃପା, ଶୁଭେଚ୍ଛା ଓ ମୋ ସମର୍ଥକ, ଶୁଭାକାଙ୍ଖୀ, ସହଯୋଗୀ ଏବଂ ବନ୍ଧୁମାନଙ୍କ ପ୍ରାର୍ଥନା ଯୋଗୁ ଆଜି ମୋ କୋଭିଡ-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏବେ ମୁଁ ଧୀରେଧୀରେ ମୋ ନିୟମିତ କାର୍ଯ୍ୟଧାରାକୁ ଫେରୁଛି। ସମସ୍ତଙ୍କୁ ବହୁ ବହୁତ ଧନ୍ୟବାଦ। ମୁଁ କେବେ ହେଲେ ଆପଣମାନଙ୍କ ଭଲ ପାଇବା ଓ ସମର୍ଥନକୁ ଭୁଲିବି ନାହିଁ।”

ନଭେମ୍ବର ୨୭ରେ ଶ୍ରୀ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏନେଇ ସେ ଟ୍ୱିଟ କରି ସୂଚନା ଦେଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story