ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ ହେଲା ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ

ୱାଶିଂଟନ: ଆମେରିକା ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ କରାଯାଇଛି। ଆଜି ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାର କ୍ୟାପିଟୋଲ ବିଲ୍ଡିଂରେ ଧସେଇ ପଶି ହିଂସାକାଣ୍ଡ ଘଟାଇଥିଲେ। ଆଗକୁ ମଧ୍ୟ ଏଭଳି ଘଟଣା ଘଟିବାର ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଟ୍ୱିଟର ମଧ୍ୟ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବ୍ଲକ କରିଥିଲା। ଏହି ବ୍ୟାନର ଅବଧି ବଢ଼ିଛି କି ନାହିଁ, ତାହା ଜଣାପଡ଼ିନାହିଁ। ଟ୍ୱିଟର […]

dsa

dsa

Hemant Lenka
  • Published: Thursday, 07 January 2021
  • Updated: 07 January 2021, 10:13 PM IST

Sports

Latest News

ୱାଶିଂଟନ: ଆମେରିକା ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ କରାଯାଇଛି। ଆଜି ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାର କ୍ୟାପିଟୋଲ ବିଲ୍ଡିଂରେ ଧସେଇ ପଶି ହିଂସାକାଣ୍ଡ ଘଟାଇଥିଲେ। ଆଗକୁ ମଧ୍ୟ ଏଭଳି ଘଟଣା ଘଟିବାର ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ଏହାପୂର୍ବରୁ ଟ୍ୱିଟର ମଧ୍ୟ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବ୍ଲକ କରିଥିଲା। ଏହି ବ୍ୟାନର ଅବଧି ବଢ଼ିଛି କି ନାହିଁ, ତାହା ଜଣାପଡ଼ିନାହିଁ। ଟ୍ୱିଟର ବ୍ୟାନ ଲଗାଇବା ପରେ ଫେସବୁକ ଓ ଇନଷ୍ଟାଗ୍ରାମ ମଧ୍ୟ ୨୪ ଘଣ୍ଟା ପାଇଁ ତାଙ୍କ ଆକାଉଣ୍ଟ ଉପରେ ରୋକ ଲଗାଇଥିଲେ। ହେଲେ ଏବେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରିଦିଆଯାଇଛି।

ଫେସବୁକ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିର୍ବାଚିତ ଉତ୍ତରାଧିକାରୀ ଜୋ ବାଇଡେନଙ୍କୁ ଶାନ୍ତିପୂର୍ଣ୍ଣ ତଥା ଆଇନଗତ ଉପାୟରେ କ୍ଷମତା ହସ୍ତାନ୍ତର କରିବା ମୁଡରେ ନାହାନ୍ତି। ସେ ତାଙ୍କ ଅବଶିଷ୍ଟ ସମୟକୁ ହିଂସା ଦିଗରେ ବ୍ୟବହାର କରିବାର ଆଶଙ୍କା ରହିଛି।

ଏହି ସମୟ ମଧ୍ୟରେ ରାଷ୍ଟ୍ରପତିଙ୍କୁ ଆମ ସେବାର ବ୍ୟବହାର କରିବାକୁ ଅନୁମତି ଦେଲେ ଅଧିକ ବିପଦ ସୃଷ୍ଟି ହୋଇପାରେ। ତେଣୁ ତାଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲାଗିଥିବା ବ୍ୟାନ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରୁଛୁ। ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ହେବା ଯାଏ ଏହି ବ୍ୟାନ୍‌ ଲାଗୁ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆମେରିକା ସଂସଦ ବା କଂଗ୍ରେସ ଆଜି ବିଧିବଦ୍ଧ ଭାବେ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କ ବିଜୟ ଉପରେ ମୋହର ମାରିବା ପରେ ଟ୍ରମ୍ପଙ୍କ ସବୁ ଦାବି ନିଷ୍ଫଳ ହୋଇଯାଇଛି। ଆମେରିକା ସଂସଦ ଆଜି ବାଇଡେନଙ୍କ ବିଜୟକୁ ସୁନିଶ୍ଚିତ କରିଥିବାରୁ ସେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

ତାଙ୍କ ସହ ଉପ ରାଷ୍ଟ୍ରପତି କମଲା ହାରିସ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ। ଆଜି ଆମେରିକା ସଂସଦର ବୈଠକ ବସିଥିଲା। ଏଥିରେ ଉପ ରାଷ୍ଟ୍ରପତି ମାଇକ ପେନ୍ସ କେତେ ଇଲେକ୍ଟୋରାଲ ଭୋଟ ବାଇଡେନଙ୍କ ସପକ୍ଷରେ ପଡ଼ିଛି, ତା’କୁ ଗଣତି କରିଥିଲେ। ଗଣତି ବେଳେ ବାଇଡେନଙ୍କ ସପକ୍ଷରେ ୩୬୦ଟି ଇଲେକ୍ଟୋରାଲ ଭୋଟ ଥିବା ସେ ଘୋଷଣା କରିଥିଲେ। ସେହିପରି ଟ୍ରମ୍ପଙ୍କ ସପକ୍ଷରେ ୨୩୨ଟି ଇଲେକ୍ଟୋରାଲ ଭୋଟ ପଡ଼ିଛି।

ଆଜି ସିନେଟର ବୈଠକ ବସିଥିବା ବେଳେ କ୍ୟାପିଟୋଲ ବିଲ୍ଡିଂ (ସଂସଦ) ପରିସରରେ ପ୍ରବଳ ହିଂସାକାଣ୍ତ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକମାନେ ସଂସଦ ବିଲଡିଂରେ ଧସେଇ ପସିବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥିତିକୁ ଦେଖି ୱାଶିଂଟନରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story